Daily Archives

December 28, 2020

ଜାନୁଆରୀ ୩୧ ଯାଏଁ ବଢିଲା କୋଭିଡ ଗାଇଡଲାଇନ । କରୋନାର ନୂଆ ଷ୍ଟ୍ରେନ ପାଇଁ ନିଷ୍ପତ୍ତି ନେଲା କେନ୍ଦ୍ର ଗୃହମନ୍ତ୍ରାଳୟ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା ଗାଇଡଲାଇନକୁ ଜାନୁୁଆରି ୩୧ ପର୍ୟ୍ୟନ୍ତ ବଳବତ୍ତର ରଖିଛନ୍ତି ‌‌କେନ୍ଦ୍ର ସରକାର। କରୋନାଭାଇରସ୍ ର ନୂଆ ଷ୍ଟ୍ରେନ (ନୂତନ ରୂପ) ଏବେ ସମଗ୍ର ବିଶ୍ବର ଚିନ୍ତା ବଢ଼ାଇଥିବା ବେଳେ ଏ କ୍ଷେତ୍ରରେ ଅଧିକ ସତର୍କ…

ଉତର ଭାରତରେ ଜାଡର ପ୍ରକୋପ । ହିମାଚଳ ପ୍ରଦେଶ ଓ ଜମ୍ମୁକଶ୍ମୀରରେ ପ୍ରବଳ ତୁଷାରପାତ, ସର୍ତକ କଲା ପାଣିପାଗ ବିଭାଗ…

କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ଉତ୍ତର ଭାରତ । ଦେଶର ଉତ୍ତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜମ୍ମୁକଶ୍ମୀର, ହିମାଚଳ ପ୍ରଦେଶ ଓ ଉତରାଖଣ୍ଡ ପରି ରାଜ୍ୟରେ ପ୍ରବଳ ତୁଷାରପାତ ହୋଇଛି । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଂଚଳ । ଖସୁଛି ପାରଦ, ଥରୁଛି ଦେଶ…

ରାଜ୍ୟରୁ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ । ଏହାସହ ୩ ଲକ୍ଷ ୨୪ ହଜାର ୩୯୨ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ: ଆଜି ରାଜ୍ୟରୁ ୩୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୪୩୯୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଖୋର୍ଧାରୁ ୩୪ଜଣ, ସୁନ୍ଦରଗଡ଼ରୁ ୩୧ଜଣ,…

ବିହାରରେ ଜେଡିୟୁ ଓ ବିଜେପି ଭିତରେ ବଢୁଛି ତିକ୍ତତା ।  ବିଜେପିରେ ଜେଡ଼ିୟୁ ନେତା ସାମିଲ ହେବାକୁ ଗ୍ରହଣ…

କନକ ବ୍ୟୁରୋ : ବିହାରରେ ଜେଡିୟୁ ଓ ବିଜେପି ଭିତରେ ବଢୁଛି ତିକ୍ତତା । ଅରୁଣାଚଳରେ ଜେଡିୟୁ ନେତା ଦଳ ଛାଡି ବିଜେପିରେ ସାମିଲ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହିଁ ନୀତିଶ ସରକାର । ଏପରିକି ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ହେବାର ତାଙ୍କର ଇଚ୍ଛା…

ଚର୍ଚ୍ଚାରେ ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କ ଭାଷଣ । ବିଜେଡି ପ୍ରତିଷ୍ଠା ଦିବସରେ କହିଥିଲେ, ଥାନା ଓ…

କନକ ବ୍ୟୁରୋ :  ବିଜେଡି ନେତା ଅରୁପ ପଟ୍ଟନାୟକଙ୍କ ବୟାନକୁ ନେଇ ବିବାଦ । ଖୋର୍ଦ୍ଧାର ଏକ କାର୍ଯ୍ୟକ୍ରମରେ ଅରୁପ କହିଥିଲେ,  ଅନେକ ସମୟରେ ଥାନାକୁ ଗଲେ ମାମଲା ରୁଜୁ ହୁଏ ନାହିଁ, ଏବଂ ଡାକ୍ତରଖାନା ଗଲେ ଗୋଟିଏ ଗୋଡ ଖରାପ ଥିଲେ ଅନ୍ୟ ଗୋଡଟି କାଟି ଦିଆଯାଏ, ତେଣୁ ଜନତା ସହ ଥାନା କିମ୍ବା…

ସରକାରୀ ବାବୁ ବୋଲି କଣ କିଛି ମାନିବନି… । ନିୟମ ଉଲ୍ଲଂଘନ କରି ମହାପ୍ରଭୁଙ୍କ ଦର୍ଶନ କଲେ ସତ୍ୟବାଦୀ…

କନକ ବ୍ୟୁରୋ : ବଡବାବୁଙ୍କ ଦିଅଁ ଦର୍ଶନକୁ ନେଇ ବିବାଦ । ଶ୍ରୀମନ୍ଦିର ପ୍ରଶାସନର ନିୟମାବଳୀକୁ  ଅବମାନନା କରି ମନ୍ଦିର ଭିତରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜଣେ ପ୍ରଶାସନିକ ଅଧିକାରୀ । ସାଧାରଣ ଲୋକ ଆବଶ୍ୟକୀୟ ଡକ୍ୟୁମେଂଟ ଦେଖାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । କିନ୍ତୁ…