Daily Archives

December 15, 2020

ନୂଆ କୃଷି ଆଇନକୁ ନେଇ ପଞ୍ଜାବ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ  । କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କଲେ…

କନକ ବ୍ୟୁରୋ : ନୂଆ କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିବା ବଳେ ଆଉ ଏକ ରୋଚକ ବିତର୍କ ଜାରି ରହିଛି  । ଅରବିନ୍ଦ କେଜ୍ରିୱାଲ ବନାମ ଅମରିନ୍ଦର ସିଂ  । କୃଷି ଆଇନକୁ ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟୁଇଟ ୱାର ଚାଲିଛି  । ପଂଜାବ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଶୁଣିଲେ…

ଡିସେମ୍ବର ୨୭ରୁ ଖୋଲିବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ପ୍ରଥମେ ସେବାୟତ, ପରେ ରାଜଧାନୀବାସୀଙ୍କୁ ମିଳିବ ଦର୍ଶନ ସୁଯୋଗ,…

କନକ ବ୍ୟୁରୋ : ଆସନ୍ତା ୨୩ରେ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ଯାଉଥିବାବେଳେ ଆଜି ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନେଇ ନିଷ୍ପତି ହୋଇଛି । ପାୟ ୯ମାସ ଧରି ବନ୍ଦ ରହିବା ପରେ ଆସନ୍ତା ୨୭ରେ ଖୋଲିବ ଲିଙ୍ଗରାଜ ମନ୍ଦିର । କଟକଣା ଭିତରେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବ । ଏଠାରେ ବି କରୋନା…

ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ । କହିଲେ ଚାଷୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ, କୃଷି ଓ କୃଷକଙ୍କ…

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ୨୦ ଦିନରେ ପହଞ୍ଚିଥିବା ବେଳେ ଆନ୍ଦୋଳନକାରୀଙ୍କୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ  । ଗୁଜୁରାଟ ଗସ୍ତ ସମୟରେ କୃଷି ଆଇନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ  । ସେ ଏଥିରେ ବିପକ୍ଷ ଦଳକୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଯେ, ସରକାର…

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟ ଉପରେ ଲାଗିଲା ମୋହର,ଆନୁଷ୍ଠାନିକ ଘୋଷଣା କଲା ଇଲେକ୍ଟୋରାଲ…

କନକ ବ୍ୟୁରୋ : ଜୋ ବାଇଡେନଙ୍କ ବିଜୟ ଉପରେ ଲାଗିଲା ମୋହର  । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟୀ ହୋଇଥିବା ନେଇ ଆନୁଷ୍ଠାନିକ ଘୋଷଣା କଲା ଇଲେକଟୋରାଲ କଲେଜ  । ଏହାସହ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏକପ୍ରକାର ଅନ୍ତ ଘଟିଛି  । ଆମେରିକା ନିର୍ବାଚନ ପରେ ଫଳାଫଳ ଆସିଥିଲା  ।…

୫ ଦିନ ପରେ ପୋଖରୀରୁ ମିଳିିଲା ୩ ବର୍ଷର ଶିଶୁକନ୍ୟା ସ୍ୱାତୀର ମୃତଦେହ । କେମିତି ହେଲା ମୃତ୍ୟୁ, ତଦନ୍ତ ପାଇଁ ଫୋରେନସିକ…

କନକ ବ୍ୟୁରୋ : ପରୀ ହତ୍ୟା ଘଟଣାକୁ ନେଇ ରାଜ୍ୟ ଉଠୁଥିବା ପଡୁଥିବାବେଳେ ଆଜି ସେହି ନୟାଗଡ ଜିଲ୍ଲାର ନିଖୋଜ ୩ ବର୍ଷର ଶିଶୁ ସ୍ୱାତୀର ମୃତଦେହ ମିଳିଛି । ରାଜସୁନାଖଳା ଥାନା ବଧିପାଟଣା ଗାଁ ନିକଟ ଏକ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ମୃତଦେହକୁ ନେଇ ଏଫଏମଟିକୁ ପଠାଇବ ।…

ବିହାରରୁ କଟକ ଆସୁଛି ଚୋରା ବନ୍ଧୁକ । ୭ ଦିନରେ ଜବତ ହେଲାଣି ୨୩ ବନ୍ଧୁକ ଓ ଶହେରୁ ଅଧିକ ଗୁଳି, ଡି ବ୍ରଦର୍ସ ଗ୍ୟାଙ୍ଗ୍…

କନକ ବ୍ୟୁରୋ : ବିହାରରୁ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି ଚୋରା ବନ୍ଧୁକର ଚେର । କଟକରୁ ଲଗାତାର ଭାବେ ବନ୍ଧୁକ ଓ ଗୁଳି ଜବତ ପରେ ଏଭଳି ସାଂଘାତିକ ତଥ୍ୟ ସାମନାକୁ ଆସିଛି । ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ବିହାର ମୁଙ୍ଗେରରୁ ଆସିଥିବା କୁହାଯାଉଛି । ତେବେ ଏତେ ପରିମାଣର ବନ୍ଧୁକ କାହିଁକି ଓ…