Daily Archives

December 19, 2020

ଆଡିଲେଡରେ ଜିତିବା ମ୍ୟାଚକୁ ହାରିଗଲା ଟିମ ଇଣ୍ଡିଆ, ୩୬ ରନରେ ଦ୍ୱିତୀୟ ଇନିଂସରେ ଅଲଆଉଟ୍ , ଟେଷ୍ଟ କ୍ରିକେଟରେ ସବୁଠାରୁ…

କନକ ବ୍ୟୁରୋ: ଆଡିଲେଡରେ ଟିମ ଇଣ୍ଡିଆର ଦୟନୀୟ ପ୍ରଦର୍ଶନ । ଦି୍ୱତୀୟ ଇନିଂସରେ କୌଣସି ଭାରତୀୟ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିଲେନି । ମାତ୍ର ୩୬ ରନରେ ଅଲଆଉଟ୍ ହେଲା ଟିମଇଣ୍ଡିଆ । ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍ ସ୍କୋରର ଅଲୋଡା ରେକର୍ଡ ଅର୍ଜନ କଲା କୋହଲି ବାହିନୀ । ୯୦ ରନର ଟାର୍ଗେଟକୁ ୨…

ଦିଲ୍ଲୀରେ କଂଗ୍ରେସର ମାନସମନ୍ଥନ । ୨୩ ପ୍ରମୁଖ ଅସନ୍ତୁଷ୍ଟ ନେତାଙ୍କ କଥା ଶୁଣିଲେ ସୋନିଆ, ରାହୁଲଙ୍କୁ ନେତୃତ୍ୱ ଦେବା…

କନକ ବ୍ୟୁରୋ: ଏବେ ଆସିବା କଂଗ୍ରେସର ମାନସମଂଥନ ବୈଠକ ଖବରକୁ । ଆଜି ଦିଲ୍ଲୀରେ ୧୦ ଜନପଥରେ ବସିଥିଲା କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ବୈଠକ । ଏହି ବୈଠକରେ ସମସ୍ତ ଅସନ୍ତୁଷ୍ଟ ନେତାଙ୍କ କଥା ଶୁଣିଥିଲେ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧି । ସୂଚନା ଅନୁସାରେ ୫ ଘଂଟା ଧରି ଚାଲିଥିବା ବୈଠକରେ…

ବାଲେଶ୍ୱର ଚାନ୍ଦିପୁରରେ ଘାତକ ତୋପର ପରୀକ୍ଷଣ କଲା ଭାରତ । ବିଶ୍ୱରେ କେବଳ ଭାରତ ପାଖରେ ରହିଛି ଏହି ମାରକ ତୋପ । 

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଠାରେ ଅବସ୍ଥିତ ପିଏକ୍ସଇ ପରିସରରୁ ଏଟିଏଜିଏସର ବ୍ୟବହାରିକ ପରୀକ୍ଷଣ ହୋଇଯାଇଛି। ଡିଆରଡିଓ ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ଅତ୍ୟାଧୁନିକ ଗନ୍‌ ସିଷ୍ଟମକୁ ବିକଶିତ କରାଯାଇଛି। ଦୀର୍ଘ ୪୮ କିଲୋମିଟର ଦୂରତାରେ ଥିବା ଟାର୍ଗେଟକୁ…

ଭାରତକୁ କରୋନା ଟିକା ପାଇଁ ସାହାଯ୍ୟ ମାଗିଛନ୍ତି ୧୨ଟି ଦେଶ । ନୀତି ଆୟୋଗର ସଦସ୍ୟ ଭିକେ ପୌଲ ଦେଲେ ସୂଚନା । 

କନକ ବ୍ୟୁରୋ : କରୋନା ଟିକା ପାଇଁ ଭାରତକୁ ସାହାଯ୍ୟ ମାଗିଛନ୍ତି ୧୨ଟି ଦେଶ। କରୋନା ଟିକା ଆସିଲେ ସେମାନଙ୍କୁ ପ୍ରାଥମିକତା ଦିଆଯିବା ନେଇ ୧୨ଟି ଦେଶ ଅନୁରୋଧ କରିଥିବା କହିଛନ୍ତି ନୀତି ଆୟୋଗର ସଦସ୍ୟ ଭିକେ ପୌଲ। କୋଭିଡ-୧୯ର ଉଚ୍ଚ ସ୍ତରୀୟ ମନ୍ତ୍ରୀ ଦଳର ବୈଠକ ସମୟରେ ଏଭଳି କହିଛନ୍ତି…

ପଶ୍ଚିମବଙ୍ଗରେ ହାଇଭୋଲଟେଜ ରାଜନୈତିକ ଡ୍ରାମା । ମିଶନ୍ ୨୦୦ର ଟାର୍ଗେଟ ଦେଲେ ଅମିତ ଶାହା, ମେଦିନାପୁର ଜନସଭାରେ…

କନକ ବ୍ୟୁରୋ: ଦିଦିଙ୍କ ଗଡରେ ଧସେଇ ପଶିବାକୁ ପ୍ରୟାସ ଜାରି ରଖିଛି ଭାରତୀୟ ଜନତା ପାର୍ଟି । ହାଇଭୋଲଟେଜ୍ ରାଜନୌତିକ ଡ଼୍ରାମା ଭିତରେ ଗୃହମନ୍ତ୍ରୀ ଅମିତ ଶାହ ଆଜି ପଶ୍ଚିମବଙ୍ଗ ଗସ୍ତ କରି ବିଶାଳ ରୋଡଶୋ କରିଛନ୍ତି । ଜନସଭାରେ ମିଶନ ଦୁଇ ଶହ ପ୍ଲସ ନାରା ଦେଇ ମମତାଙ୍କୁ ଉପାଡି ଫୋପାଡି ଦେବାକୁ…

ଭାରତରେ ବୃହତ ବ୍ୟାଙ୍କ ଠକେଇ, ୭୯୨୬ କୋଟି ଟଙ୍କା ଠକି ନେଇଛି ହାଇଦ୍ରାବାଦ କମ୍ପାନି । 

କନକ ବ୍ୟୁରୋ : ନୀରବ ମୋଦୀ ବ୍ୟାଙ୍କ ଠକେଇ ମାମଲାର ପ୍ରାୟ ଅଢେଇ ବର୍ଷ ପରେ ଦେଶରେ ଆଉ ଏକ ବୃହତ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି । ହାଇଦ୍ରାବାଦର ଏକ ଘରୋଇ କମ୍ପାନି ପ୍ରାୟ ୭୯୨୬ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ବ୍ୟାଙ୍କ ଠକେଇଟି ନୀରବ ମୋଦୀ ସ୍କାମଠାରୁ…