Daily Archives

December 21, 2020

ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ନୋଟିସ୍ । ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗରେ ଆସନ୍ତା…

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ମହିଳା କମିଶନ ନୋଟିସ ଜାରି କରିଛନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗ କ୍ରମେ ଏହି ନୋଟିସ ଜାରି କରାଯାଇଛି । ଅନୁଭବଙ୍କ ସହିତ ତାଙ୍କ ବାପା ଓ ମାଙ୍କୁ ମଧ୍ୟ ନୋଟିସ କରିଛି ମହିଳା କମିଶନ । ଆସନ୍ତା ୨୯ ତାରିଖରେ ୩ଜଣଙ୍କୁ…

ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଦ୍ୱିତୀୟ ଟେଷ୍ଟ ଉପରେ ନଜର । ଟିମରେ ପରିବର୍ତ୍ତନ ପାଇଁ ପରାମର୍ଶ । ପୃଥ୍ୱୀ ସ’ଙ୍କ…

କନକ ବ୍ୟୁରୋ : ଆଡିଲେଡ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩୬ରନର ସ୍କୋର ପରେ ଅଷ୍ଟ୍ରେଲିଆ ନିକଟରୁ ଭାରତର ଶୋଚନୀୟ ପରାଜୟ ହୋଇଛି । ଏଥିସହ ୪ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ପଛୁଆ ରହିଛି । ଏହି ପରାଜୟ ପରେ ଭାରତର ସମସ୍ୟା ବଢିଯାଇଛି । ମେଲବର୍ଣ୍ଣ ଟେଷ୍ଟରେ ପୃଥ୍ୱୀ ସଙ୍କ ସ୍ଥାନରେ କେଏଲ…

୨୬ଦିନରେ ପହଞ୍ଚିଲା ଚାଷୀଙ୍କ ଆନ୍ଦୋଳନ । ସବୁ ସୀମାରେ ଜଗିବସିଛନ୍ତି ପ୍ରଦର୍ଶନକାରୀ । ଦିନକୁ ଉପବାସରେ ରହୁଛନ୍ତି ୧୧ଜଣ…

କନକ ବ୍ୟୁରୋ : ଦିଲ୍ଲୀରେ ୨୬ଦିନ ହେଲା ଜାରି ରହିଛି କୃଷକ ଆନ୍ଦୋଳନ । ଚାଷୀ ମାନେ ତାଙ୍କ ଜିଦ୍ରେ ଅଟଳ ଥିବା ବେଳେ ଚାଷୀଙ୍କ ସହ ଆଲୋଚନା ପାଇଁ ପୁଣି ପ୍ରସ୍ତୁତ ଥିବା କହିଛନ୍ତି ସରକାର । କୃଷି ମନ୍ତ୍ରାଳୟ ଚାଷୀ ସଂଗଠନକୁ ଏକ ଚିଠି ଲେଖି ପୁର୍ନବାର କୃଷି ଆଇନ ପ୍ରସଙ୍ଗରେ ଆଲୋଚନା ପାଇଁ…

ବିଜେପିକୁ ପ୍ରଶାନ୍ତ କିଶୋରଙ୍କ ଚ୍ୟାଲେଞ୍ଜ । ଟ୍ୱିଟ କରି କହିଲେ, ପଶ୍ଚିମବଙ୍ଗ ନିର୍ବାଚନରେ ଦଳ ଦୁଇ ଅଙ୍କ ଡେଇଁଲେ…

କନକ ବ୍ୟୁରୋ : ରାଜନୀତିରେ ନମ୍ବର ଗେମକୁ ନେଇ ଚର୍ଚ୍ଚାରେ ରହୁଥିବା ବିଶିଷ୍ଟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବେ ପଶ୍ଚିମବଙ୍ଗକୁ ନେଇ କରିଛନ୍ତି ଆକଳନ । ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମମତାଙ୍କ ଗଡରେ ଧସେଇ ପଶିବାକୁ ସବୁ ଉଦ୍ୟମ କରୁଛି ବିଜେପି…

ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ରବିବାର ରାତିରେ ଭୋରାଙ୍କୁ ଦିଲ୍ଲୀର ଫୋର୍ଟିସ ଏସ୍କର୍ଟ ହସ୍ପିଟାଲରେ ଭର୍ତି କରାଯାଇଥିଲା ।  ସୋମବାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୋତିଲାଲ ଭୋରା ସାମ୍ବାଦିକତା…

ଓଡ଼ିଶାରେ ଶସ୍ତା ହେଲା କରୋନା ଟେଷ୍ଟ । ମାତ୍ର ଶହେ ଟଙ୍କାରେ କରିପାରିବେ ଆଣ୍ଟିଜେନ ପରୀକ୍ଷା । 

କନକ ବ୍ୟୁରୋ : ରାଜ୍ୟରେ ଶସ୍ତା ହେଲା କରୋନା ନମୁନା ପରୀକ୍ଷା  । ଏଣିକି ମାତ୍ର ଶହେ ଟଙ୍କାରେ ଘରୋଇ ଲାବରୋଟୋରୀରେ ହୋଇପାରିବ କରୋନା ନମୁନା ପରୀକ୍ଷା । ଆଂଟିଜେନ ପରୀକ୍ଷା ପାଇଁ ସର୍ବାଧିକ ମୂଲ୍ୟ ଶହେ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏହା ଭିତରେ ଜିଏସଟି ଅନ୍ତର୍ଭୁକ୍ତ ରହିଛି ।…