Daily Archives

December 31, 2020

ନୂଆ ବର୍ଷ ପାଇଁ ଗୋଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ନୂଆ ବର୍ଷ ପାଳନ ପାଇଁ ଗୋଆ ସବୁବେଳେ ପ୍ରଥମ ପସନ୍ଦ ।

କନକ ବ୍ୟୁରୋ : ଗୋଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ନୂଆ ବର୍ଷ ପାଳନ ପାଇଁ ସାରା ଦେଶରୁ ଲୋକଙ୍କ ଭିଡ ଜମିଛି ଗୋଆରେ । ନୂଆ ବର୍ଷ ପାଳନ ପାଇଁ ଗୋଆ ସବୁବେଳେ ପର୍ଯ୍ୟଟକଙ୍କର ପ୍ରଥମ ପସନ୍ଦ ହୋଇଥାଏ । ସମୁଦ୍ର ତଟରେ ସମୟ ବିତାଇବା ସହ ନୂଆ ସକାଳର ସୂର୍ଯ୍ୟକୁ ସ୍ୱାଗତ କରିବା ପାଇଁ ଏକାଠି…

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା । ଘଟଣାରେ ୨୫ରୁ ଅଧିକ ଲୋକଙ୍କୁ ଗିରଫ କଲା ପାକିସ୍ତାନ ପୋଲିସ ।

କନକ ବ୍ୟୁରୋ : ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା ଥମିବାର ନାଁ ନେଉନାହିଁ । ଖୈବର ପଙ୍ଖତୁନଖ୍ୱା ପ୍ରାନ୍ତର କରକ ଜିଲ୍ଲାରେ ବୁଧବାର ଦିନ ମୌଲବୀଙ୍କ ନେତୃତ୍ୱରେ ଉତେଜିତ ଲୋକେ ଏକ ବହୁପରାତନ ମନ୍ଦିରକୁ ଭାଙ୍ଗି ଦେଇଛନ୍ତି । ଶତାଧିକ ଲୋକେ ଏକତ୍ରିତ ହୋଇ ଏହି କାଣ୍ଡ…

ସାରା ରାଜ୍ୟରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ଛକ ଛକରେ ଜଗିଛି ପୋଲିସ । ଟ୍ୱିନ ସିଟିରେ ୧୪୪ ଧାରା ଜାରି

କନକ ବ୍ୟୁରୋ : ସାରା ରାଜ୍ୟରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ । କର୍ଫ୍ୟୁ ସମୟରେ ଜରୁରୀ କାଳୀନ ସେବା ଜାରି ରହିବ । କଟକଣାକୁ କଡାକଡି କରିବା ପାଇଁ ଛକ ଛକରେ ପୋଲିସ ପହରା ଦେଉଛି । କଡା ଚେକିଂ ସହ ଲୋକମାନଙ୍କୁ ଛଡା ଯାଉଛି । ସେହିପରି…

ସାମନାକୁ ଆସିଲା ସିନ୍ଥେଟିକ୍ ପନିରର ସତ । ବାସି କ୍ଷୀର ସହ ମିଶୁଛି ସଲଫ୍ୟୁରିକ୍ ଏସିଡ୍ ଓ ଗ୍ଲିସେରିନ୍ । ବିଶେଷଜ୍ଞଙ୍କ…

କନକ ବ୍ୟୁରୋ : କଟକରୁ ନକଲି ପନିର ଜବତ ହେବା ପରେ ଏବେ ଭାଳେଣୀ ପଡିଯାଇଛି । କାରଣ ଏହି ସିନ୍ଥେଟିକ ପନିରର ପ୍ରସ୍ତୁତି ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେଇଦେବେ । ଡିଟରଜେଂଟ, ୟୁରିୟା ସାର, ସଲଫ୍ୟୁରିକ୍ ଏସିଡ୍, ଗି୍ଲସେରିନ୍, ମଇଦା ଓ ଅବ୍ୟବହୃତ ବାସି କ୍ଷୀରରେ ତିଆରି ହେଉଥିଲା ଏହି…

୭ ମାସ ପରେ ଖୋଲିଲା ଦିଗପହଣ୍ଡି ଯୁବତୀଙ୍କ ହତ୍ୟା ପଛର ରହସ୍ୟ । ଅସଦାଚରଣ ଉଦ୍ୟମ କରି ଫେଲ ମାରିବା ପରେ ପାଣିରେ ବୁଡାଇ…

କନକ ବ୍ୟୁରୋ : ୭ମାସ ପରେ ଗଞ୍ଜାମ ଜିଲ୍ଲାର ଯୁବତୀଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ସେହି ଗାଁର ଜଣେ ଯୁବକ ଯୁବତୀଙ୍କୁ ପାଣିରେ ବୁଡାଇ ହତ୍ୟା କରିଥିବା ପୋଲିସ କହିଛି । ତେବେ ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ପୋଲିସ ପାଇଁ ହତ୍ୟାକାରୀକୁ ଧରିବା ସବୁଠାରୁ ବଡ ଚ୍ୟାଲେଂଜ…

ନୂଆ ବର୍ଷ ଆଣିପାରେ ନୂଆ ସମ୍ଭାବନା । ବର୍ଷ ୨୦୨୦ର ବିଦାୟ ସହ କରୋନା ମହାମାରୀରୁ ମିଳିପାରେ ମୁକ୍ତି ।

କନକ ବ୍ୟୁରୋ : ନୂଆ ବର୍ଷ ଆଣିପାରେ ନୂଆ ସମ୍ଭାବନା । ବର୍ଷ ୨୦୨୦ର ବିଦାୟ ସହ କରୋନା ମହାମାରୀରୁ ମିଳିପାରେ ମୁକ୍ତି । ସିଧା ସିଧା ନହେଲେ ବି କିଛି ଏହି ଭଳି ସଙ୍କେତ ଦେଇଛି ଔଷଧକୁ ଅନୁମତି ଦେଉଥିବା ଦେଶର ସର୍ବୋଚ୍ଚ ସଂସ୍ଥା ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ - ଡିସିଜିଆଇ । ସଙ୍କେତ…