Daily Archives

April 10, 2021

ପିଲାଙ୍କ ଭବିଷ୍ୟତ ଗଢିବେ ହୃଦାନନ୍ଦ । ନିଜ ଗାଁ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ୨୨ ବର୍ଷୀୟ ଯୁବ ଇଂଜିନିୟର ।

କନକ ବ୍ୟୁରୋ: ବୟସ ୨୨ କିନ୍ତୁ ତାଙ୍କ କାମ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଛି । ଯାଜପୁର ଟୋଲକାନୀର ଯୁବ ଇଂଜିନିଅର ହୃଦାନନ୍ଦ ପୃଷ୍ଟି ନିଜ ଗାଁ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ଏହି ସ୍କୁଲରେ ପଢୁଥିବା ସମସ୍ତ ୩୫୧ ଜଣ ପିଲାଙ୍କ ଭବିଷ୍ୟତ ଗଢିବାରେ ବଡଭାଇ ଭାବେ ସେ ଦାୟିତ୍ୱ…

ହିଂସା ଭିତରେ ସରିଲା ପଶ୍ଚିମବଙ୍ଗ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । କୁଚବେହାରରେ ସୁରକ୍ଷାକର୍ମୀଙ୍କ ଗୁଳିଚାଳନା ନେଇ…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ ଘଟିଛି ଅଘଟଣ । କୁଚବେହାରରେ ମତଦାନ ବେଳେ ହିଂସାକାଣ୍ଡରେ ଯାଇଛି ୪ ଜଣଙ୍କ ଜୀବନ । କୁଚ୍ ବେହାରର ସୀତଲକୁଚି ବିଧାନସଭା ଆସନର ଜୋରପଟକିର ୧୨୬ ନଂବର ବୁଥରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪…

କୁଆଡ଼େ ଗଲା କ୍ୱାରେଣ୍ଟିନ୍ ସେଂଟର । ବଢୁଛି ସଂକ୍ରମଣ, ଫେରୁଛନ୍ତି ପ୍ରବାସୀ । ହେଲେ କୋଟି କୋଟି ଟଙ୍କା ବ୍ୟୟରେ…

କନକ ବ୍ୟୁରୋ: ଗତ ବର୍ଷ ପଂଚାୟତ ଠାରୁ ମହାନଗର ନିଗମ ଯାଏଁ ଖୋଲାଯାଇଥିବା ସଂଗରୋଧ କେନ୍ଦ୍ର ବିପର୍ଯ୍ୟସ୍ତ ହୋଇପଡିଛି । ଏପଟେ କରୋନାର ଦ୍ୱିତୀୟ ଲହରରେ ଦ୍ରୁତ ସଂକ୍ରମଣ ଯୋଗୁଁ ଘର ମୁହାଁ ପ୍ରବାସୀ, ହେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଥିବା କ୍ୱାରେଣ୍ଟିନ ସେଂଟରର ଚିହ୍ନବର୍ଣ୍ଣ…

ରାଜ୍ୟରେ ବଢ଼ି ଚାଲିଛି ଦୈନିକ ସଂକ୍ରମଣ । ପଡ଼ୋଶୀ ରାଜ୍ୟର ସଂକ୍ରମଣକୁ ଦେଖି, ସୀମା ସିଲ୍ କଲା ପ୍ରଶାସନ ।

କନକ ବ୍ୟୁରୋ: ରାଜ୍ୟରେ ଉପରମୁହାଁ ହୋଇଚାଲିଛି କରୋନା ସଂକ୍ରମଣ । ଦିନକରେ ୧୩ଶହ ୭୪ ନୂଆ ପଜିଟିଭ୍ ଚିହ୍ନଟ ଓ ୨ ଜଣଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ସର୍ବାଧିକ ୩୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୯୩ଜଣ, ନୂଆପଡ଼ା ଜିଲ୍ଲାରୁ ୧୩୫ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି ।…

ଟିକାର ଦୁଇଟି ଡୋଜ୍ ନେବା ପରେ ବି ଯୁବ ଡାକ୍ତରଙ୍କ ଜୀବନ ନେଇଗଲା କରୋନା । ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଜଣେ ଯୁବ ଡାକ୍ତରଙ୍କର ମୃତ୍ୟୁ ହୋଇଛି । ମୃତ ଡାକ୍ତରଙ୍କ ନାମ ହୃଦାନନ୍ଦ ଭୂୟାଁ । ସେ କୋଭିଡ୍ ଟିକାର ଦୁଇଟି ଡୋଜ୍ ନେଇଥିବା କୁହାଯାଉଛି । ଏହାପରେ ମଧ୍ୟ ତାଙ୍କୁ କରୋନା ସଂକ୍ରମଣ ହେବା ଏବଂ ମୃତ୍ୟୁ ହେବା ସୂଚନା, ଅନେକ…

କରୋନାର ଯେତେ ରୂପ ସେତେ ଲକ୍ଷଣ । କେମିତି ଜାଣିବେ ନୂଆ ଷ୍ଟ୍ରେନର ଲକ୍ଷଣ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଗଲା…

କନକ ବ୍ୟୁରୋ: ଦିନକୁ ଦିନ ସାଂଘାତିକ ସ୍ଥିତି ସୃଷ୍ଟି କରୁଛି କରୋନାର ଦ୍ୱିତୀୟ ଲହର । ହୁ ହୁ ହୋଇ ସଂଖ୍ୟା ବଢୁଛି, ନୂଆ ରୂପ ନେଉଛି, ନୂଆ ଲକ୍ଷଣ ବି ପ୍ରକାଶ ପାଉଛି । ନଜର ପକାନ୍ତୁ, କରୋନାର ନୂଆ ଲକ୍ଷଣ ଊପରେ.. କରୋନା: ନୂଆ ରୂପ, ନୂଆ ଲକ୍ଷଣ ଦେହ ହାତ ଅବଶ ଲାଗିବା ଭୋକ…