Daily Archives

December 20, 2020

ମଦପିଇ ବସ୍ ଚଳାଉଥିବା ବେଳେ ଧରାପଡିଲେ ୨ ଡ୍ରାଇଭର । ଜଣଙ୍କୁ ୧୫ ହଜାର, ଜଣଙ୍କୁ ୫ ହଜାର ଫାଇନ ।

କନକ ବ୍ୟୁରୋ : ବସ୍ ଡ୍ରାଇଭରଙ୍କୁ ମହଙ୍ଗା ପଡିଲା ମଦପିଇବା । ମଦ ପିଇ ବସ୍ ଚଳାଉଥିବା ବେଳେ ଧରାପଡିଲେ ୨ ଜଣ ବସ୍ ଡ୍ରାଇଭର । ୨ ଜଣଙ୍କୁ ଧରିବା ପରେ ଫାଇନ ଆଦାୟ କରାଯାଇଛି । ଜଣଙ୍କଠାରୁ ୧୫ ହଜାର ଟଙ୍କା ଓ ଅନ୍ୟ ଜଣଙ୍କଠାରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି । ଆରଟିଓ-୧ର ଚେକିଂ…

ଅନୁଭବଙ୍କ ପାଇଁ ବଢିଲା କି ଅଡୁଆ ? ବର୍ଷାଙ୍କ ବୟାନ୍ ରେକର୍ଡ କଲା ପୁରୀଘାଟ ଥାନା ପୋଲିସ । ଏତଲା ପରେ ଏତଲା ଦେବା ପରେ…

କନକ ବ୍ୟୁରୋ: ଅନୁଭବ-ବର୍ଷା ବିବାଦ ମାମଲାରେ ବର୍ଷାଙ୍କ ବୟାନ୍ ରେକର୍ଡ କରିଛି ପୋଲିସ । ପୁରୀ ଘାଟ ଥାନାରେ ବୟାନ୍ ରେକର୍ଡ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଫେରାଦ ହୋଇଥିଲେ ବର୍ଷା । ଏନେଇ ସେ ଅନୁଭବଙ୍କ ବିରୋଧରେ ଏତଲା ଦେବାପରେ ପୋଲିସ…

ନିଶା ଏବେ ସାଜିଛି ପେଶା । ନବରଙ୍ଗପୁର ଆଲବେଦିନ୍ ତିଆରି କରୁଛନ୍ତି ଭଳିକି ଭଳି ଚକୋଲେଟ୍ । 

କନକ ବ୍ୟୁରୋ : ନବରଙ୍ଗପୁରର ଆଲବେଦିନ ବାଘ । ଘରେ ବିଭିନ୍ନ ପ୍ରକାର ଚକଲେଟ୍ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଆଲବେଦିନ । କ୍ରିମି ଡ୍ରିମି ନାମକ ଚକଲେଟ୍ ବ୍ରାଣ୍ଡରେ ଘରେ ପ୍ରସ୍ତୁତ ଚକଲେଟ୍ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପ୍ରେରଣା…

ଘର ଅଗଣାର କୁଣ୍ଡରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ମହିଳା । ବାୟୋଫ୍ଲୋକ୍ସ ଜରିଆରେ ସଫଳତା ପାଇଛନ୍ତି ମହାକାଳପଡାର…

କନକ ବ୍ୟୁରୋ : ବାୟୋଫ୍ଲୋକ୍ ପଦ୍ଧତିରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଜଣେ ମହିଳା । ଘର ଅଗଣାରେ ତିନୋଟି କୁଣ୍ଡ ପ୍ରତିଷ୍ଠା କରି ମାଛ ଚାଷ କରିବା ସହିତ ରୋଜଗାର କରୁଛନ୍ତି ଲକ୍ଷାଧୀକ ଟଙ୍କା  । ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକ ଏବଂ ଗ୍ରାମବାସି ବେଶ୍ ଖୁସିଥିବା ବେଳେ…

କରୋନା କଟକଣା ଭିତରେ ଗଲାଣି କେତେ ପୂଜାପାର୍ବଣ । ବଡଦିନ ବଜାର ବି ମାନ୍ଦା । ତଥାପି ଘର ସଜା ସାମଗ୍ରୀ ବିକି ଦୁଇ ପଇସା…

କନକ ବ୍ୟୁରୋ : ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପ୍ରାୟତଃ ସବୁ ପର୍ବପର୍ବାଣୀ ଫିକା ପଡିଛି । ଅନେକ କଟକଣା ଭିତରେ ଉତ୍ସବ ପାଳନ ହେଉଥିବା ବେଳେ ଚଳିତ ବର୍ଷ ବଡ ଦିନ ବି ଫିକା ପଡିଛି । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କର ଏହା ଏକ ପ୍ରମୁୁଖ ପର୍ବ ହୋଇଥିବା ବେଳେ ଏହାର ପାଳନ ଉପରେ ବି କଟକଣା ରହିଛି ।…

କାଇଁଚ ଦେଇଛି ରୋଜଗାର । ଯାଜପୁର ଚମ୍ପାପୁର ଗାଁ ମହିଳା ହେଲେ ସ୍ୱାବଲମ୍ବୀ । କରୋନା ଯୋଗୁଁ ପ୍ରଭାବିତ ବେଉସା

କନକ ବ୍ୟୁରୋ : କାଇଁଚ ଦେଉଛି ରୋଜଗାର । ମହିଳା ହୋଇଛନ୍ତି ସ୍ୱାବଲମ୍ବି । ଆମେ କହୁଛୁ ଯାଜପୁର ଛତିଆ ଚମ୍ପାପୁର ଗାଁର ମହିଳା କାଇଁଚ କାରିଗରଙ୍କ କଥା । ଏବେ କିନ୍ତୁ କରୋନା ଯୋଗୁଁ ପ୍ରଭାବିତ ହୋଇଛି ବ୍ୟବସାୟ । ଛତିଆ ଚମ୍ପାପୁର ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ସ୍ୱାବଲମ୍ବି ମହିଳା । ଗୋଲଡେନ…