Daily Archives

April 13, 2021

କୋଲକାତାକୁ ମାତ୍ ଦେଲା ମୁମ୍ବାଇ । ବ୍ୟାଟିଂ ବିପର୍ଯ୍ୟୟ ପରେ ହାରିଲା କେକେଆର୍ । ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟର…

କନକ ବ୍ୟୁରୋ: ଏକ ରୋମାଞ୍ଚକର ମ୍ୟାଚରେ ଆଜି କୋଲକାତାକୁ ମାତ୍ ଦେଇଛି ମୁମ୍ବାଇ । ପ୍ରଥମ ଇଂନିସରେ ମୁମ୍ବାଇ ୧୫୨ ରନରେ ଅଲଆଉଟ୍ ହେବା ପରେ କୋଲକାତା ଦ୍ବିତୀୟ ଇଂନିସରେ ବିଜୟ ଲକ୍ଷ୍ୟଠୁ ୧୦ ରନ ପଛରେ ପଡିଯାଇଛି ।  କେକେଆର୍ ପକ୍ଷରୁ ଦୁଇ ଓପନର ନିତିଶ ରାଣା ଓ ଶୁଭମନ ଗିଲ ଚମତ୍କାର ବ୍ୟାଟିଂ…

ପଶ୍ଚିମବଙ୍ଗରେ ଇସିଙ୍କ ନିଷ୍ପତ୍ତିକୁ ଦିଦିଙ୍କ ବିରୋଧ । ଧାରଣା ଦେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଧାରଣା ସ୍ଥଳରେ…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ୍ ଲାଗିବା ପରେ ଏହାର ତୀବ୍ର ବିରୋଧ କରିଛଇ ଟିଏମସି । ଏକ ପ୍ରଚାର ସଭାରେ ମମତାଙ୍କ ସାମ୍ପ୍ରଦାୟିକ ବୟାନକୁ ନେଇ ଇଲେକ୍ସନ କମିସନ, ମମତାଙ୍କ ପ୍ରଚାର ଉପରେ ଲଗାଇଥିଲେ ୨୪ ଘଂଟିଆ କଟକଣା । ଏହାକୁ…

ଦେଶରେ ଚିନ୍ତା ବଢାଇଲାଣି କରୋନା ଭୂତାଣୁ । ଛତିଶଗଡ ରାୟପୁରରେ ରୋଗୀଙ୍କୁ ମିଳୁନି ଡାକ୍ତରଖାନା, ଶବ ରଖିବାକୁ ନାହିଁ…

କନକ ବ୍ୟୁରୋ: ଆଜି ଦେଶରେ ଦୈନିକ ସଂକ୍ରମଣ ଏକ ଲକ୍ଷ ୬୧ ହଜାର ପାର କରିଯାଇଛି । ଏହାରି ଭିତରେ ଛତିଶଗଡରୁ ଆସିଛି ଏକ ଚିନ୍ତାଜନକ ଚିତ୍ର । ବର୍ତମାନ କରୋନା ରୋଗୀଙ୍କ ସଂଖ୍ୟା ଏତେ ହୋଇଯାଇଛି ଯେ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ନାହିଁ ବେଡ୍ । ଆମ୍ବୁଲାନ୍ସରେ ଅପେକ୍ଷା କରିବାକୁ ପଡୁଛି…

କରୋନା କାଳରେ ଦିଲ୍ଲୀରେ ବନ୍ଦ କରାଯାଉ ସିବିଏସଇ ପରୀକ୍ଷା । କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ଦିଲ୍ଲୀରେ ବନ୍ଦ କରାଯାଉ ସିବିଏସଇ ପରୀକ୍ଷା । ବଢୁଥିବା କରୋନା ସ୍ଥିତି ଭିତରେ ଆଜି ସିବିଏସଇ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦେଶରେ କରୋନା ବଢୁଥିବା ସମୟରେ ଦିଲ୍ଲୀରେ ସ୍ଥିତି ଭୟଙ୍କର ରହିଛି…

୧୫୨ ରନରେ ଅଲଆଉଟ୍ ହେଲା ମୁମ୍ବାଇ । କୋଲକାତାକୁ ବିଜୟ ଲକ୍ଷ୍ୟ ୧୫୩ । ଆନ୍ଦ୍ରେ ରସେଲଙ୍କୁ ୫ ୱିକେଟ୍ ସଫଳତା ।

କନକ ବ୍ୟୁରୋ: ଆଜି ଆଇପିଏଲ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ୨୦ ଓଭରରେ ମାତ୍ର ୧୫୨ ରନରେ ଅଲଆଉଟ୍ ହୋଇଯାଇଛି । କୋଲକାତାର ବୋଲିଂ ଆଗରେ ରୋହିତ, ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି କୌଣସି ବଡ ଇଂନିସ…

ମହାରାଷ୍ଟ୍ରରେ ଲାଗିବ ନାହିଁ ଲକଡାଉନ । ଉଦ୍ଧବ ଠାକରେଙ୍କ ଘୋଷଣା ପରେ ରାଜ୍ୟବାସୀ ଆଶ୍ୱସ୍ତ । ସେପଟେ ହସ୍ପିଟାଲରେ ଦେଖା…

କନକ ବ୍ୟୁରୋ: ମହାରାଷ୍ଟ୍ରରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବକ୍ତବ୍ୟ । କହିଲେ, ମହାରାଷ୍ଟ୍ରରେ କରୋନା ଆୟତ୍ତରୁ ବାହାରେ । ମହାରାଷ୍ଟ୍ର ହସ୍ପିଟାଲ ଗୁଡିକରେ ଅକ୍ସିଜେନର ଆବଶ୍ୟକତା ରହିଛି । ଅଧିକ ଅକ୍ସିଜେନ ଯୋଗାଇ ଦେବାକୁ କେନ୍ଦ୍ରକୁ ଦାବି କଲେ ଉଦ୍ଧବ ଠାକରେ ।…