Daily Archives

December 24, 2020

ଦସ୍ତଖତ ନେଇ ପହଞ୍ଚିଲା ହାତ… ନୂଆ କୃଷି ଆଇନ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ । ୨ କୋଟି…

କନକ ବ୍ୟୁରୋ: ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ୨୯ଦିନରେ ପହଂଚିଥିବା ବେଳେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ ନେତୃତ୍ୱ । ନୂଆ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ରାଷ୍ଟ୍ରପତିଙ୍କୁ ୨ କୋଟି ଚାଷୀଙ୍କ ଦସ୍ତଖତ ଥିବା ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଇନକୁ ପ୍ରତ୍ୟାହାର…

୨୯ ଦିନରେ ଚାଷୀ ଆନ୍ଦୋଳନ । ଆନ୍ଦୋଳନ ବନ୍ଦ ପାଇଁ ଆଲୋଚନା କରିବାକୁ ପୁଣି ଚାଷୀ ସଂଗଠନକୁ ଚିଠି ଲେଖି ଡାକିଲେ ସରକାର ।

କନକ ବ୍ୟୁରୋ: ଆନ୍ଦୋଳନକାରୀ ଚାଷୀଙ୍କୁ ପୁଣି ଏକ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଆଗାମୀ ଆଲୋଚନା ପାଇଁ ତାରିଖ ଓ ସମୟ ସ୍ଥିର କରିବାକୁ ଏଥିରେ ଚାଷୀମାନଙ୍କୁ କୁହାଯାଇଛି । ଏହାସହ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଚିଠିରେ ଉଲ୍ଳେଖ ରହିଛି ।…

କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ଅସିତ ତ୍ରିପାଠୀଙ୍କ ସ୍ଥାନ ନେବ କିଏ ? ପାୱାର କରିଡରରେ ଚର୍ଚ୍ଚା । ରେସର…

କନକ ବ୍ୟୁରୋ: କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଏନେଇ ପାୱାର କରିଡରରେ ଚର୍ଚ୍ଚା । ଅସିତ ତ୍ରିପାଠୀଙ୍କ ଜାଗା କିଏ ନେବ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ମୁଖ୍ୟ ଶାସନ ସଚିବ ରେସରେ ଅଛନ୍ତି ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ତଥା ବର୍ତମାନର ଉନ୍ନୟନ କମିଶନର ସୁରେଶ…

କୋକେଇରେ ଶୋଇଛନ୍ତି ବାପା, ଅନ୍ତିମ ଶଯ୍ୟାରେ ଚିକିତ୍ସା କରି ବାପାଙ୍କ ଇଚ୍ଛା ପୂରଣ କଲା ଡାକ୍ତରୀ ପଢ଼ିଥିବା ପୁଅ ।…

କନକ ବ୍ୟୁରୋ: କୋକେଇରେ ବାପା, ଷ୍ଟେଥୋ ପକାଇ ନିଶ୍ୱାସ ଖୋଜୁଛି ପୁଅ । କାଳେ ବାପା ବଞ୍ଚିଥିବେ ସେଇ ଆଶାରେ ବାପାଙ୍କ ଛାତିରେ ଜୀବନ ଅଣ୍ଡାଳୁଛି ଡାକ୍ତରୀ ପୁଅ । ପୂରା କାହାଣୀ ଜାଣିଲେ ଆପଣଙ୍କ ଆଖିର ଲୁହ ଝରିପଡ଼ିବ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମିଳିଛି ରାୟଗଡ଼ା ଜିଲ୍ଳା…

ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ କଳାପତାକା ପ୍ରଦର୍ଶନ । ଭରତପୁରରେ ସ୍ଥାନୀୟ ବିଜେପି କର୍ମୀ ଦେଲେ ଗୋ ବ୍ୟାକ୍…

କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନସଂପର୍କ ପଦଯାତ୍ରାରେ ଦେଖିବାକୁ ମିଳିଛି ଏଭଳି ବିରୋଧ ପ୍ରଦର୍ଶନ । ରାଜଧାନୀ ଉପକଣ୍ଠ ଭରତପୁରରେ ସାଂସଦ ଅପରାଜିତା ଜନସଂପର୍କ ପଦ ଯାତ୍ରା କରୁଥିବା ବେଳେ କିଛି ସ୍ଥାନୀୟ ବିଜେପି କର୍ମୀ ଅପରାଜିତାଙ୍କୁ ଗୋ ବ୍ୟା ଗୋ ବ୍ୟାକ ଅର୍ଥାତ…

ଭାରତୀୟ କ୍ରିକେଟ ଟିମରେ ଖେଳିବ କିଏ, ବାଛିବେ ଓଡ଼ିଆ ପୁଅ ଦେବାଶିଷ ମହାନ୍ତି ।

କନକ ବ୍ୟୁରୋ : ଓଡ଼ିଶା କ୍ରିକେଟ ପାଇଁ ଖୁସିଖବର । ଏଣିକି ଭାରତୀୟ କ୍ରିକେଟ ଟିମ ବାଛିବେ ଓଡ଼ିଆ ପୁଅ ତଥା ପୂର୍ବତନ ଭାରତୀୟ କ୍ରିକେଟର ଦେବାଶିଷ ମହାନ୍ତି । ଭାରତୀୟ କ୍ରିକେଟ ଦଳର ଜାତୀୟ ଚୟନ କମିଟିରେ ସ୍ଥାନ ପାଇଛନ୍ତି ଦେବାଶିଷ । ଆଜି ବିସିସିଆଇର କ୍ରିକେଟ ଆଡଭାଇଜରି କମିଟି ଦେବାଶିଷଙ୍କ…