Daily Archives

December 5, 2020

କୃଷକ ସଂଗଠନ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ବିଫଳ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡି ରହିଛନ୍ତି ଆନ୍ଦୋଳନକାରୀ,…

କନକ ବ୍ୟୁରୋ: ଚାଷୀ ନିଜ ଜିଦରେ ଅଟଳ, ପୁଣି ବିଫଳ ହେଲା ସରକାରଙ୍କ ସହ ଆଲୋଚନା । ବୈଠକରୁ ବାହାରିଲାନି ବାଟ । କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ପଂଚମ ପର୍ଯ୍ୟାୟ ବୈଠକ ପରେ ବି କୌଣସି ନିର୍ଷ୍କଷ ବାହାରିପାରିନାହିଁ । ନୂଆ କୃଷି ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ।…

ପ୍ରଥମ ଥର ପାଇଁ ମହାକାଶରେ ହେଲା ଚାଷ । ନାସାର ମହାକାଶଚାରୀ ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ କଲେ ମୂଳା ଅମଳ ।

କନକ ବ୍ୟୁରୋ: ମହାକାଶରେ ମୂଳା ଚାଷ । ପ୍ରଥମ ଥର ପାଇଁ ମହାକାଶରେ ହେଲା ଚାଷ । ନାସାର ମହାକାଶଚାରୀମାନେ ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ମୂଳା ଅମଳ କରିଛନ୍ତି । ମୂଳା ଚାଷର ଏକ ମାସର ଭିଜୁଆଲକୁ ଏକ ଟାଇମ ଲାପ୍ସ ଭିଡିଓରେ ସ୍ଥାନ ଦିଆଯାଇଛି । ଯେଉଁଥିରେ ମାସେ ପର୍ଯ୍ୟନ୍ତ କିପରି ମୂଳା ଚାଷ…

୪ କିଲୋ ସୁନା ସହ ୨୩୫ କିଲୋ ରୂପା ଜବତ । ବେଆଇନ ଚାଲାଣ ବେଳେ ଜବତ କଲା ଗୋଷାଣୀ ନୂଆଗାଁ ପୋଲିସ୍ । କାର୍ ଜବତ ସହ ୩ ଜଣ…

କନକ ବ୍ୟୁରୋ: ବ୍ରହ୍ମପୁରରେ ବେଆଇନ ଚାଲାଣ ବେଳେ ବିପୁଳ ପରିମାଣର ସୁନା ଓ ରୁପା ଜବତ କରିଛି ପୁଲିସ । ବେଆଇନ ଭାବେ ୪ କିଲୋଗ୍ରାମ ସୁନା ଓ ୨୩୫ କିଲୋଗ୍ରାମ ରୁଜା ଜବତ କରିଛି ଗୋଷାଣୀ ନୂଆଗାଁ ଥାନା ପୁଲିସ । ତେବେ ସୁନା ଓ ରୁପା ଚାଲାଣ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା…

ଓଡ଼ିଶା ପାଇଁ ଭଲ ଖବର: ରାଜ୍ୟରୁ ଏକାଥରେ ୬୦୫ ଆକ୍ରାନ୍ତ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୭୦କୁ…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ କ୍ରମାଗତ ଭାବେ କମୁଛି କରୋନାର କୋପ । ଆଜି ରାଜ୍ୟରୁ ୬୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । Another 605 Covid patients have recovered and are…

ପଶ୍ଚିମ ଓଡିଶାରେ ତେଜିଛି ଚାଷୀ ଆନ୍ଦୋଳନ । ଧାନ ମଣ୍ଡିରେ ଦେଖା ଦେଇଥିବା ସମସ୍ୟା ଓ ଟୋକନ ଅବ୍ୟବସ୍ଥାକୁ ନେଇ…

କନକ ବ୍ୟୁରୋ : ଏପଟେ ପଶ୍ଚିମ ଓଡିଶାରେ ବି ତେଜିଛି ଚାଷୀ ଆନ୍ଦୋଳନ । ଧାନ ମଣ୍ଡିରେ ଦେଖା ଦେଇଥିବା ସମସ୍ୟା ଓ ଟୋକନ ଅବ୍ୟବସ୍ଥାକୁ ନେଇ ତାତିଛନ୍ତି ଚାଷୀ । ପଶ୍ଚିମ ଓଡିଶାର ବିଭିନ୍ନ ସହରର ରାଜରାସ୍ତାକୁ ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି କୃଷକ ସଂଗଠନ । ଅନ୍ୟପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ…

ବଣ ପାହାଡ଼ ଘେରା ୯ ଖଣ୍ଡ ଗାଁରେ ନାହିଁ ନେଟୱାର୍କ । କିନ୍ତୁ ଅନଲାଇନ୍ ଟୋକନ ପାଇ ଆଗେଇ ଚାଲିଛି ଧାନ ମଣ୍ଡି, ଗାଁ ଗାଁ…

କନକ ବ୍ୟୁରୋ: ଆଜିର ଡିଜିଟାଲ ଯୁଗରେ ବିନା ନେଟୱାର୍କ କୈାଣସି କାମ କରିବା ଅସମ୍ଭବ । ଯଦି ନେଟ ନାହିଁ ତ କାମ ନାହିଁ । ତା ପୁଣି ମୋବାଇଲ କିମ୍ବା କମ୍ପୁଟର ଯୋଗେ ଅନଲାଇନରେ ପାଠ ପଢା ସାଙ୍ଗକୁ ବିଭିନ୍ନ ଅଫିସ କାର୍ଯ୍ୟ ନିତାନ୍ତ ଆବଶ୍ୟକ । ହେଲେ ଆମେ ଏଭଳି ଏକ ଗାଁ ଦେଖାଇବୁ ସେଠି ନେଟୱାର୍କ…