Daily Archives

October 23, 2020

ପ୍ରସ୍ତୁତ ରୁହ, ଖୁବଶୀଘ୍ର ମିଳିପାରେ କରୋନା ଟୀକା । ଭ୍ୟାକସିନ ମିଳିବା ନେଇ ଡାଟାବେସ ପ୍ରସ୍ତୁତ କରିବାକୁ କେନ୍ଦ୍ର…

କନକ ବ୍ୟୁରୋ: କରୋନ ଟୀକା ନେଇ ବଡ ଖବର । ଖୁବଶ୍ରୀଘ୍ର ଉପଲବ୍ଧ ହୋଇପାରେ କରୋନା ଭ୍ୟାକସିନ । ସ୍ୱାସ୍ଥ୍ୟକର୍ମୀଙ୍କ ଡାଟାବେସ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ୨୯ ଅକ୍ଟୋବର ସୁଦ୍ଧା ଡାଟାବେସ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ । ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ଲେଖିଲେ ଚିଠି ।…

ଭୁବନେଶ୍ୱର ପାଇଁ ଭଲ ଖବର: ଭୁବନେଶ୍ୱରରୁ ୧୮୯ ଆକ୍ରାନ୍ତ, ୨୬୭ ସୁସ୍ଥ…

କନକ ବ୍ୟୁରୋ : କ୍ରମାଗତ ଭାବେ ଭୁବନେଶ୍ୱରରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱରରୁ ୧୮୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଂଟରରୁ ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୧୪୨ ରହିଛି ।…

ତିର୍ତ୍ତୋଲ ଉପନିର୍ବାନ ତାତି ବିଗାଡୁଛି ବ୍ୟବସ୍ଥାର ସ୍ୱାସ୍ଥ୍ୟ, ଦେଖାଉଛି ବିକଳ ଚିତ୍ର । କୋମାରେ ଥିବା ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ସମୟ ଯେତେ ପାଖଉଛି ତିର୍ତ୍ତୋଲ ନିର୍ବାଚନ ସେତେ ତାତୁଛି । ଭିନ୍ନ ଭିନ୍ନ ପ୍ରସଙ୍ଗରେ  ଉଷୁମ ହେଉଛି ଉପନିର୍ବାଚନ । ନେତା ଜନତାଙ୍କୁ ହାତ ପତେଇ ଭୋଟ୍ ମାଗିବାବେଳେ ସାମ୍ନାକୁ ଆସୁଛି ହଜାରେ ସମସ୍ୟା । କେଉଁଠି ରାସ୍ତାଘାଟ, କେଉଁଠି ଜଳ ସଙ୍କଟ ଆଉ କେଉଁଠି ଭିନ୍ନ ଭିନ୍ନ…

ପଡୋଶୀ ଯୁବତୀଙ୍କୁ ଘରକୁ ଡାକୁଥିଲା ହୋମଗାର୍ଡ ସ୍ତ୍ରୀ: ସେମାନଙ୍କ ସହ ସ୍ୱାମୀ କରୁଥିଲା ଦୁଷ୍କର୍ମ…

କନକ ବ୍ୟୁରୋ : ଭାରତୀୟ ପରମ୍ପରାରେ ଯଦି ଜଣେ ପୁରୁଷ ଲୋକ ଅନ୍ୟ କୌଣସି ମହିଳା ବା ଯୁବତୀଙ୍କ ସହିିତ କିଛି ଖରାପ ସଂପର୍କ ରଖୁଥାଏ  ତାହା ହେଲେ ପାରିବାରିକ ବା ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହେବା ସ୍ୱାଭାବିକ । କେହି କେହି ସ୍ୱାମୀକୁ ନିଜ ପାଖକୁ ଫେରାଇ ଆଣିବାକୁ ଗୁଣିଆର ସହାଯ୍ୟ ନିଅନ୍ତି ତ…

ଗୋଟିଏ ଜାଗାରେ ଯନ୍ତ୍ରଣା ଓ ଜିତର କଥା । ଦୁର୍ଗାପୂଜାରେ ଦେଶ ଦେଖିଲା ସଂକ୍ରମଣ ଭିତରେ ସଙ୍ଘର୍ଷ ଓ ସମ୍ମାନର କାହାଣୀ ।…

ଭାରତରେ ଭୂତାଣୁ ବଢୁଥିଲା... ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ବି ବଢୁଥିଲା । କିଏ ଘରକୁ ନଆସିପାରି ଛଟପଟ ହେଉଥିଲା ତ ଆଉ କିଏ ଘରକୁ ଫେରିବା ବାଟରେ ଶବ ପାଲଟି ଯାଉଥିଲା । କରୋନାର ଏହି କରାଳ ରୂପ କେତେ ଯେ କାହାଣୀ କହିଛି ତାହା ବୋଧ ହୁଏ ବାକ୍ୟରେ ବୟାନ କରିବା ସମ୍ଭବ ନୁହେଁ । କିନ୍ତୁ,…

ଭାରତରେ ସେନା ଓ ପୋଲିସ କର୍ମଚାରୀ ମାନେ ଦାଢୀ ଓ ବାଳ ରଖିବାକୁ ନେଇ କଣ ରହିଛି ନିୟମ । କେବଳ ଶିଖ୍ ମାନଙ୍କୁ ଛାଡି…

କନକ ବ୍ୟୁରୋ : ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଏକ ମୁସଲିମ୍ ଦାରୋଗା ଲମ୍ବା ଦାଢୀ ରଖିବାକୁ ନେଇ ଏବେ ହଟ ଚମଟ୍ ସୃଷ୍ଟି ହୋଇଛି। ଆଇନ ଅବମାନନା ମାମଲାରେ ବି ସେହି ଦାରୋଗାଙ୍କୁ ନିଲମ୍ବିତ କରାଯାଇଛି । ଏନେଇ କଥା ଉଠୁଛୁ କି ଯଦି ଶିଖ୍ ମାନଙ୍କୁ ଦାଢୀ ରଖିବାକୁ ଆଇନ ଅନୁମତି ଦେଇଛି ତେବେ…