Daily Archives

April 9, 2021

ଛତିଶଗଡ ସହ ଅନ୍ୟ ରାଜ୍ୟରୁ ପୂର୍ବଭଳି ଚାଲିବ ଟ୍ରେନ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡଲାଇନ ଅନୁସାରେ ଚଳାଚଳ କରୁଛି…

କନକ ବ୍ୟୁରୋ: ଛତିଶଗଡ଼ ସମେତ ବାହାର ରାଜ୍ୟରୁ ଓଡ଼ିଶାକୁ ପୂର୍ବଭଳି ଟ୍ରେନ୍ ଚଳାଚଳ କରିବ । ରେଳ ଚଳାଚଳରେ କଟକଣା ଲଗାଯାଇ ପାରିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ଜଣାଇଛନ୍ତି ରେଳବାଇ ବୋର୍ଡ ଅଧ୍ୟକ୍ଷ । ଛତିଶଗଡ଼ରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ…

ବିଜୟରୁ ଅଭିଯାନ ଆରମ୍ଭ କଲା ବାଙ୍ଗାଲୋର । ମୁମ୍ବାଇକୁ ଦୁଇ ୱିକେଟରେ ହରାଇଲା ବିରାଟ ବାହିନୀ । ରୋମାଞ୍ଚକର ହେଲା ପ୍ରଥମ…

କନକ ବ୍ୟୁରୋ: ଆଇପିଏଲ୍-୧୪ର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ବାଙ୍ଗାଲୋର । ବିପକ୍ଷୀ ଦଳ ମୁମ୍ବାଇକୁ ଦୁଇ ୱିକେଟରେ ହରାଇ ଦଳ ଚଳିତ ଆଇପିିଏଲର ପ୍ରଥମ ବିଜୟ ହାସଲ କରିଛି ଦଳ । ତେବେ ଏହି ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ବେଶ ରୋଚକପୂର୍ଣ୍ଣ ରହିଥିବା ଦେଖିବାକୁ ମିଳିଥିଲା । ଆଜି ପ୍ରଥମେ…

ବିଭିନ୍ନ ରାଜ୍ୟରୁ ଆସିଲା ଟିକା ଅଭାବ ନେଇ ଅଭିଯୋଗ । ଟିକା ନେବା ପାଇଁ ଆସି ନିରାଶ ହୋଇ ଫେରିଲେ ଲୋକେ ।

କନକ ବ୍ୟୁରୋ: ଟିକା ନେବାକୁ ଆସି ଫେରିଗଲେ ଲୋକେ । ଏଭଳି କିଛି ଖବର ଆସିଛି ମହାରାଷ୍ଟ୍ରରୁ । ଟିକା ଅଭାବ ଯୋଗୁଁ ରାଜ୍ୟର ୭୦ଟି ଟିକାକରଣ କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି । ମୁମ୍ବାଇର ଜୁମ୍ବୋ ଭ୍ୟାକସିନେସନ ସେଂଟରକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଲୋକେ ଟିକା ନେବା ପାଇଁ ଆସି ନିରାଶ ହୋଇ…

ଭାରତୀୟ ଜଳପଥରେ ଆମେରିକାର ଅବାଧ ପ୍ରବେଶ । ଭାରତର ସମ୍ମତି ବିନା ଲାକ୍ଷାଦ୍ୱୀପର ଏକ୍ସକ୍ଲୁସିଭ ଇକୋନମିକ ଜୋନରେ…

କନକ ବ୍ୟୁରୋ: ଭାରତର ଜଳରାଶିରେ ବିନା ଅନୁମତିରେ ପ୍ରବେଶ କରିଛି ଆମେରିକା । ଲାକ୍ଷାଦ୍ୱୀପ ନିକଟବର୍ତୀ ଭାରତର ‘ଏକ୍ସକ୍ଳୁସିଭ ଇକୋନୋମିକ ଜୋନ’ ବା ଇଇଜେଡରେ ‘ଫ୍ରୀଡମ ଅଫ ନାଭିଗେସନ ପେଟ୍ରୋଲ୍ସ’ କରିଥିବା କଥା ଘୋଷଣା କରିଛି ଆମେରିକା ନୌସେନା । ଆମେରିକା ନୌସେନା ଇଇଜେଡରେ ଅପରେସନ କରିଥିଲେ…

ତାତିରୁ ମିଳିଲା ଆଶ୍ୱସ୍ତି । ଆଜି ୪୦ ଡିଗ୍ରୀ ତଳେ ସବୁ ଜିଲ୍ଲାର ତାପମାତ୍ରା ।

କନକ ବ୍ୟୁରୋ: ତାତିରୁ ତ୍ରାହି । ଆଜି ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଗତ ରାତିରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇଯିବା ପରେ ଆଜି ସମଗ୍ର ରାଜ୍ୟରେ ତାତିର ପ୍ରଭାବ ଅପେକ୍ଷାକୃତ ଭାବେ କମ ରହିଛି ଓ ରାଜ୍ୟବାସୀ ତାତିରୁ ସାମୟିକ ଭାବେ ଆଶ୍ୱସ୍ତି ଲାଭ କରିଛନ୍ତି। ଉପକୂଳବର୍ତ୍ତୀ…

କରୋନାରେ ଆକ୍ରାନ୍ତ ହେଉଛନ୍ତି ଡାକ୍ତର । ଦିଲ୍ଲୀରେ ୭୨ଜଣ ଡାକ୍ତର କରୋନା ପଜିଟିଭ । ଭୁବନେଶ୍ୱର କ୍ୟାପିଟାଲ…

କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭିତରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ପଜିଟିଭ୍ ହୋଇଥିବା ଖବର ଚିନ୍ତାକୁ ଦ୍ୱିଗୁଣିତ କରିଛି । କାରଣ, ଅଧିକାଂଶ ଡାକ୍ତର କୋଭିଡ୍ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଥିବା ସତ୍ତେ୍ୱ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କେବଳ ଦିଲ୍ଲୀରେ ୭୨ରୁ ଅଧିକ…