Daily Archives

April 2, 2021

ଥମୁନି ଶିମିଳିପାଳ ନିଆଁ । ପୁଣି ୫୨ଟି ଫାୟାର୍ ପଏଣ୍ଟ୍ ଚିହ୍ନଟ । ବନ ବିଭାଗର ପାରିବା ପଣିଆକୁ ନେଇ ଉଠିଲା…

କନକ ବ୍ୟୁରୋ : ଶିମିଳିପାଳ ନିଆଁ ଥମିବାର ନାମ ନେଉନାହିଁ। ଏବେ ମଧ୍ୟ ଅଭୟାରଣ୍ୟ ଜଳୁଛି । ନୂଆ ନୂଆ ସ୍ଥାନକୁ ଏହି ନିଆଁ ବ୍ୟାପୁଛି। ଶିମିଳିପାଳ ସାଉଥ ଅଧୀନରେ ଥିବା ଉପର ବାରହାକାମୁଡ଼ା ୱାଇଲଡ୍ ଲାଇଫର ଚମ୍ପାଗଡ଼, ଡୁକୁରା ୱାଇଲଡ୍ ଲାଇଫ ଅଧୀନ ମାନିକପୁର, ଫୁଲବାଡ଼ିଆ ଅଞ୍ଚଳରେ ୧୦ଟି ସ୍ଥାନ,…

ଉତ୍ତରାଖଣ୍ଡରୁ ଆସିଲା ପ୍ରେରଣାଦାୟୀ କାହାଣୀ । ପାହାଡ଼ ଝରଣା ରାସ୍ତାରେ ୮ କିଲୋମିଟର ଚାଲି ଟିକା ନେବାକୁ ପହଂଚିଲେ ୮୦…

କନକ ବ୍ୟୁରୋ: ଭ୍ୟାକସିନ ହେଜିଟେନ୍ସି ଅର୍ଥାତ ଟିକା ନେବା ପାଇଁ ଅନାଗ୍ରହ । ଦେଶରେ କରୋନା ଟିକାକରଣ ଆରମ୍ଭ ହେବା ଦିନରୁ ଏହି ପ୍ରସଙ୍ଗଟି ବେଶ ଚର୍ଚ୍ଚାର ବିଷୟ ହୋଇ ରହିଛି । ଲୋକଙ୍କ ଭିତରେ ଟିକା ନେବାକୁ ଅନାଗ୍ରହ କାରଣରୁ ଦେଶରେ ୬ପ୍ରତିଶତରୁ ଅଧିକ ଟିକା ନଷ୍ଟ ହେଉଥିବା କଥା କହିଥିଲେ…

ଭୋଟ ସରିବା ପରେ ନନ୍ଦିଗ୍ରାମର ଫଳାଫଳ ଉପରେ ସାରା ଦେଶର ନଜର । ମେ’ ୨ ତାରିଖରେ ହେବ ସ୍ପଷ୍ଟ- ଜଣେ ବନିବ ହିରୋ, ଆଉ ଜଣେ…

କନକ ବ୍ୟୁରୋ: ୨୦୨୧ର ସବୁଠୁ ବଡ ରାଜନୈତିକ ଲଢେଇ କୁହାଯାଉଥିବା ନନ୍ଦିଗ୍ରାମରେ ଇଭିଏମରେ ସିଲ୍ ହୋଇଛି ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଭାଗ୍ୟ । ପଶ୍ଚିମବଙ୍ଗର ଏହି ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ତେବେ ବାତାବରଣ ଏତେ…

ଆସନ୍ତାକାଲି ଠାରୁ ପୁଣେରେ ୧୨ ଘଂଟିଆ ନାଇଟ କର୍ଫ୍ୟୁ । ସଂଧ୍ୟା ୬ରୁ ସକାଳ ୬ଟା ଯାଏଁ ଲାଗୁ ରହିବ କଟକଣା ।

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବଢୁଥିବା ସଂକ୍ରମଣ ଚିନ୍ତା ବଢାଇଥିବା ବେଳେ ପୁଣେରେ ୧୨ ଘଂଟିଆ କର୍ଫ୍ୟୁ ଘୋଷଣା କରାଯାଇଛି । ଏପ୍ରିଲ ୩ ତାରିଖ ଅର୍ଥାତ ଶନିବାର ଦିନଠାରୁ ଏହି କଟକଣା ବଳବତ୍ତର ହେବ । ସଂଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ଲାଗୁ ରହିବ କର୍ଫ୍ରୁ । ଏହି ୧୨ ଘଂଟା ମଧ୍ୟରେ ଚଳପ୍ରଚଳ…

ମାର୍କେଟ ବିଲ୍ଡିଂ ଅଂଚଳରେ ଥିବା ବିଶାଲ୍ ମେଗାମାର୍ଟ ସିଲ୍ । କୋଭିଡ୍ ନିୟମ ଉଲ୍ଲଙ୍ଘନ ହେତୁ ସିଲ୍ କଲା ବିଏମସି । 

କନକ ବ୍ୟୁରୋ: ଭୁବନେଶ୍ୱରରେ ସଂକ୍ରମଣ ବଢୁଥିବା ବେଳେ ଏବେ ତତ୍ପର ହୋଇଉଠିଛି ବିଏମସି । ବିଏମସର ଏନଫୋର୍ସମେଂଟ୍ ସ୍କ୍ୱାର୍ଡ ଆଜି ମାର୍କେଟ ବିଲ୍ଡିଂରେ ଜୋରଦାର ଚେକିଂ କରିବା ସହିତ ବିଭିନ୍ନ ମଲ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଥିବା ହେତୁ ମାର୍କେଟ…

ଟିକାକରଣରେ ରାଜ୍ୟରେ ରେକର୍ଡ । ଗୋଟିଏ ଦିନରେ ଦିଆଗଲା ଅଢେଇ ଲକ୍ଷରୁ ଅଧିକ ଡୋଜ୍ ।

କନକ ବ୍ୟୁରୋ: ଆଜି ରାଜ୍ୟରେ ଟିକାକରଣରେ ପୁଣି ରେକର୍ଡ ହୋଇଛି । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୨ ଲକ୍ଷ ୫୨ ହଜାର ୮୦ ଜଣଙ୍କୁ ଟିକାକରଣ କରାଯାଇଛି । ୪୫ ବର୍ଷରୁ ୬୯ ମଧ୍ୟରେ ୧ ଲକ୍ଷ ୬୯ ହଜାର ପ୍ରଥମ ଡୋଜ ନେଇଛନ୍ତି । ଏହି ବର୍ଗରେ ଦ୍ୱିତୀୟ ଡୋଜ ନେଇଛନ୍ତି ୭୨୫ଜଣ । ସେହିଭଳି ୬୦ ବର୍ଷରୁ…