Daily Archives

April 6, 2021

୯ବର୍ଷ ବାଳକର ଇଚ୍ଛା ପୂରଣ କଲେ ରାହୁଲ ଗାନ୍ଧୀ । ପାଇଲଟ ହେବାକୁ ସ୍ୱପ୍ନ ଦେଖୁଥିବା ଅଦ୍ୱେତକୁ ବିମାନର କକପିଟ ବୁଲାଇଲେ…

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ୯ବର୍ଷ ବାଳକର ଇଚ୍ଛା ପୂରଣ କରିଛନ୍ତି । ପାଇଲଟ ହେବାକୁ ସ୍ୱପ୍ନ ଦେଖୁଥିବା ଏହି ଛୋଟ ପିଲାକୁ ବିମାନର କକପିଟ୍ ଯାଏଁ ନେଇଯାଇଛନ୍ତି ରାହୁଲ । ଏବଂ ପାଇଲଟଙ୍କ ସହ ମିଶି ପିଲାଟିକୁ ବିମାନ ସମ୍ପର୍କରେ ବୁଝାଇଦେଇଛନ୍ତି । ନିକଟରେ ରାହୁଲ ନିଜର…

ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନଭି ରମନ୍ନ । ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି…

କନକ ବ୍ୟୁରୋ: ଭାରତର ପରବର୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନଭି ରମନ୍ନା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁପ୍ରିମକୋର୍ଟର ପରବର୍ତି ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରମନ୍ନାଙ୍କୁ ନିଯୁକ୍ତି ଦେଇଛନ୍ତି । ଏପ୍ରିଲ ୨୩ତାରିଖରେ ଅବସର ଗ୍ରହଣ କରିବାକୁ ଥିବା ପ୍ରଧାନ ବିଚାରପତି ଶରଦ…

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଉଦ୍ଧବ ସରକାର । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ କଲେ ଚ୍ୟାଲେଞ୍ଜ ।

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଛନ୍ତି…

କାଲିଠାରୁ ୧୦ ଦିନିଆ ସ୍ୱତନ୍ତ୍ର ଅଭିଯାନ । କୋଭିଡ ଗାଇଡଲାଇନ ଉପରେ ରହିବ କଡା ନଜର । ମାସ୍କ ଓ ସାମାଜିକ ଦୂରତା ଉପରେ…

କନକ ବ୍ୟୁରୋ: କରୋନା ଭାଇରସ ସଂକ୍ରମଣ ବୃଦ୍ଧି ‌ଦେଖାଯାଇଥିବାରୁ କଟକଣାକୁ ଆହୁରି ଜୋର କରିଦିଆଯାଇଛି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏପ୍ରିଲ ୭ ତାରିଖ ଠାରୁ ପୁଲିସ ରାଜ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବ। ସ୍ବତନ୍ତ୍ର ଅଭିଯାନ ନେଇ ପୁଲିସ ମହାନିର୍ଦ୍ଦେଶକ…

ପଶ୍ଚିମବଙ୍ଗରେ ମୁହାଁମୁହିଁ ମୋଦି ଓ ମମତା । ମମତାଙ୍କୁ ଟାର୍ଗେଟ କରି ମୋଦି କହିଲେ ରାଜ୍ୟରେ ନିର୍ବାଚନ ହାରିସାରିଛି…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ମୁହାଁମୁହିଁ ହୋଇଛନ୍ତି ମୋଦୀ ଓ ମମତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଚ ବିହାରରେ ନିର୍ବାଚନୀ ସଭା କରିଥିବା ବେଳେ ଅଲିପୁରଦୁରଠାରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ…

୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୪୭୫ ଆସନରେ ପଡିଲା ଭୋଟ । ପଶ୍ଚିମବଙ୍ଗରେ ତୃତୀୟ ଓ ଆସାମରେ ଅନ୍ତିମ…

କନକ ବ୍ୟୁରୋ: ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଇଁ ଚାଲିଥିବା ନିର୍ବାଚନରେ ମଙ୍ଗଳବାର ସବୁଠୁ ବଡ ପର୍ଯ୍ୟାୟ ଭୋଟ ପଡିଛି । ମୋଟ୍ ୪୭୫ ଆସନ ପାଇଁ ପଡିଛି ଭୋଟ୍ । ପଶ୍ଚିମବଙ୍ଗ ଓ ଆସାମରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପଡୁଥିବା ବେଳେ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଗୋଟିଏ…