Daily Archives

April 23, 2021

କରୋନା ସଂକ୍ରମଣର ସ୍ଥଙ୍ଗୀନ ସ୍ଥିତିରେ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଲେ…

କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ପ୍ରତିଦିନ ଅଲୋଡା ରେକର୍ଡ ସୃଷ୍ଟି ହେଉଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ୩ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟା ଭିତରେ ସାରାଦେଶରୁ ୩ ଲକ୍ଷ ୩୨ ହଜାର ୭୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ…

କୋଭିଡ ରୋଗୀଙ୍କ ପାଇଁ ସଂଜୀବନୀ ପାଲଟିଛି ଅମ୍ଲଜାନ । ଶୀଘ୍ର ଯୋଗାଣ ପାଇଁ ଆକାଶପଥରେ ଆରମ୍ଭ ହେଲା ଅକ୍ସିଜେନ ସିଲିଣ୍ଡର…

କନକ ବ୍ୟୁରୋ: ଦେଶରେ ଆକାଶପଥରେ ଆରମ୍ଭ ହୋଇଛି ଅମ୍ଲଜାନ ଯୋଗାଣ । ବାୟୁସେନାର ବିଶାଳ କାର୍ଗୋ ବିମାନ ଅକ୍ସିଜେନ୍ ଟ୍ୟାଙ୍କର ନେଇ ଦିଲ୍ଲୀରେ ପହଂଚିଛି । ଏବେର ପରିସ୍ଥିତିରେ ଏହି ଅମ୍ଲଜାନ କରୋନା ଆକ୍ରନ୍ତଙ୍କ ପାଇଁ ସଂଜୀବନୀ ପାଲଟିଛି । ସେହିପରି ତେଲେଙ୍ଗାନା ହାଇଦ୍ରାବାଦରେ ମଧ୍ୟ…

କରୋନା ମହାମାରୀ ଭିତରେ ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍ଗୀନ । ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ । ନା ମିଳୁଛି…

କନକ ବ୍ୟୁରୋ: କରୋନା ମହାମାରୀର ଦ୍ୱିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ରାଜଧାନୀ ଦିଲ୍ଲୀ । ଆଉ ଏହାର ଚିତ୍ର ଏବେ ଦେଖିବାକୁ ମିଳୁଛି । ହସ୍ପିଟାଲ ବେଡ୍, ଅକ୍ସିଜେନ୍ ଓ କରୋନା ଟିକା ଉପଲବ୍ଧ ଥିବା ନେଇ ସରକାରଙ୍କ ବାରମ୍ବାର ଆଶ୍ୱାସନା ସତ୍ୱେ ପ୍ରକୃତ ସ୍ଥିତି କିଭଳି ରହିଛି, ତାର…

ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ବକେଶନ ହରିଚନ୍ଦନ ହେଲେ ପିପିଲି ପାଇଁ କଂଗ୍ରେସ ପ୍ରାର୍ଥୀ ।

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସର ପିପିଲି ପ୍ରାର୍ଥୀ । ଆଜି ତାଙ୍କ ନାଁକୁ ଏଆଇସିସି ଅନୁମୋଦନ କରିବା ସହିତ ସେ ପିପିଲି ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକର…

ଅକ୍ସିଜେନ୍ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଘେରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ଚର୍ଚ୍ଚାର…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଛି । ଏତିକି ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅକ୍ସିଜେନକୁ ନେଇ ଦିଲ୍ଲୀ ସମ୍ମୁଖୀନ ହେଉଥିବା ସମସ୍ୟାର ଗୋଟି ଗୋଟି ତଥ୍ୟ ପ୍ରଧାନମନ୍ତ୍ରୀଙ୍କ…

କରୋନାରେ ଚାଲିଗଲା ଜୀବନ । ୧୫ ଘଂଟା ଧରି ପଡ଼ି ରହିଲା ଶବ, ଶୁଣିଲାନି ପ୍ରଶାସନ । ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ…

କନକ ବ୍ୟୁରୋ: କରୋନା କାଳରେ ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ମଣିଷ କେବେ କଳ୍ପନା କରିନଥିଲା । ଗୋଟିଏ ମୃତଦେହକୁ ଜରିରେ ଗୁଡାଇ ଦିଆଯାଇଛି । ଆଉ ଶବକୁ ଦାହ କରିଛନ୍ତି ୪ ଜଣ ସ୍ୱେଚ୍ଛାସେବୀ । କାହିଁକି ନାଁ ଜଣେ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଥିବାରୁ ୧୫ ଘଂଟା ଧରି…