Daily Archives

December 29, 2020

କରୋନା କଟକଣା ଭିତରେ ପାଳିତ ହେବ ଗଣତନ୍ତ୍ର ଦିବସ ସମାରୋହ । ସୀମିତ ସଂଖ୍ୟକ ଦର୍ଶକଙ୍କୁ ମିଳିବ ଅନୁମତି, ବ୍ରିଟେନ…

କନକ ବ୍ୟୁରୋ : ଚଳିତ ବର୍ଷ କରୋନା କଟକଣା ପାଇଁ ଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ସୀମିତ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ ଓ ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦିଆଯିବ । ଏହା ସହିତ ଆଉ ନିରାପତ୍ତା ରକ୍ଷା ପାଇଁ ପରେଡ ସ୍ଥଳରେ ଆଉ କେତେକ ପଦକ୍ଷେପ ନେବାକୁ ସରକାର…

ରାତିରେ ରାଜଧାନୀରେ ଫୁଟିଲା ଗୁଳି । ଯୁବକଙ୍କ ମୁଣ୍ଡକୁ ଗୁଳିମାଡ, ଏମ୍ସରେ ଭର୍ତ୍ତି ।

କନକ ବ୍ୟୁରୋ: ରାଜଧାନୀରେ ରାତିରେ ଫୁଟିଲା ଗୁଳି । ଭୁବନେଶ୍ୱରରେ ଗୁଳିମାଡ । ଡୁମୁଡୁମା ଅଞ୍ଚଳରେ ଯୁବକଙ୍କୁ ଗୁଳିମାଡ । ମୁଣ୍ଡରେ ଗୁଳି ବାଜିଥିବା ସୂଚନା । ଆହତ ଯୁବକଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ତେବେ ପୂର୍ବ ଶତ୍ରୁତାରୁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ…

ଶୁଣୁ ନାହାନ୍ତି ସରକାର, ଟାର୍ଗେଟରେ ମୋବାଇଲ ଟାୱାର । ଚାଷୀ ଆନ୍ଦୋଳନ ସମର୍ଥନରେ ପଞ୍ଜାବରେ ମୋବାଇଲ ଟାୱାର ଭାଙ୍ଗିଲେ…

କନକ ବ୍ୟୁରୋ: ଦେଶରେ ୩୪ ଦିନରେ ପହଂଚିିଛି ଚାଷୀ ଆନ୍ଦୋଳନ । କୃଷି ଆଇନକୁ ବିରୋଧ କରି ପଂଜାବରେ ଜାରି ରହିଛି ଆନ୍ଦୋଳନ । ଆନ୍ଦୋଳନକୁ ଆହୁରି ତୀବ୍ର କରିବା ଲାଗି ଚାଷୀ ଆକ୍ରୋଶମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସରକାର ଦାବି ଶୁଣୁ ନଥିବାରୁ ଆନ୍ଦୋଳନରତ କୃଷକ ମୋବାଇଲ ଫୋନ ଟାୱାରକୁ…

ବାଇଡେନଙ୍କ ଚୀନ ଚାପୁଡା ସଙ୍କେତ । ଆମେରିକା- ଚୀନ ସମ୍ପର୍କକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ନବ-ନିର୍ବାଚିତ ରାଷ୍ଟ୍ରପତି…

କନକ ବ୍ୟୁରୋ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆମେରିକା ଓ ଚୀନର ସମ୍ପର୍କ  କିପରି ରହିବ ସେ ନେଇ ସଙ୍କେତ ଦେଇଛନ୍ତି । ଆଗାମୀ ୪ବର୍ଷରେ ଚୀନ୍ ପ୍ରତି ଆମେରିକାର କଣ ଆଭିମୁଖ୍ୟ ରହିବ ସେ ନେଇ ବୟାନ ଦେଇଛନ୍ତି ବାଇଡେନ । ଆମେରିକାକୁ ବେଜିଂର ସାମ୍ନା କରିବାକୁ ସମାନ…

କୋଭିଡ ଟିକାକରଣ ପାଇଁ ଓଡିଶାରେ ପହଞ୍ଚିଲା ୨୧ ଲକ୍ଷ ସିରିଞ୍ଜ ଓ ଆଇସ ରେଫ୍ରିଜରେଟର । କିଛି ଦିନ ଭିତରେ ଭାରତ ସରକାର…

କନକ ବ୍ୟୁରୋ: କରୋନା ଟୀକାକରଣ ପାଇଁ ଦେଶରେ ଡ୍ରାଏ ରନ ଚାଲିଥିବାବେଳେ ରାଜ୍ୟରେ ବି ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଶାରେ ଟିକାକରଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ରାଜ୍ୟରେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ସିରଞ୍ଜ ବା ଛୁଂଚି…

ତମେ କିଛି ବିଧାୟକଙ୍କୁ କିଣିପାରିବ, କିନ୍ତୁ ତୃଣମୂଳ କଂଗ୍ରେସକୁ ନୁହେଁ । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଉପରେ…

କନକ ବ୍ୟୁରୋ :  ପଶ୍ଚିମବଙ୍ଗର ବୋଲପୁରରେ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ସହରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଜୟ ପରେଡର ଠିକ୍‌ ଗୋଟିଏ ସପ୍ତାହ ପରେ ଆଜି ଏକ ପ୍ରତିକ୍ରିୟା ରାଲିର ଆୟୋଜନ କରିଥିଲେ ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା…