Daily Archives

April 7, 2021

କରୋନା ମୁକାବିଲା ପାଇଁ ସରକାରଙ୍କ ଜୋରଦାର ହେଲା ପ୍ରସ୍ତୁତି । କୋଭିଡ୍ କେୟାର ସେଂଟରରେ ଆନୁସଙ୍ଗିକ ସୁବିଧା ସହ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସରକାରଙ୍କ ଜୋରଦାର ହେଲା ପ୍ରସ୍ତୁତି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ଥିତି ଉପରେ କଡା ନଜର ରଖିଛନ୍ତି ସରକାର । ଆଜି ସମସ୍ତ ଜିଲ୍ଲାପାଳ, ମ୍ୟୁନସିପାଲ କମିଶନର, ସିଡିଏମଓଙ୍କୁ କୋଭିଡ୍ କେୟାର ସେଂଟରକୁ ପ୍ରସ୍ତୁତ ରଖିବାକୁ…

ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଆଲୋଚନା ।…

କନକ ବ୍ୟୁରୋ: ଭାରତ ଗସ୍ତରେ ଆସିଥିବା ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଜନ୍ କେରି ବୁଧବାର ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । ଭାରତର ଉର୍ଜା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଷୟରେ ସେ ଆଲୋଚନା କରିଛନ୍ତି । ଏହି ବୈଠକରେ ଭାରତର…

ରେମୁଣା ଥାନା ଭିତରେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ । ଥାନାରେ ପଶି ଯୁବକଙ୍କୁ ପିଟିଲେ, ବୃଦ୍ଧ ବାପାଙ୍କୁ ହାଣିଲେ ।

କନକ ବ୍ୟୁରୋ: ଥାନା ଭିତରେ ଅଭିଯୋଗକାରୀଙ୍କୁ ଆକ୍ରମଣ, ଏଭଳି କିଛି ଖବର ଆସିଛିି ରେମୁଣା ଥାନାରୁ । ମନ୍ଦାରପୁର ଓ ନିଆବାଗ ଗାଁର ଗୋଷ୍ଠୀ ସଂଘର୍ଷର ବିସ୍ଫୋରକ ରୂପ ରେମୁଣା ଥାନାରେ ଦେଖିବାକୁ ମିଳିଛି । ଗୋଷ୍ଠୀ ସଂଘର୍ଷ ପରେ ଘର ଭଙ୍ଗାରୁଜାକୁ ନେଇ ଏତଲା ଦେବା ପାଇଁ ଥାନାକୁ ଯାଇଥିଲେ…

ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବେ ହେଭିୱେଟ । ବିଜେଡିର ମଙ୍ଗ ଧରିବେ ନବୀନ,  କରିବେ ଭର୍ଚୁଆଲ ପ୍ରଚାର ।…

କନକ ବ୍ୟୁରୋ: ପିପିଲି ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ରଥୀ ମହାରଥୀ । କାରଣ ଏହି ନିର୍ବାଚନ, ମର୍ଯର୍୍ୟାଦାର ନିର୍ବାଚନ । ଏହା ସରକାର ଗଠନ କିମ୍ବା ସରକାର ଭାଙ୍ଗି ପାରିବ ନାହିଁ, କିନ୍ତୁ ଓଡିଶାର ଜନମତର ଏକ ପ୍ରତିଫଳନ ହେବ ବୋଲି କୁହାଯାଉଛି । ତେଣୁ ନିର୍ବାଚନ ମଇଦାନକୁ ନିଜେ ନବୀନ…

କୋଟିଆ ଗ୍ରାମପୁଞ୍ଜରେ ୧୪୪ ଧାରା ଜାରି । ପ୍ରତି ଗାଁ ଦାୟିତ୍ୱରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ୍ ।‌

କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶର ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ ପୂର୍ବରୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପଟାଙ୍ଗୀ ବ୍ଲକ କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି ହୋଇଛି। ଆଜି ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି। ଆସନ୍ତକାଲି…

ଟିକା ନଥିବାରୁ ପ୍ରଭାବିତ ହେଲା ଟିକାକରଣ । କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତୁରନ୍ତ…

କନକ ବ୍ୟୁରୋ:  କରୋନା ଟିକା ପାଇଁ କେନ୍ଦ୍ର ସରକାରଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ପରେ ଚିଠିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତୁରନ୍ତ କେନ୍ଦ୍ର କୋଭିସିଲଡ ଟିକା ଯୋଗାଇ ଦେବାକୁ ଚିଠିରେ ଦାବି କରିଛନ୍ତି ମନ୍ତ୍ରୀ ନବ ଦାସ । ଏଥିସହ ଚିଠିରେ ଆଗକୁ ଲେଖିଛନ୍ତି, ରାଜ୍ୟରେ ଟିକା ଅଭାବରୁ…