Daily Archives

December 22, 2020

ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ କ୍ରିକେଟରର ୟୁଜବେନ୍ଦ୍ର ଚହଲ । କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ହେଲେ ହାତକୁ…

କନକ ବ୍ୟୁରୋ : ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ । କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ହାତକୁ ଦି ହାତ ହୋଇଛନ୍ତି ଏହି ବୋଲର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଚହଲ । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । 22.12.20…

ପରୀ ହତ୍ୟା ମାମଲା: ପୋଖରୀରୁ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସ ପରୀର କି ନୁହେଁ ପରୀକ୍ଷା ପରେ ଜଣାପଡିବ ।

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ପୋଖରୀରୁ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସ ପରୀର କି ନୁହେଁ ପରୀକ୍ଷା ପରେ ଜଣାପଡିବ । ଲେଗିଙ୍ଗସ ଖୋଜିବା ପାଇଁ ପୋଖରୀରୁ ପାଣି ଶୁଖାଯାଇଥିଲା । ଏକ ପଲିଥିନରେ ଗୁଡା ହୋଇ ପୋଖରୀରେ ପଡିଥିବା ବେଳେ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସକୁ ଜବତ କଲା ଏସଆଇଟି ଟିମ୍…

ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହେଲେ ମୋଦୀ । ଉଦବୋଧନ ଦେଇ କହିଲେ, ଏଏମୟୁରେ ନଜର ଆସେ…

କନକ ବ୍ୟୁରୋ : ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଏକ ସ୍ୱତନ୍ତ୍ର ଡାକ ଟିକଟ ଜାରି କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି ମୋଦୀ । ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଯାହା ବି ଦେଶରେ…

କରୋନାର ନୂଆ ଷ୍ଟ୍ରେନ ବିରୋଧରେ କାମ କରିବ କି ନାହିଁ ଭ୍ୟାକସିନ । ବିଶେଷଜ୍ଞ କହିଲେ, ଫଳପ୍ରଦ ହେବ କୋଭିଡ ଟିକା

କନକ ବ୍ୟୁରୋ : ବ୍ରିଟେନରେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ ପୁଣି ଥରେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ବ୍ରିଟେନରେ ଦେଖାଯାଉଥିବା କରୋନା ଭୂତାଣୁ ୭୦ ପ୍ରତିଶତ ବେଗରେ ବଢ଼ୁଛି । ତେବେ ଏହି ନୂଆ ଷ୍ଟ୍ରେନ ଦେଖାଦେବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି ଯେ, କରୋନା…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକାର ସାମରିକ ସମ୍ମାନ । ‘ଲେଜିଅନ୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କଲା ଆମେରିକା ।…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ବଡ ସମ୍ମାନ । ଆମେରିକାର ସମ୍ମାନ ‘ଲେଜିଅନ ଅଫ୍ ମେରିଟ୍’ରେ ସମ୍ମାନୀତ ହୋଇଛନ୍ତି ନରେନ୍ଦ୍ର ମୋଦୀ । ଭାରତ ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ଭାରତକୁ ଏକ ବିଶ୍ୱ ଶକ୍ତି ଭାବେ ଉଭା ହେବା ଲାଗି ଏହି ସମ୍ମାନ…

ସାବଧାନ୍ ଫେସବୁକ ୟୁଜର୍ସ । ଆପଣଙ୍କ ଆକାଉଣ୍ଟ ହ୍ୟାକ୍ କରି ଆପଣଙ୍କ ବନ୍ଧୁମାନଙ୍କୁ ଟଙ୍କା ମାଗୁଛନ୍ତି ହ୍ୟାକର ।…

କନକ ବ୍ୟୁରୋ : ରାଜଧାନୀରେ ପୁଣି ସାଇବର ଠକେଇ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱରର ଅଧ୍ୟାପକ ଅଜୟ କୁମାର ତ୍ରିପାଠୀ । ଅଜୟଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ହ୍ୟାକର ୧୫୦ଜଣ ଲୋକଙ୍କୁ ଫେସବୁକ ମେସେଞ୍ଜରରେ ଟଙ୍କା ମାଗିଛି । ଗୋଟିଏ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବରରେ ଗୁଗୁଲ ପେ ଏବଂ…