Daily Archives

December 13, 2020

ଅମଳ ପରେ ବିକ୍ରି ହୋଇପାରୁନି କପା । ଚିନ୍ତାରେ କଳାହାଣ୍ଡି ଗୋଲମୁଣ୍ଡା ବ୍ଲକର ଚାଷୀ । ଆବଶ୍ୟକୀୟ ମଣ୍ଡିର ବ୍ୟବସ୍ଥା…

କନକ ବ୍ୟୁରୋ : ଚଳିତ ବର୍ଷ ସଠିକ ପରିମାଣରେ ବର୍ଷ ହୋଇଥିବାରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରଚୁର ପରିମାଣରେ କପା ଫସଲ ହୋଇଛି । ଧଳା ସୁନା ଭାବେ ପରିଚିତ କପା ଗଛରେ ଫୁଟି ଗଛ ସବୁ ଧଳା ରଙ୍ଗରେ ରଙ୍ଗେଇ ହୋଇଛି । ବର୍ତ୍ତମାନ କପା ଅମଳ ହୋଇସାରିଲାଣି । ଉକ୍ତ ବ୍ଲକର ଚାଷୀ…

ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୩୮୬ ଆକ୍ରାନ୍ତ । ଏହାସହ ୩ ଲକ୍ଷ ୧୯ ହଜାର ୬୯ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

କନକ ବ୍ୟୁରୋ : କରୋନା କାୟା ମଧ୍ୟରେ ଆସିଛି ଭଲ ଖବର । ଆଜି ପୁଣି ରାଜ୍ୟରେ ଆଉ ୩୮୬ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ୩ ଲକ୍ଷ ୧୯ ହଜାର ୬୯ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା । ଏହି ସଂଖ୍ୟା କରୋନା ଭୂତାଣୁ ମଧ୍ୟରେ ଲୋକଙ୍କୁ ଆଶ୍ୱସ୍ତି ଦେଇଛି । ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ…

ପ୍ରକୃତି ଦେଇଛି ରୋଜଗାର । ପାହାଡ ଉପରୁ ସଂଗ୍ରହ କରୁଛନ୍ତି ଘାସ, ତିଆରି କରୁଛନ୍ତି ଝାଡୁ । କୁଚିଣ୍ଡା ଅଂଚଳରେ…

କନକ ବ୍ୟୁରୋ : ଅନେକ ସମୟରେ ପ୍ରାକୃତିକ ତଥା ଜଙ୍ଗଲଜାତ ଦ୍ରବ୍ୟ ମଣିଷଙ୍କୁ ରୋଜଗାରର ମାଧ୍ୟମ ଦେଇଥାଏ । ଗଛ,ଲତା ଠାରୁ ଆରମ୍ଭ କରି ପତ୍ର ,ଫୁଲ , ଫଳ , ଚେର ପର୍ଯ୍ୟନ୍ତ ଅନେକ କିଛି ଜଙ୍ଗଲଜାତ ଦ୍ରବ୍ୟ ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷରେ ମଣିଷର ରୋଜଗାର ପାଇଁ ଖୋରାକ ଯୋଗାଇଥାଏ । ତେଣୁ ତାକୁ…

ଆଦିବାସୀଙ୍କ ମହୁଚାଷ । ଆଧୁନିକ ପ୍ରଣାଳୀରେ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଗଜପତି ତୁମ୍ବ ଗାଁର ଲୋକେ । ତିତିଲି…

କନକ ବ୍ୟୁରୋ : ରୋଜଗାର ଦେଇଛି ମହୁଚାଷ । ମହୁଚାଷ କରି ଳାଭବାନ ହେଉଛନ୍ତି ଗଜପତି ଜିଲ୍ଲାର ଆଦିବାସୀ । ଆଧୁନିକ ପ୍ରଣାଳୀରେ ବାଡି ବଗିଚାରେ ଅତି ସହଜରେ ମହୁ ସଂଗ୍ରହ ହୋଇପାରୁଥିବାରୁ ଏହି ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । ଗଜପତି ଜିଲ୍ଲା କଇଁପୁର ପଂଚାୟତର ତୁମ୍ବ ଗ୍ରାମରୁ ଦେଖିବା ଏହି…

କରୋନା ସ୍ଥିତିକୁ ନେଇ ଭିଡିଓ ବାର୍ତ୍ତା ଜାରି କଲେ ବରିଷ୍ଠ ଡାକ୍ତର ମନୋଜ ସାହୁ । କହିଲେ, କରୋନା ଯୁଦ୍ଧରେ ଆମେ…

କନକ ବ୍ୟୁରୋ : ଦେଶ ତଥା ରାଜ୍ୟର କରୋନାସ୍ଥିତି କୁ ନେଇ ସଚେତନ କରାଇବା ସହ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଓଡିଶା ସଂଯୋଜକ ଡାଃ ମନୋଜ ସାହୁ । ଡାଃ ସାହୁ କହିଛନ୍ତି କରୋନା ଏବେ ବି ଅଛି, ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବରେ ଆମେ ଜିତି…

ପରୀ ପସଙ୍ଗରେ ଅକଳରେ ପଡ଼ିଥିବା ନୟାଗଡ଼ ପୋଲିସର ହଜିଲା ନିଦ । ୩ ବର୍ଷର ନିଖୋଜ ଶିଶୁ ସ୍ୱାତୀକୁ ଖୋଜିବା ପାଇଁ ୩ ଦିନି…

କନକ ବ୍ୟୁରୋ : ପରୀ ମାମଲାରେ ବିରୋଧୀଙ୍କ ଚାପରେ ଚେପା ହୋଇଯାଇଥିବା ନୟାଗଡ ପୋଲିସ ୩ ବର୍ଷର ଶିଶୁ ସ୍ୱାତୀ ନିଖୋଜ ମାମଲାରେ ତତ୍ପର ହୋଇପଡିଛି । ଗାଁ ପୋଖରୀରେ ବୁଡମାରି ତନ୍ନତନ୍ନ କରି ଖୋଜୁଛନ୍ତି ଓଡ୍ରାଫ ଟିମ୍ । ୩ଦିନ ହେଲା କେଉଁଆଡେ ନିଖୋଜ ହୋଇଯାଇଛି ସ୍ୱାତୀ । ବାଡି ପଛପଟେ…