Daily Archives

December 10, 2020

ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସଙ୍କ ଘରେ ପୁଲିସର ଚଢଉ । କଟକ ସିଡିଏ ସ୍ଥିତ ଘରୁ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ ସୂଚନା ।

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଧଳସାମନ୍ତ ବ୍ରଦର୍ସ । କଟକ ସିଡିଏ ସ୍ଥିତ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସର ଚଢଉ । ଚଢାଉ ବେଳେ ବନ୍ଧୁକ ଗୁଳି ମାରଣାସ୍ତ୍ର ଜବତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ପୂର୍ବରୁ ପୋଲିସ ଡି ବ୍ରଦର୍ସଙ୍କ ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରିଥିଲା । ଜେରା…

ବିଜେପି ପଦଯାତ୍ରାକୁ ପ୍ରଦୀପ ମାଝୀଙ୍କ ସ୍ୱାଗତ ପରେ କଂଗ୍ରେସରେ କମ୍ପନ । କାର୍ଯ୍ୟାନୁଷ୍ଠାନ ଦାବି କଲେ ତାରା, ପ୍ରଦୀପ…

କନକ ବ୍ୟୁରୋ : କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବୟାନକୁ ନେଇ ଦଳ ଭିତରେ କମ୍ପନ ଦେଖାଦେଇଛି । ବିଜେପିର ଏକ କାର୍ଯ୍ୟକ୍ରମକୁ ପ୍ରଦୀପ ମାଝୀ କହିଥିଲେ, ଏହାକୁ ସ୍ୱାଗତ କରାଯିବା ଉଚିତ୍ । ଏହି ବୟାନ ପରେ ଦଳ ଭିତରେ ପ୍ରଦୀପଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଇଛି । ବିଜେପିର ପଦଯାତ୍ରାକୁ…

ବୋଝ ନୁହେଁ ବ୍ୟାଗ ଧରି ଗାଁ ଗାଁ ବୁଲି ଶଙ୍ଖା ବିକୁଛନ୍ତି ବୁଢାଶଙ୍ଖାରୀ । ୮୭ ବର୍ଷ ବୟସରେ ବି ଥକିନି ପାଦ । ଗଞ୍ଜାମର…

କନକ ବ୍ୟୁରୋ: ବୟସ ୮୭ ଟପିଲାଣି । ହେଲେ ଥକି ନାହାନ୍ତି ଉଦୟନାଥ। ଆଜି ବି କର୍ମଠ। ପ୍ରତିଦିନ ସକାଳୁ ସାଇକେଲରେ ଆଖପାଖ ଗାଁକୁ ଚୁଡ଼ି ଓ ଶଂଖା ବିକିବାକୁ ନଗଲେ ଦିନ ଭଲରେ କଟେନାହିଁ। ଦୁଇ ଦୁଇଟି ପୁଅ। ସମସ୍ତେ ରୋଜଗାରିଆ। ଘରେ ମଧ୍ୟ କୌଣସି ଅଭାବ ନାହିଁ। ହେଲେ ଉଦୟଙ୍କୁ ଘରେ ବସି ଖାଇବାକୁ…

ଜାନୁୟାରୀରୁ କଡ଼ାକଡି ହେବ ଟ୍ରାଫିକ୍ ଚେକିଂ । ସେପଟେ ଗାଡ଼ି ଚାଳକ ଆଣିଲେ ସାଂଘାତିକ୍ ଅଭିଯୋଗ, କହିଲେ ଅଳ୍ପ ସମୟରେ ସରି…

କନକ ବ୍ୟୁରୋ : ଟ୍ରାଫିକ୍ ଫାଇନ୍ ଆଦାୟ ପାଇଁ ଏବେ ପୁଲିସ ଛକ ଛକରେ ଜଗିବା ଆରମ୍ଭ କଲେଣି । କିନ୍ତୁ ଏସବୁ ଭିତରେ ଗୋଟିଏ ପ୍ରଶ୍ନ ଉଠୁଛି, ଡ୍ରାଇଭିଂ ଲାଇସେନ୍ସ ଯାଂଚ କରି ପୁଲିସ ଫାଇନ୍ ନେବାକୁ ତ ପ୍ରସ୍ତୁତ ହେଉଛି, ହେଲେ ଆବେଦନକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆଯାଇ ପାରୁଛି ତ । କାରଣ…

ଚାଷୀ ସଂଗଠନକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅପିଲ୍ । କହିଲେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କିନ୍ତୁ ଚାଷୀଙ୍କ ପାଖରୁ…

କନକ ବ୍ୟୁରୋ : କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପ୍ରସ୍ତାବକୁ ଖାରଜ କରିବା ପରେ କୃଷକ ଓ ସରକାରଙ୍କ ଆଲୋଚନାର ଗତି ଏକ ପ୍ରକାର ଅନିଶ୍ଚିତ ହୋଇଯାଇଥିଲା । ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରେସମିଟ୍ କରି କହିଛନ୍ତି, ସରକାରଙ୍କ ପ୍ରସ୍ତାବକୁ ଚାଷୀମାନେ ବିଚାର…