Daily Archives

December 23, 2020

୨୮ଦିନରେ କୃଷକଙ୍କ ଆନ୍ଦୋଳନ । ପୁଣି ଆଲୋଚନା ପାଇଁ ଚାଷୀ ସଂଗଠନକୁ ଡାକିଲେ ସରକାର, ଜିଦରେ ଅଟଳ ଚାଷୀ

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ୨୮ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ପରେ ବି ସମାଧାନ ବାଟ ଫିଟୁନାହିଁ । ଏହାରି ଭିତରେ ପୁଣି ଚାଷୀଙ୍କୁ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ସେପଟେ ଡିସେମ୍ବର ୨୫ତାରିଖରେ ୬ଟି ରାଜ୍ୟର…

ଚୀନ୍ ସହ ବିବାଦ ମଧ୍ୟରେ ଆର୍ମି ମୁଖ୍ୟଙ୍କ ଲଦାଖ ଗସ୍ତ । ଶୂନ ଡିଗ୍ରୀ ତାପମାତ୍ରାରେ ମୁତୟନ ସୈନିକଙ୍କ ସହ କଲେ ଆଲୋଚନା

କନକ ବ୍ୟୁରୋ : ଚୀନ୍ ସହ ବିବାଦ ମଧ୍ୟରେ ଲଦାଖ ଗସ୍ତ କରିଛନ୍ତି ଆର୍ମି ମୁଖ୍ୟ ଜେନରୋଲ ମନୋଜ ମୁକୁନ୍ଦ ନରଭଣେ । ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ତଟ ଅଂଚଳ ପରିଦର୍ଶନ କରି ବାସ୍ତବ ନିୟନ୍ତ୍ରଣ ରେଖା ଅଂଚଳର ସ୍ଥିତି ସମୀକ୍ଷା କରିଛନ୍ତି ସେନା ମୁଖ୍ୟ । ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ସେନା…

ଧାରା ୩୭୦ ଉଚ୍ଛେଦ ପରେ ଘାଟୀରେ ପ୍ରଥମ ନିର୍ବାଚନ ଫଳାଫଳ । ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ବିଜେପି ଦଖଲରେ ଜମ୍ମୁ,…

କନକ ବ୍ୟୁରୋ : ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଂଟର ବାଜିମାତ । ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱାଧିନ ଗୁପକାର ମେଂଟ ଜମ୍ମୁକଶ୍ମୀରରେ ଆୟୋଜିତ ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ବାଜିମାତ କରିଛି । ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଏହି କେନ୍ଦ୍ର…

ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଜମ୍ମୁକଶ୍ମୀର ଗାନ୍ଦେରବଲ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ…

କନକ ବ୍ୟୁରୋ : ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନଡେ ଆକ୍ରମଣ । ଜମ୍ମୁକଶ୍ମୀର ଗାନ୍ଦେରବଲ ଅଂଚଳରେ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡ ହୋଇଥିବା ବେଳେ ୩ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଆହତ ୩ଜଣ ଯବାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ…

ପଶ୍ଚିମବଙ୍ଗ ରାଜନୈତିକ ଲଢେଇ ପୁଣି ହିଂସାତ୍ମକ ରୂପ ନେଇଛି । ମେଦିନାପୁରରେ ବିଜେପି ଓ ଟିଏମି ସମର୍ଥକଙ୍କ ମଧ୍ୟରେ…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଜନୈତିକ ଲଢେଇ ପୁଣି ହିଂସାତ୍ମକ ରୂପ ନେଇଛି । ଆଜି ପୂର୍ବ ମେଦିନାପୁରରେ ବିଜେପି ଓ ଟିଏମି ସମର୍ଥକଙ୍କ ମଧ୍ୟରେ ରକ୍ତାକ୍ତ ସଂର୍ଘଷ ହୋଇଛି । ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ସମର୍ଥକ ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ବିବାଦ…

ସୁନ୍ଦରଗଡ଼ରେ ଧାନ ବିକ୍ରି ବେଳେ ଚାଷୀଙ୍କୁ ଲୁଟୁଛନ୍ତି ଦଲାଲ । ଲ୍ୟାମ୍ସରେ ବସ୍ତା ପିଛା କଟାଯାଉଛି ମନଇଚ୍ଛା ଧାନ ।…

କନକ ବ୍ୟୁରୋ : ଚାଷୀଙ୍କ ପିଛା ଛାଡୁନାହିଁ ସମସ୍ୟା । ଯେତେ ଯାହା କଲେ ବି ପ୍ରତି ବର୍ଷ ଧାନ ବିକ୍ରି ବେଳେ ଚାଷୀ ମୁଣ୍ରେ ବଜ୍ର ପକାଉଛି ମଣ୍ଡି ସମସ୍ୟା । ଧାନର ମାନକୁ ନେଇ ପ୍ରଶ୍ନ କରି, ମନଇଚ୍ଛା କଟନୀ ଛଟନୀ କରୁଛନ୍ତି ଅଧିକାରୀ ଓ ଦଲାଲ୍ । ସୁନ୍ଦରଗଡରେ ଗାଁ ଗାଁରେ ମଣ୍ଡି ଖୋଲିଥିବା ବେଳେ…