Daily Archives

December 30, 2020

ଜାନୁୟାରୀ ପାଇଁ ଗାଇଡଲାଇନ ଜାରି । ଅବରୋଧ ଅଞ୍ଚଳରେ ବଳବତ୍ତର ରହିବ ଲକଡାଉନ ।

କନକ ବ୍ୟୁରୋ: ଜାନୁଆରି ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଜାରି ରହିବ ବୋଲି କୁହାଯାଇଛି। କଣ୍ଟେନମେଣ୍ଟ ଜୋନରେ…

ଆଉ ନାହାନ୍ତି ଓଡିଆ ଚଳଚିତ୍ର ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର । ୮୪ବର୍ଷ ବୟସରେ ରାଜଧାନୀର…

କନକ ବ୍ୟୁରୋ : ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନ୍ତୁ ମହାପାତ୍ର । ୮୪ ବର୍ଷ ବୟସରେ ତାଙ୍କର ନିଧନ ଘଟିଛି । ଓଡିଆ ଚଳଚିତ୍ର ଜଗତକୁ ଅନେକ ଚିର ସବୁଜ ସଙ୍ଗୀତ ଭେଟି ଦେଇଛନ୍ତି ସେ । ତାଙ୍କ ସଙ୍ଗୀତ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ଆଜି ବି ବସା ବାନ୍ଧିଛି । ଯାହାକୁ ସଭିଏଁ ଆଜି…

ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣାରେ ଚିଠି ଲେଖି ପ୍ରଶ୍ନ ଉଠାଇଲେ ପତ୍ନୀ । ପଚାରିଲେ,…

କନକ ବ୍ୟୁରୋ : ବର୍ଷେ ପରେ ବି ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟିନି । ଆଉ ଏହାରି ଭିତରେ ନ୍ୟାୟ ପାଇବାକୁ ସଂଘର୍ଷ ଜାରି ରଖିଛନ୍ତି ମୃତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା । ତକ୍ରାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପ୍ରତି ପୁରା…

ଗରିବଙ୍କୁ ଘର ଦେବାରେ କାହାର ଭାଗ କେତେ? କଳି ଲାଗିଲେ ବିଜେଡି ଓ ବିଜେପି । 

କନକ ବ୍ୟୁରୋ : ପକ୍କାଘର ଯୋଜନାର ଇଏ ହେଉଛି ନୂଆ ପୋଷ୍ଟର । ଯେଉଁଥିରେ ବାଁ ପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଡାହାଣରେ ବିଜୁ ପକ୍କା ଘର ଯୋଜନା ଉଲ୍ଲେଖ କରାଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ  ପ୍ର-ଆ-ଯୋ ଲେଖାଯାଇଥିବା ବେଳେ ଏବେ ନୂଆ ଲୋଗୋରେ ତାକୁ ପରିବର୍ତନ…

କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା କିଛି ମାତ୍ରାରେ ସଫଳ । ୪ଟି ସର୍ତ୍ତରୁ ୨ଟିରେ ସହମତି ହେଲା କେନ୍ଦ୍ର ।…

କନକ ବ୍ୟୁରୋ : କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା କିଛି ମାତ୍ରାରେ ସଫଳ । ୪ଟି ସର୍ତ୍ତରୁ ୨ଟିରେ ସହମତି ହେଲା କେନ୍ଦ୍ର । ବିଜୁଳି ବିଲ ସର୍ତ୍ତ ଉପରେ କେନ୍ଦ୍ରର ସହମତି । ଏମଏସପି ରହିବା ନେଇ ଲିଖିତ ଭାବେ ଦେବାକୁ ପ୍ରସ୍ତୁତ । ଆସନ୍ତା ୪ରେ ପୁଣି ବସିବ ଉଭୟଙ୍କ ମଧ୍ୟରେ ବସିବ…

ଫିକା ପଡିଲା ନୂଆ ବର୍ଷ । ଜାଣନ୍ତୁ, ଡିସେମ୍ବର ୩୧, ଜାନୁଆରୀ ୧ରେ କାହା ଉପରେ ଲାଗିଲା କଟକଣା?

କନକ ବ୍ୟୁରୋ : ଦିନକ ପରେ ୨୦୨୦ ମସିହା ବିଦାୟ ନେବ। ନୂଆବର୍ଷ ଆସିବାର ଦିନକ ପୂର୍ବରୁ ରାଜ୍ୟ ସରକାର ଜାନୁଆରି ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସାରା ରାଜ୍ୟରେ ଏଥର ଜିରୋ ନାଇଟ୍ ପାଳନ ଉପରେ କଟକଣା ଜାରି…