Daily Archives

April 20, 2021

କୋଭିଡକୁ ନେଇ ମୃତ୍ୟୁ ବଢୁଥିବା ବେଳେ ଶବ ପୋଡିବାକୁ ନେଇ ଚାଲିଛି କର୍ପୋରେଟ ଡିଲ୍ । ପ୍ୟାକେଜ ଘୋଷଣା କରି ଶବ…

କନକ ବ୍ୟୁରୋ: କୋଭିଡ ସମୟରେ ସବୁଠାରୁ ବଡ ଚ୍ୟାଲେଂଜ ହୋଇ ଛିଡା ହୋଇଛି, ଶ୍ମସାନରେ ଶବଦାହ । କାରଣ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଯେମିତି ବଢି ବଢି ଚାଲିଛି, ଶ୍ମସାନରେ ଶବ ପୋଡିବା ପାଇଁ ମଧ୍ୟ ଭିଡ ସେମିତି ହେଉଛି । ଶବକୁ ପୋଡିବା କଥା ଛାଡନ୍ତୁ ଶ୍ମସାନରେ ଯାଗା ଖଣ୍ଡିଏ ପାଇବା ପାଇଁ…

ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ । ବିଶ୍ୱରେ ଚିହ୍ନଟ ହେଉଥିବା ପ୍ରତି ତିନି ଜଣଙ୍କ ମଧ୍ୟରେ ଜଣେ ଭାରତୀୟ ସଂକ୍ରମିତ । 

କନକ ବ୍ୟୁରୋ: କରୋନା ମହାମାରୀ ଆରମ୍ଭ ହେବାର ପ୍ରାୟ ବର୍ଷକ ପରେ ସାରା ବିଶ୍ୱରେ ଏହା ପୂର୍ବ ଶୀର୍ଷକୁ ଟପିଯାଇଛି । ଏବେ ପ୍ରତି ଦିନ ସାମ୍ନାକୁ ଆସୁଥିବା ନୂଆ ମାମଲା ଏକ ଅଲୋଡା ରେକର୍ଡ ସୃଷ୍ଟି କରୁଛି । ନୂଆ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଯେପରି ଭାବରେ ବଢିଚାଲିଛି ତାହା ନିଶ୍ଚିତ ଭାବରେ…

ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ଶ୍ରମିକଙ୍କ ଘର ବାହୁଡା । ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟରୁ ଘର ମୁହାଁ…

କନକ ବ୍ୟୁରୋ: ବଢି ବଢି ଚାଲିଛି ଶ୍ରମିକଙ୍କ ଦୁଃଖ । ନା ରୋଜଗାର ଅଛି ନା ଖାଇବାକୁ ଅଛି । କରୋନା ମହାମାରୀଠୁ ବଳିପଡିଛି ପେଟର ଭୋକ । ତାଲାବନ୍ଦ ଭିତରେ ଏବେ କେବଳ ସାହାରା ନିଜ ଭିଟାମାଟି । ଆଉ ନିଜ ଘରକୁ ଫେରିବା ପାଇଁ ବାହାରିଛନ୍ତି ଶହ ଶହ ଶ୍ରମିକ । ବସ୍ ଟ୍ରେନ ବା ଅନ୍ୟ କୌଣସି ସବାରୀ…

ଲକଡାଉନ ଆଡକୁ ଗତି କରୁଛି ମହାରାଷ୍ଟ୍ର । କ୍ୟାବିନେଟ ମିଟିଂରେ କଡାକଡି ଲକଡାଉନ ନେଇ ପ୍ରସ୍ତାବ । ଖୁବଶୀଘ୍ର ଘୋଷଣା…

କନକ ବ୍ୟୁରୋ: ଲକଡାଉନ ଆଡକୁ ଅଗ୍ରସର ହେଉଛି ମହାରାଷ୍ଟ୍ର । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଲକଡାଉନ କରିବାକୁ ପ୍ରସ୍ତୁତି କରୁଛନ୍ତି ମହାରାଷ୍ଟ୍ର ସରକାର । ତେବେ ‘ବ୍ରେକ ଦ ଚେନ୍’କୁ ଗୁରୁତ୍ୱ ଦିଆଯାଇ ଯେମିତି ଲୋକଙ୍କ ଯାତାୟତ ଉପରେ କୌଣସି ପ୍ରଭାବ ନପଡେ ସେ ନେଇ ସମ୍ପୂର୍ଣ୍ଣ ବ୍ୟବସ୍ଥା…

ବାୟୁରେ ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍ । ବିଶେଷଜ୍ଞ କହିଲେ ପବନରେ ଭାଇରସ ଭାସି ରହୁଥିବାରୁ ଅଧିକ ହେଉଛନ୍ତି…

କନକ ବ୍ୟୁରୋ: ପ୍ରାୟ ବର୍ଷେ ହେବ ଜଣେ ସଂକ୍ରମିତଙ୍କ କାଶ ଓ ଛିଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଡ୍ରପଲେଟରୁ କରୋନା ଭୂତାଣୁ ଅନ୍ୟକୁ ଆକ୍ରାନ୍ତ କରୁଥିବା କୁହାଯାଉଥିଲା । ଏହାକୁ ଆଧାର କରି ଗବେଷଣା ବି ଚାଲିଥିଲା । କିନ୍ତୁ ଦ୍ୱିତୀୟ ଲହରରେ କରୋନା ଭୂତାଣୁ ବାୟୁଦ୍ୱାରା ସଂକ୍ରମିତ ହେଉଥିବା…

ମୟୂରଭଂଜରେ କରୋନାର କରୁଣ ଚିତ୍ର । ଘରେ ସଙ୍ଗରୋଧ ସୁବିଧା ନଥିବାରୁ ପୋଲ ତଳେ ଝଡ ତୋଫାନରେ ରାତି କାଟିଲେ ମାଆ ଓ ପୁଅ ।

କନକ ବ୍ୟୁରୋ: କରୋନର କରୁଣ ଚିତ୍ର । ଆସିଛି ମୟୂରଭଂଜ ଜିଲ୍ଲା ମୋରଡା ବ୍ଲକ ନୂଆ ଗାଁରୁ ଆସିଛି, ଅସହାୟତାର ଦୁଃଖଦ ଦୃଶ୍ୟ । ନୂଆ ଗାଁ ପାଖ ପୋଲ ତଳେ କରୋନା ଆକ୍ରାନ୍ତ ପୁଅ ସହ ଝଡ ତୋଫାନ ରାତି କାଟିଛି ମାଆ । ଘରେ ସଙ୍ଗରୋଧ ପାଇଁ ଜାଗା ନଥିବାରୁ ବାଧ୍ୟ ହୋଇ ପୋଲ ତଳେ ଆଶ୍ରୟ ନେଇଥିଲେ ପୁଅ ।…