Daily Archives

December 16, 2020

ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଫେସବୁକରେ ଲାଇଭ କରି ନିଦ ବଟିକା ଖାଇଲେ…

କନକ ବ୍ୟୁରୋ : ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଠି ନଥିବାବେଳେ ଆଜି ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାଙ୍କ ପତ୍ନୀ ବିଦ୍ୟାଶ୍ରୀ । ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବାରୁ ଏଭଳି ଚରମ ନିଷ୍ପତି ନେଇଛନ୍ତି ବୋଲି ସେ  ଲାଇଭ ଭିଡିଓରେ କହିଛନ୍ତି ।…

ଧାନ ବିକିବାକୁ କୁଚିଣ୍ଡା ମଣ୍ଡିରେ ରାତି ଅନିଦ୍ରା କୃଷକ । ପ୍ରଶାସନନର ଉଦାସିନତା ଯୋଗୁଁ ମଣ୍ଡିରୁ ଉଠୁନି ଧାନ । ଖୋଲା…

କନକ ବ୍ୟୁରୋ : ଟୋକନ ପାଇଲେ ଆଉ ମଣ୍ଡିକୁ ଧାନ ବି ଆଣିଲେ । ହେଲେ ଧାନ ବିକ୍ରି  ହୋଇନପାରି  ବିଭିନ୍ନ ମଣ୍ଡିରେ ପଡିରହିଥିବା ବେଳେ ଏବେ ବିଭିନ୍ନ ସମସ୍ୟା ଓ ଚିନ୍ତାରେ ଜୁଝି ହେଉଛନ୍ତି କୁଚିଣ୍ଡା ଉପଖଣ୍ଡର ଶହ ଶହ ଚାଷୀ । ଧାନ ନେବାକୁ ଆସୁନାହାଁନ୍ତି ମିଲର । ପ୍ରଥମରୁ କଟନି ଛଟନି ବିବାଦ…

‘ପରୀ’ ଗାଁରେ ପରୀର ପିଶାଚ ! ହତ୍ୟା ପୂର୍ବରୁ ହୋଇଥିଲା ଦୁଷ୍କର୍ମ । ପରୀର ପିନ୍ଧା ପୋଷାକରେ ଅଭିଯୁକ୍ତର ସିମେନ୍ ।

କନକ ବ୍ୟୁରୋ: ନୟାଗଡ ପରୀ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ହାଇକୋର୍ଟରେ ଏସଆଇଟି ତଦନ୍ତ ରିପୋର୍ଟରୁ ଖୁଲାସା । ୫ ବର୍ଷର ଶିଶୁକନ୍ୟା ପରୀ ମୃତ୍ୟୁ ପ୍ରସଙ୍ଗ, ସାରା ରାଜ୍ୟକୁ ଦୋହଲାଇ ଦେଇଥିବାବେଳେ ଏବେ ଏହି ମାମଲାରେ ଆସିଛି ନୂଆ ମୋଡ । ହାଇକୋର୍ଟରେ ପରୀ ମୃତ୍ୟୁ ତଦନ୍ତରେ ହୋଇଥିବା ଅଗ୍ରଗତି…

ଭିତରକନିକାରେ ଇକୋ-ରିଟ୍ରିଟର ମଜା ନେଉଛନ୍ତି ପର୍ଯ୍ୟଟକ । ମନମୋହୁଛି ତ୍ରିକୋଣା ଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ

କନକ ବ୍ୟୁରୋ : ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣା ଭୂମିରେ ଗଢି ଉଠିଥିବା ଭିତରକନିକାର ପ୍ରାକୃତିକ ପରିବେଶ ବାସ୍ତବିକ ମନମୁଗ୍ଧକର । ଭିତରକନିକାର ବଉଳା କୁମ୍ଭୀର, ରଂଗବେରଂଗର ପକ୍ଷୀ, ହେନ୍ତାଳ ଇଚ୍ଚ ସାରା ବିଶ୍ୱର ପ୍ରକୃତିପ୍ରେମୀ ପ୍ରଥମ ପସନ୍ଦ । ଚଳିତ ବର୍ଷ ପ୍ରଥମଥର ରାଜ୍ୟ…

ପାହାଡ ଚଢିଲେ ଡାକ୍ତର । ୪ ଘଣ୍ଟା କାଳ ପାଦରେ ଚାଲି ଚାଲି ଆଦିବାସୀଙ୍କ ପାଖରେ ପହଂଚିଲେ ଡାକ୍ତରୀ ଦଳ । ସ୍ୱାସ୍ଥ୍ୟ…

କନକ ବ୍ୟୁରୋ : ପାହାଡ ଚଢିଲେ ଡାକ୍ତର । ୪ ଘଂଟା କାଳ ପାଦରେ ଚାଲି ଚାଲି ଆଦିବାସୀଙ୍କ ପାଖରେ ପହଂଚିଲେ ଡାକ୍ତରୀ ଦଳ । ମାଓଗଡ ଭାବେ ପରିଚିତ ଗାଁରେ ପହଂଚିଲେ, ଆଉ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବାଂଟିଲେ ମାଥିଲି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ପାହାଡ ଚଢିଥିବା…

ନିର୍ବାଚନ ପୂର୍ବରୁ ମମତାଙ୍କ ସହ ମମତା ତୁଟାଇଲେ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ମନ୍ତ୍ରୀ ପଦ ପରେ ଆଜି ବିଧାୟକ…

କନକ ବ୍ୟୁରୋ : ମମତାଙ୍କ ଠାରୁ ମମତା ତୁଟାଇ ଦେଇଛନ୍ତି ତୃଣମୂଳ କଂଗ୍ରେସର ହେଭିୱେଟ୍ ନେତା ତଥା ମମତାଙ୍କ ସରକାରରେ ଥିବା ପରବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । କିଛିଦିନ ପୂର୍ବରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଆଜି (ବୁଧବାର) ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ…