Monthly Archives

January 2021

ପଥରଶିଳ୍ପୀଙ୍କ ଗାଁ କନ୍ଦାଗଡ । ପିଢୀପିଢୀ ଧରି ପଥର ଖୋଦେଇ କରି ପାଇଛନ୍ତି ପରିଚୟ । ହେଲେ କରୋନା ସାଜିଲା ଦାଉ

କନକ ବ୍ୟୁରୋ : ନିର୍ଜିବ ପଥରରେ ଜୀବନ ଭରି ଦେଉଥିବା ଶିଳ୍ପୀ ଏବେ ଦାଦନ ମୁହାଁ । କରୋନା କାଳରେ ଲକଡାଉନ ଯୋଗୁଁ ବ୍ୟବସାୟ ମାନ୍ଦା ପଡ଼ି ଯାଇଥିବାରୁ କେମିତି ପରିବାର ଚଳାଇବେ ଏହି ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା କନ୍ଦାଗଡ଼ ଗାଁର ପଥର ଶିଳ୍ପୀ । ଅନ୍ୟ କିଛି ଉପାୟ ନଥିବାରୁ ବାଧ୍ୟ ହୋଇ…

ଆତ୍ମନିର୍ଭର ହେବାକୁ ଲୋଡା ନାହିଁ ଉଚ୍ଚଶିକ୍ଷା । ପ୍ରମାଣିତ କଲେ କଳାହାଣ୍ଡି କୋକସରା ଅଞ୍ଚଳର ରମା ମାଝି । ମାତ୍ର…

କନକ ବ୍ୟୁରୋ : ପରିିଶ୍ରମ ଓ ଅଧ୍ୟବସାୟ ବଳରେ ଅସାଧ୍ୟକୁ ବି ସାଧ୍ୟ କରିହୁଏ, ଏହି ଉକ୍ତି ସତ କରି ଦେଖାଇଛନ୍ତି କଳାହାଣ୍ଡି ଜିଳ୍ଳା କୋକସରା ବ୍ଳକ ଟେମରା ଗାଁର ମହିଳା ରମା ମାଝୀ । ନିଜର ଉଦ୍ୟମ ଓ ସାଧନା ବଳରେ ହୋଇ ପାରିଛନ୍ତି ଆତ୍ମ ନିର୍ଭରଶୀଳ । ଘର କାମ କରିବା ସହ ସ୍ୱାମୀଙ୍କ ଚାଷ କାମରେ…

ଇଞ୍ଜିନିୟରିଂ ଛାଡି ନର୍ସରୀ କରିବାରେ ମନ ବଳାଇଲେ ପାଟକୁରାର ଶିବ ନାରାୟଣ । ଭଳିକି ଭଳି ଦେଶ ବିଦେଶର ଚାରା ଉତ୍ପାଦନ ସହ…

କନକ ବ୍ୟୁରୋ : ଚାକିରି ଛାଡି ଏକ ନର୍ସରୀ ପ୍ରତିଷ୍ଠା କରି ନିଜେ ଆତ୍ମ ନିର୍ଭରଶିଳ ହେବା ସହିତ ଲକ୍ଷାଧୀକ ଟଙ୍କା ରୋଜଗାର କରୁଛନ୍ତି ଜଣେ ଯୁବ ଇଂଜିନିୟର  । ପ୍ରାୟ ପାଂଚ ହଜାରରୁ ଉର୍ଦ୍ଧ ପ୍ରଜାତିର ଫୁଲ ଫଳ ଗଛ ସହିତ ବିଦେଶରୁ ନୁଆ ନୁଆ ପ୍ରଜାତିର ଗଛ ଆଣି ବିକ୍ରୟ କରିବା ସହିତ ହୋଇ…

ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା ଆବିଦା ହୁସେନଙ୍କ ଚାଞ୍ଚଲ୍ୟକର ବୟାନ । ଲାଡେନଠାରୁ ଟଙ୍କା…

କନକ ବ୍ୟୁରୋ: ଆତଙ୍କବାଦୀଙ୍କ ସହ ପାକିସ୍ତାନର ବରିଷ୍ଠ ନେତାଙ୍କ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ । କେବଳ ଏତିକି ନୁହେଁ, ଏହି ନେତାମାନେ ଆତଙ୍କବାଦୀଙ୍କଠାରୁ ଟଙ୍କା ପାଆନ୍ତି, ଯାହା ଭାରତର କାଶ୍ମୀରରେ ଜିହାଦ୍ ପାଇଁ ବ୍ୟବହୃତ ହୁଏ | ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା…

ବାୟୁସେନାକୁ ଶକ୍ତିଶାଳୀ କରିବାକୁ କିଣା ହେବ ଆହୁରି ୧୧୪ ଲଢୁଆ ବିମାନ । ଖର୍ଚ୍ଚ ହେବ ୧ ଲକ୍ଷ ୩୦ ହଜାର କୋଟି

କନକ ବ୍ୟୁରୋ: ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଥିବାରୁ  ନିଜର ଲଢୁଆ ବିମାନ ଅଭାବ ପୂରଣ କରିବାକୁ ଭାରତୀୟ ବାୟୁସେନା ଅଣ୍ଟାଭିଡ଼ିଛି । ପ୍ରାୟ ୧ ଲକ୍ଷ ୩୦ ହଜାର କୋଟିର ୧୧୪ଟି ଲଢୁଆ ବିମାନ କିଣିବାକୁ ବାୟୁସେନା ନିଷ୍ପତ୍ତି ଗ୍ରହଣ କରିଛି ଓ ଏଥିପାଇଁ ଖୁବଶୀଘ୍ର ଟେଣ୍ଡର ଡକାଯିବ । ଏହି…

ପିକଅପ ଭ୍ୟାନ ଓଲଟି ୭ରୁ ଅଧିକ ମୃତ ସୂଚନା । ଜୟପୁରରେ ଭାରସାମ୍ୟ ହରାଇ ଓଲଟିପଡିଲା ଗାଡି 

କନକ ବ୍ୟୁରୋ : ପିକଅପ ଭ୍ୟାନ ଓଲଟି ୭ରୁ ଅଧିକ ଲୋକ ମୃତ୍ୟୁ ସୂଚନା ମିଳିଛି । ଜୟପୁର ସହର କୋଟପାଡ ବ୍ଲକ ଅନ୍ତର୍ଗତ ମୁର୍ତ୍ତାହାଣ୍ଡିଠାରେ ଭାରସାମ୍ୟ ହରାଇ ଓଲଟି ପଡିଲା ଗାଡି । ଦଶାହ କାମ ସାରି ଛତିଶଗଡ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଛନ୍ତି,…