Daily Archives

December 11, 2020

କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ ? ପାୱାର କରିଡରରେ ଆରମ୍ଭ ହେଲା ଚର୍ଚ୍ଚା, ଡିସେମ୍ବର ୩୧ରେ ସରିବ ଅସିତ ତ୍ରିପାଠୀଙ୍କ…

କନକ ବ୍ୟୁରୋ : ନୂଆବର୍ଷରେ ନୂଆ ଶାସନ ମୁଖ୍ୟ । କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ, ଏହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅସିତ ତ୍ରିପାଠୀଙ୍କ ଜାଗା କିଏ ନେବେ ତାକୁ ନେଇ ଜୋରଦାର ଲବି ହେଲାଣି । ବିଶେଷ କରି ଦୁଇଟି ନାଁ ଚର୍ଚ୍ଚାର ଆଗରେ ରହିଛି । ଜଣେ ହେଉଛନ୍ତି ବର୍ତମାନର…

୧୬ ଦିନରେ ପହଞ୍ଚିଲା ଚାଷୀ ଆନ୍ଦୋଳନ, ବାହାରୁନି ସମାଧାନର ବାଟ । ସୁପ୍ରିମକୋର୍ଟକୁ ଗଲେ ଭାରତୀୟ କିଷାନ୍ ୟୁନିୟନ୍,…

କନକ ବ୍ୟୁରୋ : ୧୬ଦିନରେ ପହଞ୍ଚିଛି ଚାଷୀଙ୍କ ଆନ୍ଦୋଳନ । ସରକାରଙ୍କ ସହ ତୁହାକୁ ତୁହା ଆଲୋଚନା ପରେ ବି ସମାଧାନର ବାଟ ବାହାରୁନାହିିଁ । ଏହାରି ଭିତରେ ଆଜି କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଭାରତୀୟ କିଷାନ ୟୁନିଅନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସରକାରଙ୍କ ଦ୍ୱାରା…

ନାସାର ଚନ୍ଦ୍ର ଅଭିଯାନରେ ସାମିଲ ହେଲେ ଭାରତୀୟ ଆମେରିକୀୟ ଆଷ୍ଟ୍ରୋନଟ ରାଜା ଚାରି । ରାଜାଙ୍କ ସମେତ ୧୮ଜଣଙ୍କ ନାଁ…

କନକ ବ୍ୟୁରୋ : ନାସାର ଆର୍ଟେମିଜ ଚନ୍ଦ୍ର ଅଭିଯାନରେ ସାମିଲ ହେଲେ ଭାରତୀୟ ଆମେରିକୀୟ ମହାକାଶଚାରୀ ରାଜା ଚାରି । ଆମେରିକା ବାୟୁସେନାରେ କର୍ଣ୍ଣେଲ ଭାବେ କାର୍ଯ୍ୟରତ ରାଜା ଚାରିଙ୍କ ସମେତ ୧୮ଜଣଙ୍କ ନାଁ ଘୋଷଣା କରିଛି ନାସା । ଏହି ଟିମରେ ଅଧାରୁ ଅଧିକ ମହିଳା ମହାକାଶଚାରୀ ରହିଛନ୍ତି । ଏହି…

ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖୁସି ଖବର । ଦଳକୁ ଫେରିବେ ରୋହିତ ଶର୍ମା, ସେପଟେ ଅନୁଷ୍କାଙ୍କ ଡେଲିଭେରି…

କନକ ବ୍ୟୁରୋ : ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଫିଟନେସ୍ ଟେଷ୍ଟ ପାସ୍ କଲେ ରୋହିତ ଶର୍ମା । ଆଇପିଏଲରେ ଆହତ ହେବା ପରେ ଦିନିକିଆ ଓ ଟି-ଟ୍ୱେଂଟିରୁ ବାଦ୍ ପଡିଥିଲେ ରୋହିତ । ଏବେ ପୁଣି ସେ ଟିମକୁ ଫେରିବେ । ନିଜର ଫିଟନେସ୍ ପାଇବା ପାଇଁ ବାଙ୍ଗାଲୋରର ଜାତୀୟ କ୍ରିକେଟ…

କରୋନା ମୃତ୍ୟୁରେ ଆମେରିକାର ଅଲୋଡା ରେକର୍ଡ । ଗୋଟିଏ ଦିନରେ ୩ହଜାରରୁ ଅଧିକ ମୃତ, ୨ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ।

କନକ ବ୍ୟୁରୋ : କରୋନା ଭୂତାଣୁ ସାମ୍ନାରେ ଅସହାୟ ହୋଇପଡିଛି ସୁପରପାୱାର ଆମେରିକା । ଦେଶରେ କରୋନା ସ୍ଥିତି ବିଗୁଡୁଥିବା ବେଳେ ଆମେରିକା କରିଛି ଅଲୋଡା ରେକର୍ଡ । ଲଗାତର ଭାବେ ଦୁଇ ଦିନ ହେଲା ଭୂତାଣୁ ସଂକ୍ରମଣରେ ୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଗୋଟିଏ ଦିନରେ ୨ଲକ୍ଷରୁ ଅଧିକ…

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ ଘଟଣାରେ ମୁହାଁମୁହିଁ ବିଜେପି-ଟିଏମସି । ପଶ୍ଚିମବଙ୍ଗ…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣକୁ ନେଇ ଦୁଇ ଦିନ ହେଲା ଦୋହଲୁଛି ଜାତୀୟ ରାଜନୀତି । ଆକ୍ରମଣ ଘଟଣାରେ ଟିଏମସି ସମ୍ପୃକ୍ତି ଅଭିଯୋଗ କରିବା ପରେ ଜୋରଦାର ହୋଇଛି ଆରୋପ ପ୍ରତ୍ୟାରୋପ । ସେପଟେ ଆକ୍ରମଣ ଘଟଣାରେ ୩ଟି ମାମଲା…