ସାବଧାନ ! ନାବାଳକ, ଗାଡି ଚଳାଇଲେ ଅଭିଭାବକ ଗଣିବେ ଫାଇନ୍ । ହୋଇପାରେ ୩ ବର୍ଷ ଜେଲ୍ । ନିୟମ ମନେପକାଇଦେଲା ରାଜ୍ୟ…
କନକ ବ୍ୟୁରୋ: ନାବାଳକଙ୍କ ପାଇଁ ବଡ ଖବର । ନାବାଳକ ଗାଡି ଚଳାଉଥିଲେ ସାବଧାନ । ଏଣିକି ବିନା ଲାଇସେନ୍ସରେ ଗାଡି ଚଳାଇଲେ ଦେବାକୁ ପଡିବ ଫାଇନ । ବିନା ଲାଇସେନ୍ସରେ ଗାଡି ଚଳାଇବା ନିଷେଧ । ନାବାଳକମାନେ ଗାଡି ଚଳାଇଲେ ସମ୍ପୃକ୍ତ ଅଭିଭାବକ କିମ୍ବା ଗାଡି ମାଲିକ ଦାୟୀ ହେବ । ନାବାଳକ ଗାଡି…