Daily Archives

December 6, 2020

ହୋଟେଲରୁ ମିଳିଲା ଡାକ୍ତରଙ୍କ ମୃତଦେହ । କେନ୍ଦୁଝର ରାଙ୍କିସ୍ଥିତ କୋଭିଡ ହସ୍ପିଟାଲରେ କାମ କରୁଥିଲେ ଡାକ୍ତର 

କନକ ବ୍ୟୁରୋ : କେନ୍ଦଝର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ତିଆ ନିକଟସ୍ଥ ହୋଟେଲ ପ୍ରିନ୍ସ ୩୦୬ନଂ ରୁମ ଭିତ଼ରେ ଜଣେ କୋଭିଡ଼ ଡାକ୍ତରଙ୍କ ମୃତ ଦେହ ପୁଲିସ ଜବତ କରିଛି । ମୃତକ ଡାକ୍ତର ଜଣଙ୍କ ହେଲେ ଜାମଦା ଗ୍ରାମର ଆଶା ଚରଣ ମାଝି(୫୫)। ଶ୍ରୀ ମାଝି ରାଙ୍କି ସ୍ଥିତ କୋଭିଡ଼ ଡ଼ାକ୍ତରଖାନାରେ…

କରୋନା ଯୋଗୁଁ ଚିନ୍ତାରେ ବେତ କାରିଗର । ମେଳା ମହୋତ୍ସବ ବନ୍ଦ ହେବାରୁ ବିକ୍ରି ହେଇପାରୁନି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ…

କନକ ବ୍ୟୁରୋ : କରୋନା ଯୋଗୁଁ ମେଳା ମହୋତ୍ସବ ଉପରେ ଲାଗିଛି କଟକଣା । ବାଲିଯାତ୍ରା, ତୋଶାଲି ଓ ଶିଶିର ସରସ ଭଳି ମଳା ଉପରେ କଟକଣା ଲଗାଇଛନ୍ତି ସରକାର । ଯାହାକୁ ନେଇ ଚିନ୍ତାରେ ବେତ କାରିଗର । କରୋନା କଟକଣା ଯୋଗୁଁ ବ୍ୟବସାୟ ମାନ୍ଦା ପଡିଥିବା ବେଳେ ବାବି ଯାତ୍ରା ବନ୍ଦର ନିଷ୍ପତି ସେମାନଙ୍କ…

ଇଚ୍ଛା ଶକ୍ତି ଆଗରେ ସବୁ ସମ୍ଭବ । ଉଦାହରଣ ସୃଷ୍ଟି କଲେ କେନ୍ଦ୍ରାପଡା ଓସ୍ତଆ ଗାଁର ମହିଳା ସମିତି । ମୁଢି ପ୍ରସ୍ତୁତ…

କନକ ବ୍ୟୁରୋ : କଠିନ ପରିଶ୍ରମ ଓ ଇଚ୍ଛା ଶକ୍ତିି ବଳରେ ଅସମ୍ଭବ ସମ୍ଭବ ହୋଇଥାଏ । ଏହି ଉକ୍ତିକୁ ପ୍ରମାଣ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଳକର ଓସ୍ତଆ ଗାଁର ମହିଳାମାନେ । ମୁଢ଼ି ପ୍ରସ୍ତୁତ ରାଜ୍ୟର ବିଭିନ୍ନ ଅଂଚଳକୁ ପଠାଇ ବାର୍ଷିକ ପ୍ରାୟ ୮୦ ଲକ୍ଷ ଟଙ୍କା କାରବାର କରି…

ରାଜ୍ୟର ଆଳୁଚାଷୀଙ୍କୁ ହତାଦର, ସମାଧାନ ହେଉନି ବର୍ଷ ବର୍ଷର ସମସ୍ୟା । ପଡୋଶୀ ରାଜ୍ୟରୁ ଆମଦାନୀ ହେଉଛି ଆଳୁ

କନକ ବ୍ୟୁରୋ : ଆଳୁ ଫସଲ ଅମଳ ପରେ ସଂରକ୍ଷଣ ସମସ୍ୟା ଏବଂ ପ୍ରୋତ୍ସାହନ ଅଭାବ ଯୋଗୁ ଆଳୁ ଚାଷରୁ ମୁହଁ ଫେରାଉଛନ୍ତି ଚାଷି । ଦିନେ ଯେଉଁ ଅଚଂଳ ଆଳୁ ଚାଷରେ ସୁନାମ ଅର୍ଜନ କରିଥିଲା ଆଜି ଚାଷିମାନେ ପୁର୍ବ ପରି ଆଗ୍ରହ ପ୍ରକାଶ କରୁନାହାନ୍ତି ଆଳୁ ଚାଷ କରିବାକୁ । ଫଳରେ ପଡୋଶି ରାଜ୍ୟ ଉପରେ…

ପାହାଡ ଉପରେ ଝାଡୁ ଚାଷ । କୋରାପୁଟ ସେମିଳିଗୁଡା ଲୋକଙ୍କ ପାଇଁ ପାଲଟିଲା ରୋଜଗାରର ନୂଆ ମାଧ୍ୟମ । ବଜାରରେ ଭଲ ବିକ୍ରି,…

କନକ ବ୍ୟୁରୋ : ଘରେ ଆପଣ ବ୍ୟବହାର କରୁଥିବା ଝାଡୁ ବି ଅନେକଙ୍କୁ ରୋଜଗାର ଦେଇପାରେ । କାରଣ କୋରାପୁଟରୁ ଆସିଥିବା ଏହି ଖବର ତାହା ପ୍ରମାଣିତ କରିଛି । ପାହାଡ ଉପରେ ଝାଡୁ ଚାଷ କରି ଗୁଜୁରାଣ ମେଂଟାଉଛନ୍ତି କୋରାପୁଟ ଜିଲ୍ଳା ସେମିଳିଗୁଡ଼ା ବ୍ଳକ୍ର ଉପର କାଟିଂ ପଚାଂୟତର ଲୋକେ । ସକାଳ ପାହିଲେ…

ଆଦିବାସୀଙ୍କ ମହୁଚାଷ । ଆଧୁନିକ ପ୍ରଣାଳୀରେ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଗଜପତି ତୁମ୍ବ ଗାଁର ଲୋକେ

କନକ ବ୍ୟୁରୋ : ରୋଜଗାର ଦେଇଛି ମହୁଚାଷ । ମହୁଚାଷ କରି ଳାଭବାନ ହେଉଛନ୍ତି ଗଜପତି ଜିଲ୍ଲାର ଆଦିବାସୀ । ଆଧୁନିକ ପ୍ରଣାଳୀରେ ବାଡି ବଗିଚାରେ ଅତି ସହଜରେ ମହୁ ସଂଗ୍ରହ ହୋଇପାରୁଥିବାରୁ ଏହି ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । ଗଜପତି ଜିଲ୍ଲା କଇଁପୁର ପଂଚାୟତର ତୁମ୍ବ ଗ୍ରାମରେ ହେଉଛି ଏଭଳି…