Daily Archives

April 28, 2021

ହାଇଦ୍ରାବାଦକୁ ଚିତ୍ କଲା ଚେନ୍ନାଇ । ୭ ଓ୍ୱିକେଟରେ ବିଜୟୀ ହେଲା ଧୋନୀବାହିନୀ । ପଏଣ୍ଟ ଟେବୁଲ ଶୀର୍ଷରେ ଆଇପିଏଲର ୟେଲୋ…

କନକ ବ୍ୟୁରୋ: ଆଜି ଆଇପିଏଲରେ ଅତି ସହଜରେ ହାଇଦ୍ରାବାଦକୁ ମାତ୍ ଦେଇଛି ଚେନ୍ନାଇ । ହାଇଦ୍ରାବାଦର ୧୭୨ ରନର ବିଜୟ ଲକ୍ଷ୍ୟକୁ ଧୋନୀବାହିନୀ ହାତରେ ୯ ବଲ୍ ଓ ୭ ୱିକେଟ୍ ବାକି ଥାଇ ଜିତି ନେଇଛି । ଏଥିସହ ସିଏସକେ ଟେବୁଲ ଟପ୍ପର ସ୍ଥାନକୁ ମଧ୍ୟ ଫେରିଛି । ହାଇଦ୍ରାବାଦକୁ ଚିତ୍ କଲା…

ଆସାମ, ସମେତ ପୂର୍ବୋତ୍ତର ରାଜ୍ୟରେ ଭୂକମ୍ପର ଝଟକା । ଦୋହଲିଲା ଆସାମରୁ ଅରୁଣାଚଳ, ଥରିଲା ବିହାରରୁ ବଙ୍ଗ

କନକ ବ୍ୟୁରୋ: କୋଭିଡ୍ ଭଳି ସ୍ଥିତିରେ ସଙ୍କଟ ସମୟ ଦେଇ ଗତି କରୁଛି ଦେଶ । ଏହା ଭିତରେ ଭୂକମ୍ପର ଶକ୍ତ ଝଟକାରେ ଥରିଛି ଆସାମ । ଆଜି ସକାଳୁ ଆସାମରେ ୩ଥର ଶକ୍ତିଶାଳୀ ଭୁକମ୍ପ ଅନୁଭୂତ ହୋଇଥିଲା । ଭୁକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ପୂର୍ବୋତ୍ତର ଭାରତର ୪ଟି ରାଜ୍ୟରେ ଏହାର ପ୍ରଭାବ…

ସବୁ ସୀମା ଲଂଘିଗଲେ ଅଗରତାଲା ଜିଲ୍ଲାପାଳ । ବିବାହ ଭୋଜି ବନ୍ଦ କରିବାକୁ ଯାଇ ଫିଲ୍ମ ଷ୍ଟାଇଲେ ଦେଖାଇଥିଲେ ଦବଙ୍ଗଗିରି ।

କନକ ବ୍ୟୁରୋ: ଆସାମର ଅଗରତାଲାରେ ସୋମବାର ରାତିରେ ଏକ ବିବାହ ମଣ୍ଡପରେ ନାଇଟ୍ କର୍ଫ୍ୟୁ ଲାଗୁ ହେବା ପରେ ବିବାହ ଭୋଜି ସରିନଥିଲା । ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଜିଲ୍ଲାପାଳ ଶୈଳେଶ କୁମାର ଯାଦବ ମଣ୍ଡପକୁ ଯାଇଥିଲେ । ଆଉ ତାପରେ ଘଟିଥିଲା କିଛି ଅଭାବନୀୟ ଘଟଣା । କୌଣସି ଫିଲ୍ମର…

ଚିନ୍ତା ବଢ଼ାଉଛି ଦେଶର ୧୫୦ ଜିଲ୍ଲା, ୧୫ ପ୍ରତିଶତ ରହିଛି ସଂକ୍ରମଣ ହାର । ସେହି ଜିଲ୍ଲାରେ ଲକଡାଉନ ଲାଗୁ କରିବାକୁ…

କନକ ବ୍ୟୁରୋ: ଗୋଟିଏ ସପ୍ତାହ ହେଲା ଲଗାତାର ଭାବେ ଦେଶରୁ ଦୈନିକ ୩ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୨୨ ତାରିଖରେ ଅର୍ଥାତ ଗତ ଗୁରୁବାର ପ୍ରଥମ ଥର ପାଇଁ ଦିନକରେ ସାରାଦେଶରୁ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢି…

ସଂକ୍ରମଣ ବୃଦ୍ଧି ଯୋଗୁଁ ଦିଲ୍ଲୀରେ ସୃଷ୍ଟି ହୋଇଛି ଯୁଦ୍ଧ ଭଳି ପରିସ୍ଥିତି । ପ୍ରାୟ ସମସ୍ତ ହସ୍ପିଟାଲରେ ଶେଷ ହୋଇଗଲାଣି…

କନକ ବ୍ୟୁରୋ: ଦିଲ୍ଲୀ ସମେତ କେତେକ ରାଜ୍ୟରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଚିନ୍ତାରେ ପକାଇଛି । କେଉଁଠି ହସ୍ପିଟାଲରେ ବେଡ ମିଳୁନି ତ ଆଉ କେଉଁଠି ଅକ୍ସିଜେନ । ପରିସ୍ଥିତି ଏପରି ହୋଇଛି ମେଡିକାଲ ବାହାରେ ଧାଡି ଲଗାଉଛନ୍ତି ବହୁ ସଂଖ୍ୟାରେ ରୋଗୀ । କେହି…

ସଂକ୍ରମଣ ବଢୁଥିବାବେଳେ କମୁଛି ଟିକାକରଣ । ଆସନ୍ତାକାଲି ୧୨ଟି ଜିଲ୍ଲାରେ ବନ୍ଦ ରହିବ ଭ୍ୟାକ୍ସିନେସନ।

କନକ ବ୍ୟୁରୋ: ହୁ ହୁ ହୋଇ ବଢୁଛି ସଂକ୍ରମଣ, ହେଲେ କମୁଛି ଟିକାକରଣ । ଆସନ୍ତକାଲି ୧୨ଟି ଜିଲ୍ଲାରେ ଟିକା ଦିଆଯିବ ନାହିଁ । ମାତ୍ର ୩୦୨ କେନ୍ଦ୍ରରେ ଆସନ୍ତାକାଲି ଟିକାକରଣ କରାଯିବ । ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, କୋରାପୁଟ,…