Daily Archives

December 16, 2020

ମୋ ବୋଉକୁ କ୍ୟାନ୍ସର, କେମିତି କରିବି ଚିକିତ୍ସା ? ପଖାଳ ଲୁଣରେ ପେଟ ପୂରୁଛି, ଚିକିତ୍ସା ପାଇଁ କେଉଁଠୁ ଆସିବ…

କନକ ବ୍ୟୁରୋ: ମଣିଷ କେତେ କଷ୍ଟରେ ରୁହେ ? ବଞ୍ଚିବାକୁ କେତେ ସଙ୍ଘର୍ଷ କରେ? ଆଉ କଅଁଳ ବୟସରେ କେମିତି ପରିବାର ପାଇଁ ଚିନ୍ତା କରିବାକୁ ପଡେ? ତାହା ଏ ପୁଅର କୋହଭରା କଥାରୁ ଆପଣ ଅନୁମାନ କରିପାରୁଥିବେ । ନିଜ କଷ୍ଟର କାହାଣୀ କହିବା ବେଳେ ଆଖି ଛଳଛଳ ହୋଇଯାଉଛି, କୋହ କଣ୍ଠ ଥରେଇ ଦେଉଛି ଆଉ…

ଆନ୍ଦୋଳନ ମଧ୍ୟରେ ଆଖୁ ଚାଷୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର । ୩୫୦୦ କୋଟିର ରପ୍ତାନି ରିଆତି, ୧୮ ହଜାର କୋଟିର…

କନକ ବ୍ୟୁରୋ : ଦିଲ୍ଲୀ ସୀମାରେ ଆଜିକୁ ୨୧ ଦିନ ହେବ ହଜାର ହଜାର ସଂଖ୍ୟାରେ କୃଷକ ସରକାରଙ୍କ ନୂତନ କୃଷିବିଲ୍ ବିରୋଧ କରି ଆନ୍ଦୋଳନରେ ବସିଥିବା ବେଳେ ଆଜି କେନ୍ଦ୍ର କ୍ୟାବିନେଟ ଆଖୁଚାଷୀଙ୍କୁ ବଡ ଉପହାର ଦେଇଛନ୍ତି । ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଶେଷରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ…

ସ୍ୱାଭିମାନ ଅଞ୍ଚଳରେ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ହେବ ସ୍ୱତନ୍ତ୍ର ସ୍କୁଲ । ମାଲକାନଗିରିର ବଣ୍ଡାଘାଟି, ଅଞ୍ଚଳରେ ସ୍ଥିତି…

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ହବ ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ। ଆଗାମୀ ୪ ମାସ ମଧ୍ୟରେ ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର ସେନ୍ସସ କରାଯାଇ ଭିନ୍ନକ୍ଷମ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ଲାଗି ଅଣ୍ଟା ଭିଡିଛି ଭିନ୍ନକ୍ଷମ କମିଶନ। ବିଶେଷ କାରି ମାଲକାନଗିରି ଜିଲ୍ଲାର…

ଆତ୍ମହତ୍ୟା ଉଦ୍ୟମ କରିଥିବା ବିଦ୍ୟାଶ୍ରୀଙ୍କ ଅବସ୍ଥା ଗୁରୁତର । ନିଦ ବଟିକା ଖାଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ । 

କନକ ବ୍ୟୁରୋ : ଆତ୍ମହତ୍ୟା ଉଦ୍ୟମ କରିଥିବା ବିଦ୍ୟାଶ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଏସସିବିରେ ତାଙ୍କ ଚିକିତ୍ସା ଜାରି ରହିଛି । ଆଜି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଆତ୍ମହତ୍ୟା କରିଥିବା…

ନୂଆ ମେଡିକାଲ କଲେଜ ଖୋଲିବା ନେଇ କ୍ୟାବିନେଟ ନିଷ୍ପତି ପରେ ଆରମ୍ଭ ହେଲା ଶ୍ରେୟ ରାଜନୀତି । ବିଜେପି କହିଲା, ୬୦…

କନକ ବ୍ୟୁରୋ : ଯାଜପୁର ଓ ପୁରୀରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । ବିଜେପି କହିଛି, ଏ ନେଇ  ସରକାରଙ୍କ କୌଣସି ବଜେଟ ନାହିଁ କି ଇଚ୍ଛା ନାହିଁ । ହେଲେ କେନ୍ଦ୍ର ସରକାରଙ୍କ ଯୋଜନାକୁ କିଭଳି ହଡପ କରିବେ ସେ ନେଇ ଯୋଜନା…

ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ବିଦ୍ୟାଶ୍ରୀ । ଫେସବୁକରେ ସେୟାର କଲେ ଲାଇଭ ଭିଡିଓ ।

କନକ ବ୍ୟୁରୋ : ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ୩୦ଟି ନିଦ ବଟିକା ଖାଇ ନିଜ କଟକ ସ୍ଥିତ ଘରେ ବିଦ୍ୟାଶ୍ରୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ ପରେ ବିଦ୍ୟାଶ୍ରୀଙ୍କୁ…