Daily Archives

December 8, 2020

କୃଷକଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଆଲୋଚନା ଶେଷ । ଆସନ୍ତାକାଲି ପ୍ରସ୍ତାବ ଦେବେ କେନ୍ଦ୍ର ସରକାର ।

କନକ ବ୍ୟୁରୋ : କୃଷକଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଆଲୋଚନା ଶେଷ । ବୈଠକ ପରେ କୃଷକ ନେତାଙ୍କ ପ୍ରତିକ୍ରିୟା । କହିଲେ ଆସନ୍ତାକାଲି ପ୍ରସ୍ତାବ ଦେବେ ସରକାର । ସଂଶୋଧନ ପାଇଁ ଲିଖିତ ପ୍ରସ୍ତାବ ଦେବେ ସରକାର । ହେଲେ କାଲି ଆଉ ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ ହେବନି ବୋଲି କହିଛନ୍ତି ଚାଷୀ…

ଟିକା ଆସିଯାଉଛି, ଜରୁରୀକାଳୀନ ଅନୁମତି ବି ମିଳିଯାଉଛି । ହେଲେ ପରିବହନ ସାଜିଛି ବଡ ଚ୍ୟାଲେଞ୍ଜ ।

କନକ ବ୍ୟୁରୋ : ଫାଇଜର ଟିକାକୁ ଜରୁରୀକାଳୀନ ଅନୁମତି ମିଳିବା ପରେ ଏବେ ୟୁନାଇଟେଡ କିଙ୍ଗଡମରେ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଏହି ଟିକା ପାଇବାକୁ ଅପେକ୍ଷା କରିଛନ୍ତି ବିଶ୍ୱର ବଡ ବଡ ଦେଶ । କିନ୍ତୁ ବଡ ପ୍ରଶ୍ନଟି ହେଲା ଏହି ଟିକାର ପରିବହନ । ଅନୁମାନ…

କେବେ ଆସିବ କରୋନା ଟିକା ? ଟିକାକୁ କେମିତି ମିଳେ ଜରୁରୀକାଳୀନ ଅନୁମତି ?

କନକ ବ୍ୟୁରୋ : କେବେ ଆସିବ କରୋନା ଟିକା ? ଏହି ମୁହୁର୍ତ୍ତକୁ ବେଶ ଉତ୍ସୁକତାର ସହିତ ଅପେକ୍ଷା କରିଛି ସାରା ଦେଶ । ବିଶେଷ କରି ସ୍ୱଦେଶୀ ଟିକାକୁ ଅପେକ୍ଷା ରହିଛି । ଏହାରି ମଧ୍ୟରେ ହାଇଦ୍ରାବାଦର ଫାର୍ମାସ୍ୟୁଟିକାଲ କମ୍ପାନି ଭାରତ ବାୟୋଟେକ୍ ତିଆରି କରୁଥିବା କୋଭିଡ-୧୯ ଟିକା କୋଭାକସିନ,…

ଭିକାରୀ ମୁକ୍ତ ହେବ ଏକ୍ରାମ କ୍ଷେତ୍ର । ବିଏମସି ଓ ବିଡିଏ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା

କନକ ବ୍ୟୁରୋ : ଭିକାରୀ ମୁକ୍ତ ହେବ ଲିଙ୍ଗରାଜ ମନ୍ଦିର । ଏନେଇ ବିଏମସି ଓ ବିଡିଏ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କାର୍ଯ୍ୟ ରାଜ୍ୟ ସରକାରଙ୍କ ‘ଏକାମ୍ର’ ଯୋଜନା ମାଧ୍ୟମରେ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରିବାର ଏକ ପଦକ୍ଷେପ । ଜୀବିକା ପାଇଁ ଲିଙ୍ଗରାଜ ମନ୍ଦିର…

ଆଇପିଏସ୍ ସତିଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି । ମାସକ ଭିତରେ ପଦୋନ୍ନତି ଓ ଆନୁସଙ୍ଗିକ ସୁବିଧା ପ୍ରଦାନ ପାଇଁ…

କନକ ବ୍ୟୁରୋ : ଆଇପିଏସ୍‌ ସତୀଶ କୁମାର ଈଶ୍ବରଦାସ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ମାଲକାନଗିରି ଏସପି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବିରୋଧରେ ଥିବା ଅଭିଯୋଗ ଆଧାରରେ ଆରମ୍ଭ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ…

ଚୀନର ‘ଡିଜିଟାଲ’ ପ୍ରତିଶୋଧ । ଆମେରିକା ସମେତ ବିଭିନ୍ନ ଦେଶର ୧୦୫ଟି ଆପ୍ ଉପରେ ଲଗାଇଲା କଟକଣା ।

କନକ ବ୍ୟୁରୋ : ଚୀନର ଡିଜିଟାଲ ଷ୍ଟ୍ରାଇକ୍ । ଭାରତ ପରେ ଏବେ ପଡୋଶୀ ଚୀନ୍ ମଧ୍ୟ ଡ଼ିଜିଟାଲ ଷ୍ଟ୍ରାଇକ୍ କରି ନେଇଛି ପ୍ରତିଶୋଧ । ଆମେରିକା ସମେତ ଦୁନିଆର ବଡ଼ ବଡ଼ ଦେଶର ପ୍ରସିଦ୍ଧ ଆପ୍ ଉପରେ କଟକଣା ଲଗାଇଛି ଚୀନ୍ । ପ୍ରାୟ ୧୦୫ଟି ଆପ୍ ଉପରେ ନିଷେଧାଦେଶ ଜାରି କରିଛି ଚୀନ୍ । ଏହି ଆପ୍ ଗୁଡ଼ିକୁ…