Daily Archives

April 18, 2021

କୁମ୍ଭମେଳାରୁ ଓଡିଶା ଫେରିଛନ୍ତି ୧୫୬ ଜଣ ବ୍ୟକ୍ତି । ସଙ୍ଗରୋଧରେ ରହିବାକୁ ସରକାରଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: କୁମ୍ଭମେଳାରୁ ଓଡିଶା ଫେରିଛନ୍ତି ୧୫୬ ଜଣ ବ୍ୟକ୍ତି । କୁମ୍ଭ ମେଳାରେ ସଂକ୍ରମଣ ବଢିବା ପରେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆସ୍ଥାର ମହାକୁମ୍ଭକୁ ସମୟ ପୂର୍ବରୁ ସମାପନ କରାଯାଇଛି । ଏପର ସମୟରେ କୁମ୍ଭମେଳାରେ ସାମିଲ ହୋଇ ଓଡିଶା ଫେରିଛନ୍ତି ୧୫୬ ଜଣ ଶ୍ରଦ୍ଧାଳୁ । ତେଣୁ…

ମହାରାଷ୍ଟ୍ରରେ ଉପରମୁହାଁ କରୋନା ମିଟର । ୨୪ ଘଂଟାରେ ୬୮ ହଜାରରୁ ଅଧିକ ନୂଆ ମାମଲା । ସେପଟେ ବିହାରରେ ଲାଗୁ ହେଲା…

କନକ ବ୍ୟୁରୋ: ବିହାରରେ ସଂକ୍ରମଣ ବଢୁଥିବା ଦେଖି ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି । ରାତି ୯ଟାରୁ ସକାଳ ୫ଟା ଯାଏଁ କଟକଣା ବଳବତ୍ତର ରହିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନୂଆ ଗାଇଡଲାଇନ ଅନୁସାରେ ମେ ୧୫…

ଉଚ୍ଚଶିକ୍ଷିତ ଯୁବକଙ୍କ ନିଆରା ପ୍ରୟାସ । ସ୍ୱାବଲମ୍ବୀ ହେବାକୁ ଚାକିରି ଛାଡି ଚାଷ ଓ ବ୍ୟବସାୟରେ ବଳାଇଲେ ମନ ।

କନକ ବ୍ୟୁରୋ: କରୋନା ଛଡେଇ ନେଇଛି ହଜାର ହଜାର ଯୁବକ ଯୁବତୀଙ୍କ ଚାକିରି ଓ ବନେଇ ଦେଇଛି ସେମାନଙ୍କୁ ବେକାର । ଏଭଳି ସ୍ଥିତିରେ ଜଣେ ଆଦିବାସୀ ଯୁବକ ଉଚ୍ଚ ଶିକ୍ଷିତ ହୋଇଥିଲେ ସୁଦ୍ଧା କୌଣସି ଚାକିରି ପଛରେ ନଗୋଡ଼ାଇ ପେପର କପ ତିଆରି କରି ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟକୁ ରୋଜଗାର ଦେଇ…

ଧର୍ମଗଡରେ ଆଧୁନିକ ପ୍ରଣାଳୀରେ ଟମାଟୋ ଚାଷ ପାଲଟିଛି ଆକର୍ଷଣର କେନ୍ଦ୍ର । ୧୫ ପରିବାରକୁ ରୋଜଗାର ଦେଇ ଚର୍ଚ୍ଚାରେ…

କନକ ବ୍ୟୁରୋ: ଆଜିର ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ଚାଷ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରୁନଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବ ଚାଷୀ ଟମାଟୋ ଚାଷ କରି ନିଜେ ସ୍ୱାବଳମ୍ବୀ ହେବା ସହିତ ଅଞ୍ଚଳର ୧୫ରୁ ଉର୍ଦ୍ଧ ଲୋକଙ୍କୁ ନିଜ ଟମାଟୋ ବଗିଟାରେ କାମ ଯୋଗାଇ ଦେଇ…

ଚାକିରି ନୁହେଁ ବ୍ୟବସାୟ ଦେଲା ଭିନ୍ନ ପରିଚୟ । ଚାକିରି ଛାଡି ମସଲା କମ୍ପାନୀ ଆରମ୍ଭ କଲେ କେନ୍ଦ୍ରାପଡାର ପ୍ରଦୀପ…

କନକ ବ୍ୟୁରୋ: କିଛି କରି ଦେଖାଇବାର ନିଶା ଆଣି ଦେଇଛି ସଫଳତା । ବାହାର ରାଜ୍ୟରେ ଏକ ଘରୋଇ କମ୍ପାନୀରେ ଚାକିରି କରି ଭଲ ଦୁଇପଇସା ରୋଜଗାର କରୁଥିବା ଜଣେ ଯୁବକ ଚାକିରି ଛାଡି ଆରମ୍ଭ କରିଛନ୍ତି ଏକ ମସଲା କମ୍ପାନି । ନିଜ କମ୍ପାନିରେ ସ୍ଥାନୀୟ ଅଂଚଳୟ ପ୍ରାୟ ୨୦ ଜଣ ଯୁବକଙ୍କୁ ନିଯୁକ୍ତି ଦେବା…

ହଳଦୀ ଦେଇଛି ରୋଜଗାର । ରାସ୍ତା କଡରେ ହଳଦୀ ପେଶି କୁଚିଣ୍ଡାର ମନୋଜ ମାସକୁ ଉପାର୍ଜନ କରୁଛନ୍ତି ଲକ୍ଷାଧିକ ଟଙ୍କା ।

କନକ ବ୍ୟୁରୋ: ହଳଦୀ ଦେଇଛି ରୋଜଗାର , ଆଉ କରିଛି ସ୍ୱାବଲମ୍ବୀ । ନିଜେ ହଳଦୀ ଚାଷ କରି ତାକୁ ଗୁଣ୍ଡ କରି ଲୋକଙ୍କ ଚାହିଦା ପୂରଣ କରିବା ସହ ବର୍ଷକୁ ରୋଜଗାର କରୁଛନ୍ତି ତିନିରୁ ଚାରି ଲକ୍ଷ ଟଙ୍କା । ଆମେ କହୁଛୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ସାହାଜବାହାଲ ଗାଁର ମନୋଜ ପଟେଲଙ୍କ କଥା ।…