Daily Archives

December 26, 2020

ସେନାକୁ ମିଳିଲା ସଫଳତା । ଜମ୍ମୁକାଶ୍ମୀରରେ ଏନକାଂଟରରେ ନିପାତ ହେଲେ ୨ ଆତଙ୍କୀ । ଅନ୍ୟ ୨ ଜଣଙ୍କୁ ଗିରଫ କଲେ…

କନକ ବ୍ୟୁରୋ : ସେନାକୁ ମିଳିଲା ସଫଳତା । ଏନକାଂଟରରେ ନିପାତ ହେଲେ ୨ ଆତଙ୍କବାଦୀ । ଜମ୍ମୁକାଶ୍ମୀରର ସୋପିଆନରେ ଏହି ଏନକାଉଂଟର ଘଟିଛି । ଏହି କାର୍ଯ୍ୟାନୁଷ୍ଠାନ ବେଳେ ୨ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୨ ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବାର ଖବର ମିଳିଛି । କନିଗାମ ଅଂଚଳରେ…

ଟିଆରପି ଦୁର୍ନୀତି ମାମଲାରେ ପର୍ଦ୍ଦାଫାଶ । ହେରଫେର କରାଯାଇ ଟାଇମସ୍ ନାଓକୁ ପଛରେ ରଖି ରିପବ୍ଲିକ ଟିଭିକୁ କରାଯାଉଥିଲା…

କନକ ବ୍ୟୁରୋ : ଟିଆରପି ଦୁର୍ନୀତି ମାମଲାରେ ବଡ଼ ତଥ୍ୟ ପଦାକୁ ଆସିଛି । ରିପବ୍ଲିକ ଟିଭିକୁ ଏକ ନମ୍ବର ଦେଖାଇବାକୁ ଟିଆରପିରେ ହେରଫେର କରାଯାଇଥିଲା । ଟିଆରପି ଏପଟସେପଟ କରି ଟାଇମ୍ସ ନାଓକୁ ୨ ନମ୍ବର ଦେଖାଯାଇଥିଲା । ସେହିପରି ସିଏନଏନ ନ୍ୟୁଜ୍ ଏଇଟିନକୁ ୨ ନମ୍ବର ସ୍ଥାନରୁ ଜାଣିଶୁଣି ତୃତୀୟ…

୨୯ରେ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ଆନ୍ଦୋଳନକାରୀ ଚାଷୀ । ସର୍ତ ମାନିଲେ ଯାଇ ହେବ ଆଲୋଚନା ।…

କନକ ବ୍ୟୁରୋ : ଆସନ୍ତା ୨୯ ତାରିଖରେ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଆନ୍ଦୋଳନକାରୀ ଚାଷୀ । ସେମାନେ ଏଥିପାଇର୍ କିଛି ସର୍ତ ରଖିଛନ୍ତି । ସରକାର ଏହି ସର୍ତ ମାନିଲେ ହିଁ ଆଲୋଚନା ହେବ ବୋଲି ଚାଷୀ ମାନେ ସ୍ପଷ୍ଟ କରିଛନ୍ତି । ୨୯ ତାରିଖ ଦିନ ୧୧ଟାରେ ଆଲୋଚନା ପାଇଁ ଏହି…

ବ୍ରହ୍ମପୁରର ତମ୍ବିନାଥ ପୁରୀର ବାବା ବୈଷ୍ଣବ । ଛାତ୍ରନେତାରୁ ଅପରାଧ ଓ ଜେଲର କାଳ କୋଠରୀରେ କାଟିଛନ୍ତି ଦିନ । ମୋହ,…

କନକ ବ୍ୟୁରୋ : ୯ ମାସ ପରେ ଗତ ୨୩ ତାରିଖରେ ଯେତେବେଳେ ଶ୍ରୀମନ୍ଦିର ଖୋଲିଥିଲା, ସେଦିନ ପୋଲିସକୁ ଚକମା ଦେଇ ଶ୍ରୀମନ୍ଦିର ଭିତରେ ପଶି ଜଗନ୍ନାଥଙ୍କ ଦର୍ଶନ କରିଥିଲେ ବାବା ବୈଷ୍ଣବ ପୁରୀ । କେବଳ ସେବାୟତଙ୍କ ପରିବାରର ଦର୍ଶନ ପାଇଁ ଅନୁମତି ରହିଥିଲା, ହେଲେ ଶ୍ରୀମନ୍ଦିର ଭିତରେ ଧସେଇ ପଶି ସେ…

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । କହିଲେ, ଗଣତନ୍ତ୍ର କଣ ବୁଝିନଥିବା ବ୍ୟକ୍ତି ପଢ଼ାଉଛନ୍ତି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁକାଶ୍ମୀରରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସର ପୂର୍ବତନ ଅଧ୍ୟ କ୍ଷଙ୍କୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଜାମ୍ମୁକାଶ୍ମୀରର ନିର୍ବାଚନ ବି ଏହା ଦେଖାଇଛି, ଦେଶରେ ଗଣତନ୍ତ୍ର…

କୋଭିଡ୍ ବିରୋଧୀ ସମୂହ ଟିକାକରଣ ପାଇଁ ଜୋରଦାର ଅଭ୍ୟାସ । ୪ଟି ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଟିକାକରଣର ଡ୍ରାଏ…

କନକ ବ୍ୟୁରୋ : ପ୍ରାୟ ୧୩୦ କୋଟି ଲୋକଙ୍କ ଦେଶ ଏବଂ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଭାରତରେ କିଭଳି ହେବ କୋଭିଡ୍ ଟିକାକରଣ, ତାହା ସବୁଠାରୁ ବଡ ଆହ୍ୱାନ । ଏହି ଆହ୍ୱାନର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଭାରତ ସରକାର । ଦେଶରେ କିଭଳି ହେବ ସମୁହ ଟିକାକରଣ, ତାର…