Daily Archives

December 14, 2020

ସୀମାରେ ସଜାଗ ସେନା, ଏଲଏସିରେ ବଡ ଧରଣର ପ୍ରସ୍ତୁତି ।

କନକ ବ୍ୟୁରୋ : ଏଲଏସିରେ ଭାରତ ଓ ଚୀନ୍ ଉତ୍ତେଜନା ଭିତରେ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ସନ୍ଦେଶ । ଲଦାଖରେ ସେନା ବଡ ଧରଣର ପ୍ରସ୍ତୁତି କରିଥିବା କହିଛନ୍ତି ରାଜନାଥ ସିଂ । ଭାରତୀୟ ସେନା ପିଏଲଏ ସହ ଦୃଢତାର ଲଢି ତାଙ୍କୁ ପଛଘୁଂଚା ଦେବାକୁ ବାଧ୍ୟ କରିଛି ବୋଲି କହିଛନ୍ତି ପ୍ରତିରକ୍ଷା…

ଚୀନ ସୀମାରେ ଉତ୍ତେଜନା ଭିତରେ ସମ୍ଭାବ୍ୟ ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ସଜାଗ ଭାରତ । ୧୫ଦିନ ପାଇଁ ଯୁଦ୍ଧକାଳୀନ…

କନକ ବ୍ୟୁରୋ : ଚୀନ ସୀମାରେ ଉତ୍ତେଜନା ଭିତରେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସଜାଗ ଭାରତ । ୧୫ଦିନ ପାଇଁ ଯୁଦ୍ଧକାଳୀନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ପାଇଁ ସେନାକୁ କେନ୍ଦ୍ରର ଅନୁମତି । ପୂର୍ବରୁ ୧୦ଦିନ ପାଇଁ ମହଜୁଦ ରଖାଯାଉଥିଲା ଅସ୍ତ୍ରଶସ୍ତ୍ର । ଅଧିକ ଅସ୍ତ୍ର ଗଚ୍ଛିତ ରଖିବାକୁ…

ନୂଆ ବିବାଦର ସୂତ୍ରପାତ କଲା ଜାଗ୍ରତି ଶୁକ୍ଲାଙ୍କ ପୋଷ୍ଟ । ଫେସବୁକ ପୋଷ୍ଟ ପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି…

କନକ ବ୍ୟୁରୋ : ଲୋକସଭା ଟିଭିର ଉପସ୍ଥାପିକା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ ଫେସବୁକ ପୋଷ୍ଟ ଏକ ନୂଆ ବିବାଦର ସୂତ୍ରପାତ କରିଛି । ଅନୁଭବଙ୍କ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକ୍ ପୋଷ୍ଟ ପରେ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ବର୍ଷା । କିନ୍ତୁ…

ଉପବାସ ରହି କୃଷି ଆଇନର ପ୍ରତିବାଦ କଲେ ଚାଷୀ । ଦିଲ୍ଲୀରେ ଧାରଣା ଦେଲେ ଦେଶର ହଜାର ହଜାର କୃଷକ, ଚାଷୀଙ୍କୁ ସମର୍ଥନ…

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଆଜି ଦିଲ୍ଲୀ-ହରିୟାଣା ସୀମାରେ ଚାଷୀଙ୍କ ବଡ ଧରଣର ଆନ୍ଦୋଳନ ଦେଖିବାକୁ ମିଳିଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସବୁ ସୀମାରେ ଚାଷୀମାନେ ଦିନିକିଆ ଅନଶନ କରିଛନ୍ତି । କୃଷକଙ୍କ…

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ । ଓଟିଭିର ୨ କର୍ମଚାରୀ ଓ ୨ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ…

କନକ ବ୍ୟୁରୋ : ତଦନ୍ତ, କମିଶନ ଏବଂ ଓଟିଭି । ମୁଖ୍ୟତଃ ଏହି ତିନୋଟି ବିନ୍ଦୁ ଭିତରେ ଘୁରିବୁଲୁଥିବା ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଶେଷରେ ଏଭଳି ଏକ ଖବର ଆସିଛି, ଯାହା ହୁଏତ ପୂର୍ବରୁ ଆସିବାର ଥିଲା । ପୀଡ଼ିତାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିବାର ପ୍ରାୟ ୪ ମାସ…

ସାମନାକୁ ଆସିଲା କାର ଅପହରଣ ପଛର ରହସ୍ୟ । ବଲାଙ୍ଗୀରର ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି ହୋଇଥିଲା କାର ଅପହରଣ । ମିଶନ…

କନକ ବ୍ୟୁରୋ : ବାହାଘର ଭୋଜିରେ ଯୋଗ ଦେବା ପାଇଁ ଶନିବାର ସକାଳ ପ୍ରାୟ ସାଢେ ୪ଟାରୁ ଏହି ଇନୋଭା ଗାଡିରେ ବାହାରିଥିଲେ ଡକାୟତମାନେ । ଗାଡି ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା । ସମୟ ଗଡି ଗଡି ଚାଲିଥିଲା । ଗାଡି ଆଗକୁ ବଢି ବଢି ଚାଲିଥିଲା । କିନ୍ତୁ କାହାରିକୁ ଜଣାନଥିଲା ଏହି ଗାଡି…