Daily Archives

April 4, 2021

ଚିନ୍ତା ବଢାଇଲା ଭୁବନେଶ୍ୱର ବିମାନବନ୍ଦର । ଆଜି ୧୦ ଜଣ ବାହାର ରାଜ୍ୟ ଫେରାନ୍ତ ପଜିଟିଭ ଚିହ୍ନଟ ।

କନକ ବ୍ୟୁରୋ: ଚିନ୍ତା ବଢାଉଛି ଭୁବନେଶ୍ୱର ବିମାନ ବନ୍ଦର । ଆଜି ୧୦ ଜଣ ବାହାର ରାଜ୍ୟ ଫେରାନ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୩ ଦିନରେ ୨୫ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଜିର ୧୦ କରୋନା ଆକ୍ରାନ୍ତକୁ ମିଶାଇ ମୋଟ ୩୫ ଜଣ ଯାତ୍ରୀ ପଜିଟିଭ ଚିହ୍ନଟ…

୨୦୧୨ରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ବାର୍ଷିକ ଦେଉଛି ୧୨ଲକ୍ଷ ଟଙ୍କାର ଆୟ । ଧୂପକାଠି ତିଆରି କରି ସ୍ୱାବଲମ୍ବୀ ହେଲେ…

କନକ ବ୍ୟୁରୋ : ଧୂପକାଠି ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ଯାଜପୁର ଜିଲ୍ଳା ଧର୍ମଶାଳାର ପାଟପୁର ଅଗରବତୀ ମହାସଂଘର ମହିଳାମାନେ ଧୂପକାଠି ବିକ୍ରି କରି ବାର୍ଷିକ ୧୦ରୁ ୧୨ଲକ୍ଷ ଟଙ୍କାର ବ୍ୟବସାୟ କରୁଛନ୍ତି । ୨୦୧୨ ମସିହାରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ସଫଳତାର ଶୀର୍ଷରେ…

କୋଟିଆରେ ମାତ୍ ଖାଇଲା ଆନ୍ଧ୍ର । ଅଧିକ ଦରରେ କୋଟିଆ ତେନ୍ତୁଳି କିଣିଲା କୋରାପୁଟ ପ୍ରଶାସନ, ଖାଲି ହାତରେ ଫେରିଗଲେ…

କନକ ବ୍ୟୁରୋ : ଓଡ଼ିଶାର ଯୋଜନା ପାଖରେ ହାର ମାନିଲା ଆନ୍ଧ୍ର । କୋଟିଆରୁ ନିରାଶ ହୋଇ ଫେରିଲା ଆନ୍ଧ୍ର ଗାଡ଼ି । ପ୍ରଥମ ଥର ପାଇଁ ଓଡ଼ିଶା କିଣିଲା କୋଟିଆ ତେନ୍ତୁଳି । ମିଶନ କୋଟିଆ ପାଇଁ କୋରାପୁଟ ଜିଲ୍ଳା ପ୍ରଶାସନର ଆଗୁଆ ରଣନୀତି ସଫଳ ହୋଇଛି । ବିକାଶ ପରେ ଏବେ କୋଟିଆରେ ଜୀବନ ଜୀବିକା ଉପରେ…

ସଂକ୍ରମଣ ବଢୁଥିବାବେଳେ ମନ୍ଦିରରେ ଲାଗିଲା କଟକଣା । ରାୟଗଡାର ମଝିଘରିଆଣୀ ,କେନ୍ଦୁଝରର ଘଟଗାଁରେ ଭକ୍ତଙ୍କୁ ମନ୍ଦିର ମନା…

କନକ ବ୍ୟୁରୋ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡିଶାର ପ୍ରମୁଖ ଦୈବୀ ପୀଠ ରାୟଗଡାର ମା’ ମଝିଘରିଆଣୀଙ୍କ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ରାୟଗଡା ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଛି । ଜିଲ୍ଲପାଳଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ…

ରୋଜଗାର ପାଇଁ ଯୁବ ଇଞ୍ଜିନିୟରଙ୍କ ବୁଦ୍ଧିର ଖେଳ । ଜଣେ ଚାକିରି ଛାଡି ଆଉ ଜଣେ ଅବସର ସମୟରେ ତିଆରି କରୁଛନ୍ତି ବିରିୟାନୀ…

କନକ ବ୍ୟୁରୋ: କୌଣସି କାମ ଛୋଟ କି ବଡ ନୁହଁ । ରାସ୍ତା କଡରେ ବିରିୟାନୀ ବିକି ସମାଜକୁ ଏପରି ନିଆରା ବାର୍ତ୍ତା ଦେଉଛନ୍ତି ଦୁଇ ଯୁବ ଇଂଜିନିୟର । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଦୁଇ ବିଟେକ ଇଂଜିନିୟର ବନ୍ଧୁଙ୍କ କଥା । ଜଣେ ଚାକିରି କରୁଥିବା ବେଳେ, ଅନ୍ୟ ଜଣେ କରୋନା କାଳରେ ଚାକିରି…

ପିପିଲିରେ କେମିତି ହେବ ନିର୍ବାଚନ ପ୍ରଚାର ? ରାଜନୈତିକ ଦଳ ମାନିବେ କି କରୋନା କଟକଣା ? ୨ ସପ୍ତାହ ଭିତରେ ଶୀର୍ଷ…

କନକ ବ୍ୟୁରୋ : ପିପିଲିରେ କେମିତି ହେବ ନିର୍ବାଚନ ପ୍ରଚାର । ବଡ ପ୍ରଶ୍ନ ହେଲା ରାଜନୈତିକ ଦଳ ମାନିବେ କି କରୋନା କଟକଣା ? କାରଣ କରୋନା ସଂକ୍ରମଣ ବଢି ବଢି ଚାଲିଛି । ୨ ସପ୍ତାହ ଭିତରେ ଶୀର୍ଷ ଛୁଇଁ ପାରେ କରୋନାର ଦ୍ୱିତୀୟ ଲହର । ୨ ସପ୍ତାହ ଭିତରେ ଆସୁଛି ପିପିଲି ଉପ-ନିର୍ବାଚନ । ଏହି…