Daily Archives

December 1, 2020

ସେରମ୍ ଇନଷ୍ଟିଚ୍ୟୁଟର ବଡ଼ ଦାବି । କୋଭିସିଲ୍ଡ ଟୀକା ସୁରକ୍ଷିତ ଏବଂ ପ୍ରତିରୋଧକଶକ୍ତି ଯୁକ୍ତ ।

କନକ ବ୍ୟୁରୋ: କରୋନା ଟିକାକୁ ସାରା ବିଶ୍ୱ ଅପେକ୍ଷା କରିଥିବା ବେଳେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କହିଛି, ଏହାଦ୍ୱାରା ପ୍ରସ୍ତୁତ ଟିକା-କୋଭିଡସିଲଡ ସୁରକ୍ଷିତ ଏବଂ ପ୍ରତିରୋଧଶକ୍ତି ଯୁକ୍ତ । ଏଥିସହିତ ସେରମ ପକ୍ଷରୁ ଆହୁରି କୁହାଯାଇଛି, ଜଣେ ଭଲ୍ୟୁଂଟରଙ୍କ କ୍ଷେତ୍ରରେ ଦେଖାଦେଇଥିବା…

ଓଡ଼ିଶା ପାଇଁ ଭଲ ଖବର: ରାଜ୍ୟରୁ ଏକାଥରେ ୬୬୯ ଆକ୍ରାନ୍ତ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ୭୩୪କୁ…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ କ୍ରମାଗତ ଭାବେ କମୁଛି କରୋନାର କୋପ । ଆଜି ରାଜ୍ୟରୁ ୬୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । Another 669 Covid patients have recovered and are…

ଚାଇନିଜ୍ ଓ ଋଷୀୟ ଭାଷାରେ ବିଶିଷ୍ଟ କଥାକାର ମନୋଜ ଦାସଙ୍କ କାହାଣୀ । ଦେଶର ୧୦ ଜଣ ଲେଖକଙ୍କ କୃତି ମଧ୍ୟରେ ସ୍ଥାନ ପାଇଲା…

କନକ ବ୍ୟୁରୋ: ଋଷ ଓ ଚୀନରେ ମନୋଜ ଦାସଙ୍କ କାହାଣୀ । ରୁଷୀୟ, ଚାଇନିଜ ଓ ଇଂରାଜୀ ଭାଷାରେ ଅନୁବାଦ ହୋଇଛି ବରିଷ୍ଠ ଲେଖକ ମନୋଜ ଦାସଙ୍କ କଥା ଓ କାହାଣୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ୨୦୧୯ ଜୁନରେ ଏସ୍ସିଓ ସମିଟ୍ରେ ୧୦ ଜଣ ଭାରତୀୟ ସାହିତ୍ୟକଙ୍କର ଭାରତୀୟ ଭାଷାର ଶ୍ରେଷ୍ଠ ସାହିତ୍ୟ…

ଟାଟା ଟେକିଦେଲା ହାତ : କମ୍ପାନୀର ସ୍ପଷ୍ଟୀକରଣ, ଟାଟା ମୋଟର୍ସରେ ଚାକିରି କରିନଥିଲେ ଆକାଶ ପାଠକ । ଓଡ଼ିଶାର ୫ଟି…

କନକ ବ୍ୟୁରୋ: ଆକାଶ ପାଠକଙ୍କୁ ନେଇ ବ୍ରହ୍ମପୁରରେ ତନାଘନା କରୁଛି କ୍ରାଇମବ୍ରାଂଚ । ଟାଟା ମୋଟର୍ସରେ ନିଯୁକ୍ତି ନେଇ ହୋଇଥିବା ଠକେଇ ତଦନ୍ତ କରିଛନ୍ତି । କ୍ରାଇମବ୍ରାଂଜ ଡିଏସପି ବିକାଶଙ୍କ ନେତୃତ୍ୱରେ ୯ ଜଣିଆ ଟିମ ତଦନ୍ତ କରିଛନ୍ତି । ସେପଟେ ଆକାଶ ପାଠକ ଠକେଇ ପ୍ରସଙ୍ଗରେ ସ୍ପଷ୍ଟିକରଣ…

ଆକାଶ ପାଠକଙ୍କ ପାଇଁ ବଢିଲା ଅଡୁଆ । ସ୍କାଏ କିଙ୍ଗ ଆଣିଲା ବଡ ଅଭିଯୋଗ । ୬୫ ଲକ୍ଷର ଟିକେଟ୍ ଟଙ୍କା ଠକି ଆକାଶରେ…

କନକ ବ୍ୟୁରୋ: ପାଠକ ବାପାପୁଅଙ୍କ ପାଇଁ ବଢିଲା ଅଡୁଆ । ଆକାଶ ପାଠକଙ୍କ ନାଁରେ ଭୁବନେଶ୍ୱର ଖାରବେଳ ନଗର ଥାନାରେ ଅଭିଯୋଗ କରିଛି ସ୍କାଇ କିଙ୍ଗ କଂପାନୀ । ସ୍କାଇ କିଙ୍ଗର ମାନେଜିଂ ପାଟର୍ନର ପ୍ରଭାସ କୁମାର ଚୌଧୁରୀ ଅଭିଯୋଗ କରିଛନ୍ତି । ଟ୍ରେନ୍, ବିମାନ ଓ ଚାର୍ଟର ବିମାନ ଟିକେଟ୍ ବାବଦରେ ୬୫…

ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଆରମ୍ଭ । ନୟାଗଡ ଯଦୁପୁରରେ ପହଁଚି ଛାନଭିନ୍ କଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

କନକ ବ୍ୟୁରୋ: ନୟାଗଡର ନିଷ୍ପାପ ନାବାଳିକା ପରୀ ମୃତ୍ୟୁ ମାମଲାର ତନାଘନା ଆରମ୍ଭ ହୋଇଛି । ବରିଷ୍ଠ ଆଇପିଏସ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଏସଆଇଟି ଟିମ୍ ଆଜି ଯଦୁପୁର ଯାଇ ତଦନ୍ତ କରିଛନ୍ତି । କିଏ କାହିଁକି ଜଣେ ନୀରିହ ନାବାଳିକାକୁ ହତ୍ୟା କଲା, ତାହାର ଉତର ଖୋଜିବା ଆରମ୍ଭ କରିଛି…