Daily Archives

December 2, 2020

ଆକାଉଣ୍ଟ ଦେଖିବ ଇଡି । ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି, ଆଇଟି…

କନକ ବ୍ୟୁରୋ: ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଂଟର ଯାଂଚ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଓ ଆୟକର ବିଭାଗ । ଏଥିପାଇଁ ଆୟକର ବିଭାଗ ଓ ଇଡିକୁ ଚିଠି ଲେଖିଛି ଭିଜିଲାନ୍ସ । ତଦନ୍ତ କରିବାବେଳେ ଆକାଶ ପାଠକଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଜମା ହୋଇଥିବା ପ୍ରମାଣ…

ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି । ଜମି ପାଇଁ ବୁଲିଲା ଖଣ୍ଡା କାତି, ଧସ୍ତାଧସ୍ତି ମାରପିଟ ହେଲେ ସୀମାନ୍ତବାସୀ ।

କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମାରେ ଧସ୍ତାଧସ୍ତି ସହ ମାରପିଟ୍ । ଓଡ଼ିଶା ସୀମାକୁ ପଶି ଆସି ଆନ୍ଧ୍ରର ବନ ବିଭାଗର ଏକ ଟିମ ଜମି ଚିହ୍ନଟ କରୁଥିଲେ । କୋରାପୁଟ ପଟାଙ୍ଗୀ ବ୍ଲକର ଜାମ୍ବୁଗୁଡ଼ା ଗାଁ ଲୋକେ ଏହାକୁ ବିରୋଧ କରିବାରୁ ସୀମାରେ ମାରପିଟ ହୋଇଥିଲା । ଆନ୍ଧ୍ରର ୪ଜଣଙ୍କୁ ଆଣି ଓଡ଼ିଶା…

କିଏ ନେଇଗଲା ଠାକୁରଙ୍କ ବେଶ ? ମହାପ୍ରଭୁଙ୍କ ବେଶ ସରିଲା, ହେଲେ ଚର୍ଚ୍ଚା ଥମିନି, ନାଗାର୍ଜୁନ ବେଶର କଦମ୍ବ ମାଳି ଫଟୋ…

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଘୁରି ବୁଲୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ବିଭିନ୍ନ ଅଂଶ । କୋଭିଡ୍ କଟକଣା ଯୋଗୁଁ ସାଧାରଣ ଲୋକ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ, କଟକଣା ଭିତରେ ହୋଇଥିଲା ଏହି ଦୁଲର୍ଭ ବେଶ । ନିଷ୍ପତି ଅନୁସାରେ ସଂପୂର୍ଣ୍ଣ ବେଶକୁ ଶ୍ରୀମନ୍ଦିର…

କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଦେଇ ଜାମିନ ପାଇବାକୁ ଜାଗୀ-ବୈଜୟନ୍ତ କରୁଛନ୍ତି କି ଉଦ୍ୟମ ? ସାରୁଅ ଜମି କେଳେଙ୍କାରୀ…

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ ନିଜ ଉପରୁ ଦୋଷ ଖସାଇଲେ ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା । ଏ ନେଇ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରି ଉଭୟ ପିଟିସନ ଦାଖଲ କରିଛନ୍ତି । ଏଥିରେ ସେମାନେ ଓଡିଶା ଇନଫ୍ରାଟେକର ତତକାଳୀନ ନିର୍ଦ୍ଦେଶକ ବିଭୁ ରଥ ଓ…

ରାମଦେବଙ୍କ ସାନଭାଇଙ୍କୁ ମିଳିଲା ବଡ ଦାୟିତ୍ୱ । ଦରମା ବାବଦକୁ ମିଳିବ ମାତ୍ର ୧ ଟଙ୍କା, ୪୩୫୦ କୋଟି ଟଙ୍କାର କମ୍ପାନିର…

କନକ ବ୍ୟୁରୋ : ରାମଦେବଙ୍କ ସାନ ଭାଇକୁ ପତଞ୍ଜଳି ଗ୍ରୁପରେ ବଡ ଦାୟିତ୍ୱ । ରାମଦେବଙ୍କ ସାନ ଭାଇ ରାମ ଭରତ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ରୁଚି ସୋୟା ବୋର୍ଡରେ ସ୍ଥାନ ମିଳିଛି । ରାମ ଭରତଙ୍କୁ କମ୍ପାନିର ଏମଡି କରାଯାଇଥିବା ବେଳେ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ କମ୍ପାନିର ଚେୟାରମ୍ୟାନ ପଦରେ…

ସେବାୟୟ କହିଲେ, ନବୀନ ଶୁଣିଲେ… ଲିଙ୍ଗରାଜ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ସିଧାକଥା ହେଲେ, ସମସ୍ୟା ଶୁଣିଲେ…

କନକ ବ୍ୟୁରୋ: ସେବାୟତ କହିଲେ, ନବୀନ ଶୁଣିଲେ । ଲିଙ୍ଗରାଜ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ସିଧାକଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାମ୍ରଯୋଜନାରେ ଯେତେବେଳେ ଶ୍ରୀଲିଙ୍କରାଜ ମନ୍ଦିର ପରିଦର୍ଶନ କରି ସୌନ୍ଦର୍ଯ୍ୟକରଣ ଅନୁଧ୍ୟାନ କରୁଥିଲେ ମୁଖ୍ୟମନ୍ତ୍ରୀ ସେହି ଅବସରରେ…