Daily Archives

December 7, 2020

ମାସ୍କ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତ ଦେଲେ ନିର୍ଦ୍ଦେଶ । ୨ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ…

କନକ ବ୍ୟୁରୋ: କରୋନା ସମୟରେ ପିପିଇ କିଟ୍, ମାସ୍କ ଓ ଔଷଧ କିଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ । ମାସ୍କ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ । ୨ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ…

ଆଧା ରହିଗଲା ପ୍ରଥମାଷ୍ଟମୀ । ପହଞ୍ଚି ପାରିଲାନି ନୂଆ ଜାମା । ଦୁର୍ଘଟଣାରେ ଆଖିବୁଜିଲେ ଅଜା, ପଢୁଆଁ ଅପେକ୍ଷାରେ…

କନକ ବ୍ୟୁରୋ: ଆଧା ରହିଗଲା ପ୍ରଥମାଷ୍ଟମୀ । ପହଞ୍ଚି ପାରିଲାନି ନୂଆ ଲୁଗା । ମାମୁ ଘରୁ ଆସୁଥିବା ପ୍ରଥମାଷ୍ଟମୀ ଭାର, ନୂଆ ଜାମା ଅଧାରେ ଅଟକିଗଲା ଆଉ ଜାମା ନେଇ ଆସୁଥିବା ଅଜାଙ୍କୁ ଯମ ନେଇଗଲା । ସଡକ ଦୁର୍ଘଟଣାରେ ଶିକାର ହେବା ପରେ ମାମୁଘରୁ ପଢୁଆଁ ଭାର ନେଇ ଆସୁଥିବା ଅଜା ଆଖି ବୁଜିଛନ୍ତି ।…

ସୁରଙ୍କ ଶୂନ୍ୟ ପୋଥି, ପୋଥି କହୁଥିଲା ଭବିଷ୍ୟତ? ସୁର ସାମ୍ରାଜ୍ୟର ସତ-ମିଛ କାହାଣୀ, ପଢ଼ନ୍ତୁ…

କନକ ବ୍ୟୁରୋ: ହିନ୍ଦୁ ଧର୍ମରେ ପୋଥିକୁ ନେଇ ଅନେକ କାହାଣୀ ରହିଛି । ଲୋକଙ୍କ ବିଶ୍ୱାସ ବି ରହିଛି । ବିଶ୍ୱାସ ରହିଛି ମହାପୁରୁଷ ମାନଙ୍କ ଦ୍ୱାରା ଲେଖାଯାଇଥିବା ପୋଥିରୁ ଭବିଷ୍ୟତ ବିଷୟରେ ଆମକୁ ସୂଚନା ଦିଆଯାଇଛି । ଏଥିପାଇଁ ବିଭିନ୍ନ ଦେବାଳୟରେ ପୋଥିକୁ ରଖି ପୂଜା କରାଯାଉଥିବା ଦେଖିବାକୁ…

ଭାରତ ବନ୍ଦ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ । ମୋଦୀ କହିଲେ, ପୁରୁଣା ଆଇନକୁ ନେଇ ଗଠନ ହୋଇ ପାରିବନି ନୂଆ…

କନକ ବ୍ୟୁରୋ: ଚାଷୀଙ୍କ ଭାରତ ବନ୍ଦର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ବୟାନ ରଖିଛନ୍ତି । କହିଛନ୍ତି- ପୁରୁଣା ଆଇନକୁ ନେଇ ନୂଆ ଶତାବ୍ଦୀର ଗଠନ ହୋଇପାରିବ ନାହିଁ । ବିକାଶ ପାଇଁ ସଂସ୍କାର ଦରକାର । ନୂଆ ସୁବିଧା ଏବଂ ନୂଆ ବ୍ୟବସ୍ଥା ପାଇଁ ସଂସ୍କାର ଆବଶ୍ୟକ ବୋଲି…

ଚାଷୀ ଆନ୍ଦୋଳନ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି । ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା, ଆଲୋଚନା…

କନକ ବ୍ୟୁରୋ: ଭାରତ ବନ୍ଦ ନେଇ ଚାଷୀଙ୍କୁ ବିଭିନ୍ନ ରାଜନୈତିକ ଦଳ ତରଫରୁ ସମର୍ଥନ ମିଳୁଥିବା ବେଳେ ଓଡିଶାରେ କଂଗ୍ରେସ ସମର୍ଥନ କରିଥିଲା । ଏହାରି ଭିତରେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଥିଲା । ଯଦିଓ ସକାଳେ ଦେବୀ ମିଶ୍ର କହିଥିଲେ, ବନ୍ଦକୁ ସମର୍ଥନ ନେଇ ସୁପ୍ରିମୋ ନିଷ୍ପତ୍ତି…

ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି । କାଲିର ‘ଭାରତ ବନ୍ଦ’କୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ନିର୍ଦ୍ଦେଶ…

କନକ ବ୍ୟୁରୋ: ଭାରତ ବନ୍ଦ ନେଇ ସତର୍କ ରହିବାକୁ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ରାଜ୍ୟ ଗୃହ ବିଭାଗ । କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ କରିବେ ଚାଷୀ ସଂଗଠନ । ବନ୍ଦ ବେଳେ ଗାଡ଼ି-ମଟର ଓ ଟ୍ରେନ୍ ଅଟକାଇବା ଆଶଙ୍କା । ପରିସ୍ଥିତିକୁ…