Daily Archives

April 12, 2021

ସଞ୍ଜୁ ସାମସନଙ୍କ ଧୂଆଁଧାର ବ୍ୟାଟିଂ । ଚଳିତ ଆଇପିଏଲରେ ହାସଲ କଲେ ପ୍ରଥମ ସେଞ୍ଚୁରୀ 

କନକ ବ୍ୟୁରୋ: ଚଳିତ ଆଇପିଏଲରେ ପ୍ରଥମ ଶତକ ହାସଲ କରିଛନ୍ତି ରାଜସ୍ଥାନ ରୟାଲ୍ସର କ୍ୟାପଟେନ ସଞ୍ଜୁ ସାମସନ । ଏହି ମ୍ୟାଚରେ ସାମସନଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ନିଜ ଦଳକୁ ବିଜୟୀ କରାଇବା ପାଇଁ ବଡ ବଡ ସଟ ଖେଳୁଛନ୍ତି ସାମସନ । ତେବେ ଆଜି ପଞ୍ଜାବ ମଧ୍ୟ ବିଶାଳ ସ୍କୋର କରିଥିଲା…

ଶ୍ମଶାନରୁ ଆସିଲା ପୁଅର ଦୁଃଖ । ୪୦ ଘଣ୍ଟା ଧରି ଛିଡା ହୋଇଛନ୍ତି ପୁଅ କିନ୍ତୁ ହୋଇପାରୁନାହିଁ ବାପାଙ୍କ ଅନ୍ତିମ ସଂସ୍କାର…

କନକ ବ୍ୟୁରୋ : ଦିଲ୍ଲୀ-ମୁମ୍ବାଇ ଭଳି ବଡ଼ ସହର ପରେ ଏବେ ଦେଶର ଅନେକ ସ୍ଥାନରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଝାଡ଼ଖଣ୍ଡରେ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। କରୋନା ସଂକ୍ରମଣ ସଂଖ୍ୟ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ…

ପୁଣି ଚୀନ୍ ରଚିଲାଣି ଚକ୍ରବ୍ୟୁହ । ଏଲଏସିରେ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ମୁତୟନ କରିଛି ଚୀନ୍, ଭାରତର ବଢିଲାଣି…

କନକ ବ୍ୟୁରୋ :  ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ କଥାବାର୍ତ୍ତା ଚାଲିଥିବା ସତ୍ତେ୍ୱ  ଚୀନ ସୀମାରେ ନିଜର ଶକ୍ତି ବଢାଇଚାଲିଛି । ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଥିବାରୁ ଚୀନ ପୁଣି ଉତ୍ତେଜନା ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି । ଏହାକୁ ନେଇ ଭାରତୀୟ ସେନାର ଚିନ୍ତା ବଢିଯାଇଛି ।…

ରାହୁଲ-ହୁଡ୍ଡାଙ୍କ ହିଟ୍ ସୋ’: ୱାଙ୍ଖଡେ ଷ୍ଟାଡିୟମରେ ଛକା ଚୌକା ବର୍ଷା । ରାଜସ୍ଥାନକୁ ୨୨୨ ରନ ବିଶାଳ ଟାର୍ଗେଟ ଦେଲା…

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ୱାଙ୍ଖଡେ ଷ୍ଟାଡିୟମରେ ଛକା ଚୌକାର ବର୍ଷା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ପଞ୍ଜାବ କ୍ୟାପଟେନ କେଏଲ ରାହୁଲ ଓ ଦିପକ ହୁଡ୍ଡାଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ପଞ୍ଜାବ ୨୦ ଓଭରରେ ୬ ୱିକେଟ ହରାଇ ୨୨୧ ରନର କରିଥିଲା । ଫଳରେ ଏବେ ପଞ୍ଜାବ…

ପୁଣି ସରକାରଙ୍କୁ ଘାରିଲାଣି କରୋନା ଚିନ୍ତା । ରାଜ୍ୟରେ କୋଭିଡ ହସ୍ପିଟାଲ ଚାଲୁ କରିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ପୁଣି ସରକାରଙ୍କୁ ଘାରିଲାଣି କରୋନା ଚିନ୍ତା । କୋଭିଡ ହସ୍ପିଟାଲକୁ ପୁଣି ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଓ ଘରୋଇ କୋଭିଡ ହସ୍ପିଟାଲ ଚାଲୁ କରିବାକୁ ନିର୍ଦ୍ଦେଶ । ପ୍ରଥମ ଲହରରେ ଚାଲୁଥିବା ହସ୍ପିଟାଲକୁ ସକ୍ରିୟା ରଖିବାକୁ ନିର୍ଦ୍ଦେଶ । ଆବଶ୍ୟକସ୍ଥଳେ ୫୦…

ଟିକା ପାଇଁ ଚିଠି । ରାଜ୍ୟକୁ ପୁଣିଥରେ ଟିକା ଯୋଗାଇଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ…

କନକ ବ୍ୟୁରୋ : ପୁଣି ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ  ଚିଠିରେ ଲେଖିଛନ୍ତି ଯେ ଓଡ଼ିଶାକୁ ସ୍ୱଳ୍ପ ଓ ଅନିୟମିତ ଭାବେ କୋଭିଡ୍-୧୯ ଟିକା ଯୋଗାଣ ହେତୁ ରାଜ୍ୟରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ…