Daily Archives

December 16, 2020

ପ୍ରଣବଙ୍କ ଆତ୍ମଜୀବନୀ ନେଇ ପୁଅ-ଝିଅ ମୁହାଁମୁହିଁ । ପ୍ରକାଶନ ବନ୍ଦ କରିବାକୁ ଅଭିଜିତଙ୍କ ପ୍ରକାଶକଙ୍କୁ ଚିଠି, କହିଲେ…

କନକ ବ୍ୟୁରୋ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବହି ‘ଦ ପ୍ରେସିଡେନ୍ସିଆଲ ଇଏର୍ସ’ ପୁସ୍ତକକୁ ନେଇ ଜୋରାଦର ଚର୍ଚା । ଏହି ପୁସ୍ତକକୁ ନେଇ ମୁହାଁମୁହିଁ ହୋଇଛନ୍ତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଓ ଝିଅ ଶର୍ମିଷ୍ଠା । କଂଗ୍ରେସର ପୂର୍ବତନ ସାଂସଦ ତଥା ପ୍ରଣବ…

ଆମେରିକା ରାଜଧାନୀ ୱାସିଂଟନରେ ଗାନ୍ଧୀ ପ୍ରତିମୂର୍ତ୍ତିକୁ ଅସମ୍ମାନ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲା ହ୍ୱାଇଟ ହାଉସ,…

କନକ ବ୍ୟୁରୋ : ଗାନ୍ଧୀ ମୂର୍ତି ଉପରେ ଖଲିସ୍ତାନୀ ପତାକା । କୃଷି ଆଇନକୁ ନେଇ ଆମେରିକାର ୱାସିଂଟନ ଡିସି ସ୍ଥିତି ଭାରତୀୟ ଦୂତାବାସ ସମ୍ମୁଖରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଦିଲ୍ଲୀ ଦରବାରରେ ଚାଷୀ ଆନ୍ଦୋଳନ ଜୋର ଧରୁଥିବା ବେଳେ ଆମେରିକାରେ କୃଷକଙ୍କ ସମର୍ଥନରେ ଖାଲିସ୍ତାନ ସମର୍ଥକ…

ଚାଷୀ ଆନ୍ଦୋଳନକୁ ବଡ ରାଷ୍ଟ୍ରୀୟ ପ୍ରସଙ୍ଗ କହି ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ । ସମସ୍ୟାର ସମାଧାନ ପାଇଁ କମିଟି ଗଠନ…

କନକ ବ୍ୟୁରୋ : ୨୧ ଦିନ ଧରି ଦିଲ୍ଲୀ ସୀମାରେ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ସରକାର ଓ ଚାଷୀନେତାଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ପରେ ବି ସମାଧାନର ବାଟ ଫିଟୁନାହିଁ । ଏହାରି ଭିତରେ ସୁପ୍ରିମକୋର୍ଟରେ ହୋଇଛି ଶୁଣାଣୀ । କୋର୍ଟ କହିଛନ୍ତି, ଏହି ସମସ୍ୟାର ତୁରନ୍ତ ସମାଧାନ ହେବା ଦରକାର ।…

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର କାହାଣୀ । ଭାରତୀୟ ସେନା ବାହିନୀର ଫିଲ୍ଡ ମାର୍ସାଲ ସାମ ମାନେକସା ପାକିସ୍ତାନକୁ…

କନକ ବ୍ୟୁରୋ : ୧୯୭୧ ମସିହାରେ ଯେତେବେଳେ ପାକିସ୍ତାନ ସହିତ ଭାରତର ଯୁଦ୍ଧ ଚାଲିଥିଲା ସେତେବେଲେ ଫିଲ୍ଡ ମାର୍ସାଲ ସାମ ମାନେକସା କହିଥିଲେ, ତୁମେ ଆତ୍ମସମର୍ପଣ କର ନଚେତ ଆମେ ତୁମକୁ ଫୋଛିନେବୁ । ମାନେକ ସାଙ୍କ କଥା ସତ ହୋଇଥିଲା । ସାରା ବିଶ୍ୱ ଦେଖିଥିଲା କିପରି ୯୩ ହଜାର ପାକିସ୍ତାନ ସୈନ୍ୟ…

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ଅକୁହା କାହାଣୀ । କେମିତି ପାକ ସେନାକୁ ପାଣି ପିଆଇଥିଲେ ଭାରତୀୟ ଯବାନ, ଅନୁଭୂତି…

କନକ ବ୍ୟୁରୋ : ସାରା ଦେଶ ଆଜି ପାଳନ କରୁଛି ବିଜୟ ଦିବସ । ଠିକ୍ ୫୦ ବର୍ଷ ତଳେ ୧୯୭୧ରେ ପାକିସ୍ତାନ ବିରୋଧରେ ଚାଲିଥିବା ଯୁଦ୍ଧରେ ବିଜୟୀ ହୋଇଥିଲା ଭାରତ । ଆଉ ପରାସ୍ତ ହୋଇଥିଲା ପାକିସ୍ତାନ । ପାକିସ୍ତାନ ସେନା ନିସର୍ତ ସମର୍ପଣ କରିବା ସହ ପୂର୍ବ-ପାକିସ୍ତାନର ବିଲୋପ ଘଟି ଜନ୍ମ ନେଇଥିଲା…

ପାରଳାଖେମୁଣ୍ଡି ଷ୍ଟେସନରେ ସେଲଫି ନେବାବେଳେ ଅଘଟଣ । ବଗିରେ ଚଢି ସେଲଫି ନେବା ବେଳେ ଜଳିଗଲେ ଯୁବକ ।

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଷ୍ଟେସନରେ ସେଲଫି ନେବାବେଳେ ଅଘଟଣ । ବଗିରେ ଚଢି ସେଲଫି ନେବା ବେଳେ ଜଳିଗଲେ ଯୁବକ । ଯୁବକ ସହ ଟ୍ରେନରେ ମଧ୍ୟ ଲାଗିଗଲା ନିଆଁ । ଗୁରୁତର ଅବସ୍ଥାରେ ସରକାରୀ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ । କିଛି ଦିନ ହେବ ଷ୍ଟେସନରେ ଛିଡା ହୋଇ ରହିଥିଲା ଟ୍ରେନ । ଉକ୍ତ…