Daily Archives

April 22, 2021

ଦେବଦତ୍ତଙ୍କ ଧୂଆଁଧାର ଶତକ । ୧୦ ୱିକେଟରେ ବିଜୟୀ ହେଲା ବାଙ୍ଗାଲୋର । ପଏଣ୍ଟ ଟେବୁଲ ଟପରେ ରୟାଲ ଚାଲେଞ୍ଜର୍ସ ।

କନକ ବ୍ୟୁରୋ: ଦେବଦତ୍ତଙ୍କ ଧୂଆଁଧାର ଇଂନିସରେ ବିଜୟୀ ହେଲା ବାଙ୍ଗାଲୋର । ଆଜି ରାଜସ୍ଥାନ ରୟାଲ୍ସକୁ ୧୦ ୱିକେଟରେ ମାତ୍ ଦେଇଛି ବିରାଟ ବାହିନୀ । ଦଳ ତରଫରୁ ଯୁବ ଓପନର ଦେବଦତ୍ତ ପାଡିକଲ ଶତକ ହାସଲ କରିଥିବାବେଳେ ନିଜେ ଅଧିନାୟକ କୋହଲି ୭୨ ରନ୍ କରି ଅପରାଜିତ ରହିଥିଲେ । ଦେବଦତ୍ତଙ୍କ…

କୋଭିଡ ମହାମାରୀ ଭିତରେ ଏବେ ଦେଶରେ ଅକ୍ସିଜେନକୁ ନେଇ ଅନେକ ପ୍ରଶ୍ନ ଉଠିଛି । କ’ଣ ଦେଶରେ ଅକ୍ସିଜେନର ଅଭାବ ରହିଛି?

କନକ ବ୍ୟୁରୋ: କୋଭିଡ ମହାମାରୀ ବେଳେ ଦେଶରେ ଅମ୍ଲଜାନ ଅଭାବକୁ ନେଇ ସମସ୍ୟା ବଢିବାରେ ଲାଗିଛି । ଏବେ ନଜର ପକାନ୍ତୁ ଦେଶରେ ଅମ୍ଲଜାନ ଉତ୍ପାଦନ, ବ୍ୟବହାର ଓ ଯୋଗାଣକୁ ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ .. ଦେଶରେ କେତେ ଅକ୍ସିଜେନ୍ ଉତ୍ପାଦନ ହେଉଛି? ଅଲ ଇଣ୍ଡିଆ ଇଣ୍ଡଷ୍ଟ୍ରିୟାଲ…

ଭାରତ ସରକାରଙ୍କ କୋଭିଡ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । କରୋନା ମୁକାବିଲାରେ ସରକାରଙ୍କ ବିଫଳତାକୁ…

କନକ ବ୍ୟୁରୋ: ଦେଶରେ କରୋନା ମହାମାରୀକୁ ନେଇ ଉପୁଜିଥିବା ସ୍ଥିତି ଉପରେ ନିଜ ଆଡୁ ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କରୋନା ମହାମାରୀକୁ ନେଇ ଦେଶରେ ଜରୁରୀକାଳିନ ପରିସ୍ଥିତି ଉପୁଜିଥିବା କହିଛନ୍ତି ସୁପ୍ରିମକୋର୍ଟ ଏବଂ ଏନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଗୋଟିଏ…

ଅକ୍ସିଜେନର ଅଭାବ, ଅଣନିଶ୍ୱାସୀ ଭାରତ । ଅମ୍ଳଜାନ ପାଇଁ ଦେଶରେ ହାହାକାର ପରିସ୍ଥିତି ।

କନକ ବ୍ୟୁରୋ: ମହାମାରୀ କରୋନା ଯୋଗୁଁ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ଗୁରୁବାର ଦିନ ବି ୨୫ ହଜାର ପାଖାପାଖି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ଅମ୍ଳଜାନ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏଥିସହ ପ୍ରତ୍ୟକ ଦିନ ୨ଶହରୁ ଅଢ଼େଇ ଶହ କରୋନା…

ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରିଥିଲା ରାକେଶ । ଏସପି କହିଲେ, ନାକ, ପାଟିକୁ ବନ୍ଦ କରି ହତ୍ୟା କରିଥିଲା ପୁରୁଷ…

କନକ ବ୍ୟୁରୋ: ଝରାଫୁଲ ମୃତ୍ୟୁ ମାମଲାରେ ସିସିଟିଭିର ଚିତ୍ରରୁ ଯାହା ସନ୍ଦେହ କରାଯାଉଥିଲା ତାହା ସତ ହେଲା । ଯାଜପୁର ଏସପିଙ୍କ ସୂଚନା ଅନୁସାରେ ଝରାଫୁଲଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଆଉ ପ୍ରେମିକ ରାକେଶ ହିଁ ହତ୍ୟା ପଛର ମୁଖ୍ୟ ଖଳନାୟକ ଥିଲା । ଝରାଫୁଲ ମୃତ୍ୟୁ ଉପରୁ…

ପ୍ରଥମ ଇଂନିସରେ ରାଜସ୍ଥାନର ସ୍କୋର ୧୭୭ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୭୮ । ସିରାଜ ଓ ହର୍ଷଲଙ୍କୁ ୩ଟି ଲେଖାଏଁ ସଫଳତା…

କନକ ବ୍ୟୁରୋ: ଆଜି ବାଙ୍ଗାଲୋର ଓ ରାଜସ୍ଥାନ ଭିତରେ ଖେଳାଯାଉଥିବା ରୋମାଞ୍ଚକର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇଂନିସରେ ୧୭୭ ରନ୍ କରିଛି ରାଜସ୍ଥାନ । ଦଳ ୯ଟି ୱିକେଟ୍ ହରାଇ ୨୦ ଓଭରରେ ୧୭୭ ରନ୍ କରିଛି । ଯାହା ଫଳରେ ବାଙ୍ଗାଲୋରରୁ ବିଜୟୀ ହେବା ପାଇଁ ୧୭୮ ରନର ଟାର୍ଗେଟ ଦେଇଛି…