Daily Archives

December 12, 2020

ଭୁବନେଶ୍ୱରର ବିଭିନ୍ନ ବାରରେ କମିଶନରେଟ ପୋଲିସର ଚଢାଉ । କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : ରାଜଧାନୀରେ ରାତି ଅଧିଆ ଚଢଉ । ସହରରେ ଏକାଧିକ ବାର ଓ ରେଷ୍ଟୁରାଂଟ ଉପରେ ଆଜି କମିଶନରେଟ୍ ପୁଲିସର ଚଢଉ । କୋଭିଡ୍ ନିୟମ ଉଲ୍ଲଂଘନ କରି ଚାଲିଥିଲା ବାର ଓ ଏଠାରେ ନିଶାସେବନ ଚାଲିଥିବା ଜଣାପଡିଛି । କ୍ୟାପିଟାଲ ଓ ଖାରବେଳ ଥାନା ଅଂଚଳରେ ଥିବା ୮ଟି ବାରରେ ଚଢଉ ହୋଇଛି ।…

ବିଶ୍ୱର ସବୁଠାରୁ ଥଣ୍ଡା ସ୍କୁଲ । -୫୧ ଡିଗ୍ରୀ ଶୀତରେ ବି ଚାଲିଛି ସ୍କୁଲ । ହାଡଭଙ୍ଗା ଶୀତରେ ପିଲା ଯାଉଛନ୍ତି ସ୍କୁଲ,…

କନକ ବ୍ୟୁରୋ : ସମସ୍ତେ ଥଣ୍ଡାକୁ ପସନ୍ଦ କରନ୍ତି । ଆଉ ବରଫ ପଡୁଥିବା ସ୍ଥାନକୁ ଯିବାକୁ ଭଲପାଆନ୍ତି । ହେଲେ ଏଠାରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହା କେତେ କଷ୍ଟଦାୟକ ତାହା କେବେ ବି ଆମ ମନରେ ଆସି ନଥାଏ । ଆଉ ଏଠାରେ ଲୋକମାନେ ଥଣ୍ଡା ସହ ବଞ୍ଚିବାକୁ ସଂଘର୍ଷ କରିଥାନ୍ତି । ସାଇବେରିଆ,…

ଶ୍ରୀନଗରରେ ପ୍ରବଳ ହିମପାତ । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସହର । ରାସ୍ତା ଉପରେ ଜମିଗଲାଣି ଦେଢଫୁଟର ଆସ୍ତରଣ ।…

କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜମ୍ମୁକଶ୍ମୀରରୁ ଆସିଛି ବରଫପାତର ଚିତ୍ର । ଶ୍ରନଗରରେ ବର୍ଷର ପ୍ରଥମ ବଡଧରଣର ବରଫ ବର୍ଷା ହୋଇଛି । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ସହର । ରାସ୍ତା ଉପରେ…

ସେଞ୍ଚୁରି ମାରିଲେ ଡିଫେନ୍ସ ମ୍ୟାନ୍ । ଶହେତମ ଜନ୍ମଦିନ ପାଳନ କଲେ କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲ । ନୌସେନା,…

କନକ ବ୍ୟୁରୋ : ଶହେ ବର୍ଷ ପୂରଣ କଲେ କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲ । ପ୍ରିଥିପାଲ ହେଉଛନ୍ତି ଏମିତି ଜଣେ ଅଧିକାରୀ ଯିଏ ଭାରତୀୟ ନୌସେନା, ବାୟୁସେନା ଓ ସ୍ଥଳସେନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି । ସେ ପ୍ରଥମେ ବ୍ରିଟିଶ ଶାସନ ଅଧିନରେ ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ଯୋଗ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକରେ ଖୋଲିଲା କଂଗ୍ରେସର ଗୁମର । ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ରେ…

କନକ ବ୍ୟୁରୋ : ୨୦୧୪ରେ କଂଗ୍ରେସର ପରାଜୟ ପାଇଁ ସୋନିଆ ଗାନ୍ଧୀ ଓ ମନମୋହନ ସିଂ ଦାୟୀ । ଏପରି ଚାଂଚଲ୍ୟକର ତଥ୍ୟ ଲେଖିଯାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ସେ ତାଙ୍କର ଅନୁଭୂତିର ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ର ଅନ୍ତିମ ସଂସ୍କରଣରେ ଏହା ଲେଖିଛନ୍ତି । ଏକାଧିକ…

୧୭ଦିନରେ ଚାଷୀଙ୍କ ଆନ୍ଦୋଳନ । ଟୋଲ ପ୍ଲାଜାରେ ଯାତାୟତ ବନ୍ଦ କଲେ ଆନ୍ଦୋଳନରତ ଚାଷୀ । ସେପଟେ ୧୪ତାରିଖରେ ଦେଶବ୍ୟାପୀ…

କନକ ବ୍ୟୁରୋ : ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଏବେ ଟୋଲ ପ୍ଲାଜା ଗୁଡିକ ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ସହ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ଏଯାଏଁ କୌଣସି ସମାଧାନର ବାଟ ଫିଟିନାହିଁ । ଏଣୁ ଦିଲ୍ଲୀର ୫ଟି ପ୍ରବେଶ ପଥରେ ଅଡି ବସିଛନ୍ତି ଚାଷୀ । ଏପରିକି ଶନିବାର ଦିନ…