Daily Archives

December 25, 2020

କାଲି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଭାରତ । ଡେବ୍ୟୁ କରିବେ ଶୁଭମନ ଗିଲ,…

କନକ ବ୍ୟୁରୋ : କାଲି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଭାରତୀୟ ଟିମରେ କିଛି ପରିବର୍ତ୍ତନ ହୋଇଛି । ଦଳ ଏହି ମ୍ୟାଚରେ ବିଜୟ ଲକ୍ଷ୍ୟରେ ରହିବ । କାରଣ ୪ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚରେ ଯଦି…

ପ୍ରଭୁଙ୍କୁ ଦେଖିବେ ପୁରୀବାସୀ । କାଲି ପୁରୀ ସହରବାସୀଙ୍କୁ ଦର୍ଶନ ଦେବେ କାଳିଆ ଠାକୁର ।

କନକ ବ୍ୟୁରୋ: କାଲିଠାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସୁଯୋଗ ପାଇବେ ପୁରୀ ସହରବାସୀ । ୱାର୍ଡୱାରୀ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା । ଦର୍ଶନ ପାଇଁ ଚିରକୁଟି ଓ ପରିଚୟପତ୍ର ବାଧ୍ୟତାମୂଳକ । ଚିରକୂଟ ପାଇନଥିଲେ ଜଗନ୍ନାଥ ବଲ୍ଲଭରେ ପରିଚୟପତ୍ର ଦେଇ ନେବେ । କେହି ଯେପି ଦର୍ଶନରୁ ବଞ୍ଚିତ…

ଓଡିଶା ପାଇଁ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ୪୦୬ ଆକ୍ରାନ୍ତ ।

କନକ ବ୍ୟୁରୋ: ରାଜ୍ୟରେ ଆଜି କରୋନାରୁ ୪୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୭୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।…

ଡାକ୍ତରୀ ପଢ଼ିବା ନିଶା ଆଗରେ ହାର ମାନିଲା ବୟସ । ୬୪ ବର୍ଷ ବୟସରେ ବୁର୍ଲା ଭିଏସଏସ୍ ମେଡ଼ିକାଲ କଲେଜରେ ନାଁ ଲେଖାଇଲେ ଜୟ…

କନକ ବ୍ୟୁରୋ : ଅବସର ବୟସ ୬୦ । ଚାକିରି ଜୀବନରୁ ଅବସର ନେଇଗଲା ପରେ ମଣିଷ ପରିବାର ସହ ସମୟ ବିତାଇବାକୁ ପସନ୍ଦ କରେ । ନାତିନାତୁଣୀଙ୍କ ଗହଣରେ ଦିନ କାଟିବାକୁ ପସନ୍ଦ କରେ । ହେଲେ ଆଜି ଆମେ ଏମିତି ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ କଥା କହିବାକୁ ଯାଉଛୁ, ଯିଏ ପାଠ ବଢ଼ିବାକୁ ମନ…

ନାବାଳକ ହେଲେ ବି ପରୀ ହତ୍ୟାକରୀକୁ ମିଳିନପାରେ ନିସ୍ତାର । ନିର୍ଭୟାକାଣ୍ଡ ପରେ ବଦଳିଛି ଜୁଭେନାଇଲ ଆକ୍ଟ । ୧୬ରୁ ୧୮…

କନକ ବ୍ୟୁରୋ : କୁନି ଝିଅ ପରୀକୁ ଯେଉଁଭଳି ନିର୍ମମ ଭାବେ ହତ୍ୟା କରାଯାଇଛି, ଏହାକୁ ନେଇ ସାଧାରଣରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏଭଳି ଜଘନ୍ୟ କାର୍ଯ୍ୟ କରିଥିବା ସଇତାନ କ’ଣ ଦଣ୍ଡ ପାଇବ, ଏହା ଉପରେ ସମସ୍ତଙ୍କ ନଜର ରହିଛି । ଅଭିଯୁକ୍ତ ସରୋଜ ସେଠୀଙ୍କ ବିରୋଧରେ ଲାଗିଛି ବିଭିନ୍ନ…

ନୂଆବର୍ଷରେ ରାଜ୍ୟ ପାଇବ ନୂଆ ମୁଖ୍ୟ ଶାସନ ସଚିବ । ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି । ଅବସର…

କନକ ବ୍ୟୁରୋ : ମୁଖ୍ୟ ଶାସନ ସଚିବ ପଦରୁ ଡିସେମ୍ବର ୩୧ରେ ଅସିତ ତ୍ରିପାଠୀ ଅବସର ନେଉଥିବା ବେଳେ ତାଙ୍କ ସ୍ଥାନ କିଏ ନେବ, ଏ ନେଇ ପାୱାର କରିଡରରେ କିଛି ଦିନ ଧରି ଜୋରଦାର ଚର୍ଚ୍ଚା ଚାଲିଥିଲା । ତେବେ ଏହି ଚର୍ଚ୍ଚାର ଅବସାନ ଘଟିଛି । ୧୯୮୬ ବ୍ୟାଚର ଆଇଏଏସ ଅଫିସର ତଥା ବର୍ତମାନର ଉନ୍ନୟନ…