Daily Archives

April 21, 2021

ମହାରାଷ୍ଟ୍ରରେ କାଲିଠୁ କଡାକଡି ହେବ କଟକଣା । ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସର । ବିବାହରେ ଯୋଗ…

କନକ ବ୍ୟୁରୋ: ଦେଶରେ ବଢୁଥିବା ସଂକ୍ରମଣ ଭିତରେ ମହାରାଷ୍ଟ୍ରରୁ ଆସିଛି ବଡ ଖବର । ମହାରାଷ୍ଟ୍ରରେ ଆସନ୍ତାକାଲିଠୁ କଡାକଡି ହେବାକୁ ଯାଉଛି କୋଭିଡ୍ କଟକଣା । ଆସନ୍ତାକାଲି ରାତି ୮ଟାରୁ ଏହି କଟକଣା ଲାଗୁ ହେବ । ଯାହାକି ମେ ୧ ତାରିଖ ଯାଏଁ ବଳବତ୍ତର ରହିବ । ରାଜ୍ୟରେ ବଢୁଥିବା ସଂକ୍ରମଣ ଓ…

ଚେନ୍ନାଇର ଚମତ୍କାର ବ୍ୟାଟିଂ । ୨୨୦ ରନର ବିଶାଳ ସ୍କୋର କଲା ଧୋନୀ ବାହିନୀ । କୋଲକାତା ଆଗରେ ୨୨୧ ରନର ଟାର୍ଗେଟ 

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚେନ୍ନାଇର ଚମତ୍କାର ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଫାପ ଡୁପ୍ଲେସିସ ଓ ଗାଏକ୍ୱାର୍ଡ ଦମଦାର ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଫଳରେ ଦଳ ୨୨୦ ରନ କରିବାରେ ସଫଳ ହୋଇଛି । ତେଣୁ ଏବେ କୋଲକାତା ଆଗରେ ୨୨୧ ରନର ବିଜୟ ଲକ୍ଷ୍ୟ ରହିଛି ।…

ଅଡୁଆ ବଢାଇଲା ବାଇଡେନଙ୍କ ଆମେରିକା ଫାଷ୍ଟ ନୀତି । ଟିକା ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ ନ ଆସିବାରୁ ଟିକା…

କନକ ବ୍ୟୁରୋ: ଦେଶରେ କରୋନା ଟିକା ଉତ୍ପାଦନ ପାଇଁ ଆବଶ୍ୟକ କଂଚା ମାଲ ପାଇଁ ଆମେରିକା ଉପରେ ନିର୍ଭରଶୀଳ ଭାରତ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଷ୍ପତି ଯୋଗୁଁ ଭାରତରେ ଟିକା ପ୍ରସ୍ତୁତ ପାଇଁ ଦରକାର କଂଚାମାଲ ଆସି ପାରୁ ନାହିଁ । ଯୁଦ୍ଧସମୟରେ ଲାଗୁ କରାଯାଉଥିବା ପ୍ରତିରକ୍ଷା…

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ମାମଲା ରୁଜୁ । ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବୁର୍ଲା ଥାନାରେ ମାମଲା ରୁଜୁ…

କନକ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ମାମଲା ରୁଜୁ । ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜିବ ମିତ୍ତଲଙ୍କ ନାଁରେ ମାମଲା । ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବୁର୍ଲା ଥାନାରେ ମାମଲା ରୁଜୁ । କାଲି ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର କରିଥିଲେ ଆତ୍ମହତ୍ୟା । ଦୀନବନ୍ଧୁ ପୁଅଙ୍କ…

କୋଭିଡକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ପ୍ରିୟଙ୍କା ।କହିଲେ ଦେଶର ଜନତା ଆଖିରେ ଲୁହ, ପ୍ରଚାର ମଂଚରେ ହସୁଛନ୍ତି ମୋଦି ।

କନକ ବ୍ୟୁରୋ: ସମ୍ବାଦ ସରବରାହ ସଂସ୍ଥାକୁ ଏଏନଆଇକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଦେଶରେ ଅକ୍ସିଜେନର ଅଭାବ, ଶଯ୍ୟାର ଅଭାବ, ଟିକାର ଅଭାବ, ରେମଡିସିଭରର ଅଭାବକୁ ପ୍ରସଙ୍ଗ କରି କେନ୍ଦ୍ରକୁ ଘେରିଛନ୍ତି । ଅନ୍ୟପଟେ ବିଜେପି…

ଛତିଶଗଡ ବିଜାପୁରରୁ ପୁଣି ଯବାନଙ୍କୁ ଅପହରଣ । ଯବାନଙ୍କୁ ଅପହରଣ କରିନେଲେ ମାଓବାଦୀ ।

କନକ ବ୍ୟୁରୋ: ଛତିଶଗଡ ବିଜାପୁରରୁ ପୁଣି ଯବାନଙ୍କୁ ଅପହରଣ । ଯବାନଙ୍କୁ ଅପହରଣ କରିନେଲେ ମାଓବାଦୀ । ଗଙ୍ଗାଲୁରୁ ଥାନା ଅନ୍ତର୍ଗତ ପାଲନାର ଗାଁରୁ ଉଠାଇନେଲେ । ଛୁଟିରେ ଗାଁକୁ ଫେରିଥିଲେ ଏସଆଇ ମୁରଲୀ ତାତି । ବସ୍ତର ଜବଲପୁରଠାରେ କାର୍ଯ୍ୟରତ ଥିଲେ ଯବାନ । ଏସଆଇଙ୍କୁ ଅପହରଣ ନେଇ ବିଜାପୁର…