Daily Archives

April 27, 2021

ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ । କୋର୍ଟ କହିଲେ, ହାଇକୋର୍ଟରେ…

କନକ ବ୍ୟୁରୋ: ଦେଶରେ କରୋନା ମହାମାରୀ ସମୟରେ ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ହୋଇଛି । କୋର୍ଟ କହିଲେ, ରାଷ୍ଟ୍ରୀୟ ବିପତ୍ତି ସମୟରେ ମୁକ ଦର୍ଶକ ବନି ରହିପାରିବେନି ସୁପ୍ରିମକୋର୍ଟ । ମଙ୍ଗଳବାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି,…

କରୋନା ବିରୋଧୀ ଭାରତର ଲଢେଇରେ ମିଳିଲା ଅନ୍ୟ ଦେଶର ସହଯୋଗ । ୧୫ଟି ଦେଶ ବଢାଇଲେ ସହାୟତାର ହାତ ।

କନକ ବ୍ୟୁରୋ: କରୋନା ମୁକାବିଲା କ୍ଷେତ୍ରରେ ଭାରତକୁ ସହଯୋଗର ହାତ ବଢାଇଛି ବ୍ରିଟେନ । ଦେଶରେ ପହଂଚିଛି ବ୍ରିଟେନରୁ ଆସିଥିବା ପ୍ରଥମ ବ୍ୟାଚ୍ ଅକ୍ସିଜେନ କନସେନଟ୍ରେଟର ଓ ଚିକିତ୍ସା ଉପକରଣ । ଭାରତର ବୈଦେଶିକ ବ୍ୟାପର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ କରି ଏହି ସୂଚନା ଦେଇଛନ୍ତି ।…

ରାଜଧାନୀ ଦିଲ୍ଲୀର କରୋନା ସ୍ଥିତି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ, ପରିସ୍ଥିତି ନିୟନ୍ତ୍ରଣ କରିବାରେ ଯଦି…

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଯଦି କେଜ୍ରିୱାଲ ସରକାର ଦିଲ୍ଲୀ କୋଭିଡ ମହାମାରୀ ପରିଚାଳନାରେ ବିଫଳ ତାହେଲେ କୋର୍ଟ କେନ୍ଦ୍ର ସରକାରଙ୍କୁ ଏହାର ଦାୟିତ୍ୱ ନେବା ପାଇଁ କହିବେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଉଚ୍ଚ…

କରୋନା ମୁକାବିଲା ପାଇଁ ନିୟନ୍ତ୍ରଣରେ ରଖନ୍ତୁ ଡାଇବେଟିସ୍ । ବିଶିଷ୍ଟ ଡାକ୍ତର ତଥା ଗବେଷଣ ଫହିମ୍ ୟୁନୁସ୍ କହିଲେ,…

କନକ ବ୍ୟୁରୋ: କରୋନା ଭୂତାଣୁର ଭୟାବହତା ଭିତରେ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ । ଆଉ ଏହାରି ଭିତରେ ଆମେରିକାର ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଡାକ୍ତର ତଥା ଗବେଷକ ଫହିମ୍ ୟୁନୁସ୍ କରୋନକୁ ନେଇ ଯେଉଁ ସୂଚନା ଦେଇଛନ୍ତି ତାହା ସମସ୍ତଙ୍କ ପାଇଁ ବେଶ ଗୁରୁତ୍ୱ ରଖୁଛି । ସେ…

ରାଜଧାନୀରେ ଅକ୍ସିମିଟରର ଅଭାବ । ଦୋକାନୀ କହିଲେ, ୨-୩ ଟି ବଦଳରେ ବିକ୍ରିହେଉଛି ୨ ଶହ ଅକ୍ସିମିଟର । ସେପଟେ ରେମଡେଜିଭିର…

କନକ ବ୍ୟୁରୋ: ହଠାତ ବଜାରରେ ବଢିଯାଇଛି ଅକ୍ସିମିଟରର ଚାହିଦା । କରୋନା କାଳରେ ଏହାକୁ କିଣିବାକୁ ଲୋକେ ଅଧିକ ଆଗ୍ରହ ପ୍ରକାଶ କରିଥିଲେ ବି ବଜାରରେ କିନ୍ତୁ ଷ୍ଟକ ନାହିଁ । ଜଣେ ଦୋକାନୀ କହିଛନ୍ତି, ପୂର୍ବରୁ ଦିନକୁ କାଁ ଭାଁ ୨-୩ଟି ଅକ୍ସିମିଟର ବ୍ରିକି ହେଉଥିଲା ଏବେ ଦିନକୁ ଶହେରୁ ୨ ଶହ ଲୋକେ…

ବ୍ରହ୍ମପୁର ବଡ଼ ମେଡ଼ିକାଲରେ କରୁଣ ଦୃଶ୍ୟ । ଆଇସୋଲେସନ ୱାର୍ଡ ଆଗରେ ବାରଣ୍ଡାରେ ଶୋଇ ଅକ୍ସିଜେନ ନେଉଛନ୍ତି ରୋଗୀ ।

କନକ ବ୍ୟୁରୋ: ବ୍ରହ୍ମପୁର ବଡ ମେଡିକାଲରେ ଆଇସୋଲେସନ ୱାର୍ଡରେ ଅସହାୟ ଅବସ୍ଥାରେ ବାରଣ୍ଡାରେ ପଡ଼ିଛନ୍ତି ରୋଗୀ । ଗୁରୁତର ବୋଲି ଅକ୍ସିଜେନ ବି ଦିଆଯାଉଛି, ତେଣୁ ଜୀବନ ବିକଳରେ ମେଡିକାଲ ବାରଣ୍ଡାରେ ପଡିଛି । ଅକ୍ସିଜେନ୍ ସିଲିଣ୍ଡର ସହ ମେଡ଼ିକାଲ ବାରଣ୍ଡାରେ ପଡ଼ିଥିବା ଏହି ଦୃଶ୍ୟ ବୟାନ କରୁଛି…