Daily Archives

December 4, 2020

ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ବିଜେପିର ଦମଦାର ପ୍ରଦର୍ଶନ । ୪୯ ଆସନ ଦଖଲ ସହ ଦ୍ୱିତୀୟ ବଡ ଦଳ ଭାବେ ଉଭା ।…

କନକ ବ୍ୟୁରୋ : ଦେଶର ଅନ୍ୟତମ ସବୁଠାରୁ ବଡ ନଗର ନିଗମ ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ କରିଛି ବିଜେପି । ଏଥର ୪୯ଟି ଆସନରେ ବିଜୟୀ ହୋଇଛି ଭାରତୀୟ ଜନତା ପାର୍ଟି । କେସିଆରଙ୍କ ଟିଆରଏସ ସବୁଠାରୁ ବଡ ଦଳ ଭାବେ ୫୬ଟି ଆସନରେ ବିଜୟୀ ହୋଇଥିଲେ ମଧ୍ୟ ଗତ ନିର୍ବାଚନ…

ଆକାଶଙ୍କ ଆକାଉଣ୍ଟକୁ କେଉଁଠୁ ଆସିଛି ଏତେ ଟଙ୍କା? ପୁଣିଥରେ ଆକାଶଙ୍କ ଆକାଉଣ୍ଟରୁ ମିଳିଲା ୧.୪୭ କୋଟି ଟଙ୍କା ।

କନକ ବ୍ୟୁରୋ : ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ତଥା ଟାଟା କମ୍ପାନିରେ ଚାକିରି କରାଇବା ଆଳରେ ଟଙ୍କା ଆଦାୟ କରିଥିବା ଆକାଶ କୁମାର ପାଠକଙ୍କର ଭୁବନେଶ୍ବର ଓ ପୁନେରେ ଥିବା ବ୍ୟାଙ୍କ ଆକାଉଣ୍ଟରେ  ଆହୁରି ୧.୪୭ କୋଟି ଟଙ୍କା ଜମା ଥିବା ଜଣାପଡ଼ିଛି । ଆଜି ଭିଜିଲାନ୍ସ ପକ୍ଷରୁ…

୧୧ ଜଣିଆ ଦଳରେ ନଥାଇ ବି ଖେଳିଲେ ଚହଲ । କନକ୍ସନ ନିୟମରେ ଦଳରେ ହେଲେ ସାମିଲ । ଜାଣନ୍ତୁ, କଣ ଏହି କନକ୍ସନ ନିୟମ?

କନକ ବ୍ୟୁରୋ : ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରେ କନକ୍ସନ ନିୟମର ବ୍ୟବହାର କରାଯାଇଛି । ୧୧ ଜଣିଆ ଦଳରେ ସାମିଲ ନଥାଇ ବି ଏହି ନିୟମ ଜରିଆରେ ମ୍ୟାଚ ଖେଳିଲେ ୟୁଜବେନ୍ଦ୍ର ଚହଲ । ଚହଲଙ୍କୁ ରବିନ୍ଦ୍ର ଜାଡେଜାଙ୍କ କନକ୍ସନ ବିକଳ୍ପ ଭାବେ ଦଳରେ ସାମିଲ…

ବିଜୟ ମାଲ୍ୟାକୁ ବଡ ଝଟକା । ଫ୍ରାନ୍ସରେ ଥିବା ୧୪ କୋଟି ଟଙ୍କାର ସମ୍ପତ୍ତି  ହେଲା ଜବତ ।

କନକ ବ୍ୟୁରୋ : ଇଡି ପକ୍ଷରୁ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାର ଫ୍ରାନ୍ସରେ ଥିବା  ୧.୬ ନିୟୁତ ୟୁରୋ ମୂଲ୍ୟର ସମ୍ପତ୍ତିକୁ ଜବତ କରାଯାଇଛି । ଇଡି ପକ୍ଷରୁ କୁହାଯାଇଛି ଯେ, ଫ୍ରାନ୍ସର ୩୨ ଆଭେନ୍ୟୁ, ଏଫଓସିଏଚରେ ଥିବା ଏକ କୋଠାକୁ ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଜବତ କରାଯାଇଛି । ଇଡିର ଅନୁରୋଧ…

ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭୟକାନ୍ତ ପାଠକ । ପୂର୍ବରୁ ଭିଜିଲାନ୍ସ କୋର୍ଟରେ ଜାମିନ ଆବେଦନ ଖାରଜ…

କନକ ବ୍ୟୁରୋ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ବହୁଚର୍ଚ୍ଚିତ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପକ୍ଷରୁ ହାଇକୋର୍ଟରେ ଜାମିନ ଆବେଦନ କରାଯାଇଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେ…

ପୁଣି ବିବାଦରେ ଛନ୍ଦିହେଲେ ବଲିଉଡ କୁଇନ । ଚାଷୀ ଆନ୍ଦୋଳନରେ ସାମିଲ ବୃଦ୍ଧାଙ୍କୁ ନେଇ କଙ୍ଗନାଙ୍କ ଆପତ୍ତିି ଜନକ…

କନକ ବ୍ୟୁରୋ : ବୃଦ୍ଧ ମହିଳାଙ୍କୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଟୁଇଟ ବିବାଦ ତେଜିବାରେ ଲାଗିଛି । ଦିଲ୍ଲୀ ଶିଖ ଗୁରୁଦ୍ୱାର ପ୍ରବନ୍ଧକ ସମିତିର ସଦସ୍ୟ କଙ୍ଗନାଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି । ଏବେ ଶିଖ ଗୁରୁଦ୍ୱାର ପ୍ରବନ୍ଧକ ସମିତିର ମୁଖ୍ୟ ମନଜିନ୍ଦର ସିଂ ସିରସା କଙ୍ଗନା…