Daily Archives

December 3, 2020

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ ପରେ କୋର୍ଟଚାଲଣ । ରିମାଣ୍ଡ ଆବେଦନ କଲେନି କ୍ରାଇମବ୍ରାଞ୍ଚ । ବେଲ୍ ଆବେଦନ ଖାରଜ, ୧୪…

କନକ ବ୍ୟୁରୋ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ କରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ କୋର୍ଟ । ତେବେ ପ୍ରଦୀପଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିନାହିଁ କ୍ରାଇମବ୍ରାଞ୍ଚ । ଆକାଶ ପାଠକଙ୍କ ଲିଙ୍କରେ ଗୋପାଳପୁର ବିଧାୟକ…

କରୋନା ଓ ଚୀନର ମୁକାବିଲା ପାଇଁ ପ୍ରସ୍ତୁତ ଭାରତୀୟ ସେନା । ଏଲଏସିରେ ଏବେବି ଉତ୍ତେଜନାମୂଳକ ସ୍ଥିତି । ନୌସେନା ମୁଖ୍ୟ…

କନକ ବ୍ୟୁରୋ : ଲାଇନ ଅଫ ଆକଚୁଏଲ କଂଟ୍ରୋଲ ବା ପ୍ରକୃତ ନିୟନ୍ତ୍ରଣ ରେଖାରେ ଏବେବି ସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ତେବେ ପିପୁଲ୍ସ ଲିବରେସନ ଆର୍ମିର ମୁକାବିଲା କରିବାକୁ ଭାରତ ସବୁବେଳେ ପ୍ରସ୍ତୁତ ବୋଲି ବୟାନ ଦେଇଛନ୍ତି ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ । ଚୀନ୍ ସେନାର ସମସ୍ତ…

ନୂଆଦିଲ୍ଲୀର କୂଟନୈତିଜ୍ଞଙ୍କ ସହ ପରୋକ୍ଷରେ ସ୍ୱର ମିଳାଇଛନ୍ତି ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟ । ଅସଦ ଦୁରାନୀ…

କନକ ବ୍ୟୁରୋ : ନୂଆଦିଲ୍ଲୀର କୂଟନୈତିଜ୍ଞଙ୍କ ସହ ପରୋକ୍ଷରେ ସ୍ୱର ମିଳାଇଛନ୍ତି ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟ । ଗିଲଗିଟ ବାଲତିସ୍ତାନକୁ ସାମୟିକ ପ୍ରଦେଶର ମାନ୍ୟତା ଘୋଷଣା କରିଛି ପାକିସ୍ତାନ । ଇମ୍ରାନ ସରକାରଙ୍କ ଏହି ନିଷ୍ପତିକୁ ନେଇ ଆପତି ଉଠାଇଛି ଭାରତ । ପାକିସ୍ତାନରେ ମଧ୍ୟ…

ରାଜନୈତିକ କ୍ୟାରିୟରକୁ ନେଇ ସୁପରଷ୍ଟାର ରଜନୀକାନ୍ତର ଘୋଷଣା । ଜାନୁଆରୀରେ ନୂଆ ରାଜନୈତିକ ଦଳ କରିବେ ଲଞ୍ଚ । ଡିସେମ୍ବର…

କନକ ବ୍ୟୁରୋ : ଜାନୁଆରୀରେ ନିଜ ରାଜନୈତିକ ଦଳ ଲଞ୍ଚ କରିବେ ରଜନୀକାନ୍ତ  । ଡିସେମ୍ବର ୩୧ରେ ଏନେଇ ସେ ବିଧିବଦ୍ଧ ଘୋଷଣା କରିବେ  । ଏନେଇ ନିଜେ ରଜନୀକାନ୍ତ ଟ୍ୱିଟ୍ କରିଛନ୍ତି  । ରଜନୀକାନ୍ତଙ୍କ ରାଜନୈତିକ ପ୍ରବେଶ ନେଇ ନାନା ଆକଳନ ଜାରି ରହିଛି  । ରଜନୀକାନ୍ତ ନିଜ ଦଳ ଗଢ଼ି ରାଜନୀତିକୁ…

ବ୍ୟାପୁଛି ଚାଷୀ ଆନ୍ଦୋଳନ । ଚାଷୀଙ୍କୁ ପ୍ରତାରଣା ଅଭିଯୋଗରେ ପଦ୍ମବିଭୂଷଣ ଫେରାଇଲେ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ତେଜୁଛି ଚାଷୀ ଆନ୍ଦୋଳନ । ଅଷ୍ଟମ ଦିନରେ ପହଂଚି ଥିବା ଆନ୍ଦୋଳନ ଉଗ୍ର ରୂପ ନେଉଛି । ବରିଷ୍ଠ ଅକାଳୀ ଦଳ ନେତା ତତା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପଦ୍ମ ବିଭୂଷଣ ସମ୍ମାନ ଫେରାଇଦେଇଛନ୍ତି । ନୂଆ କୃଷି ଆଇନ ପ୍ରଣୟନ କରି ସରକାର ଚାଷୀଙ୍କୁ ପ୍ରତାରଣା…

ସାଢ଼େ ୭ ଘଣ୍ଟାର ଆଲୋଚନାରେ ବି ବାହାରି ପାରିଲାନି ଚାଷୀ ଆନ୍ଦୋଳନର ନିଷ୍କର୍ଷ । କୃଷି ମନ୍ତ୍ରୀ କହିଲେ, ଆଲୋଚନା ସଫଳ,…

କନକ ବ୍ୟୁରୋ : ଦୀର୍ଘ ସାଢ଼େ ସାତ ଘଂଟାର ଆଲୋଚନା ପରେ ବି ବାହାରି ପାରିଲାନି ଚାଷୀ ଆନ୍ଦୋଳନର ନିଷ୍କର୍ଷ । ତେବେ ଆଲୋଚନା ସଫଳ ହୋଇଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । କହିଛନ୍ତି ମୁଖ୍ୟତଃ ଭାବରେ ନୂଆ କୃଷି ଆଇନରେ ଥିବା ତିନୋଟି ବିନ୍ଦୁ ଉପରେ କୃଷକଙ୍କ ଚିନ୍ତା…