Daily Archives

October 23, 2020

ପ୍ରଚାର ମୈଦାନକୁ ଓହ୍ଲାଇଲେ ବେଣୁ ମଉସା : କହିଲେ, ଲୋକଙ୍କୁ ଦେବା ପାଇଁ ମୋ ପାଖରେ କିଛି ନାହିଁ… ମୋର ମୁହଁ,…

କନକ ବ୍ୟୁରୋ : ବାଲେଶ୍ୱର ସଦରର ଉପନିର୍ବାଚନ ମୈଦାନରେ ଏଥର ପ୍ରଚାର ଜୋର କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ । ଏବେ ବିଭିନ୍ନ ସଂଗଠନ ନିଜ ଆଡୁ ବାହାରି ବେଣୁଧରଙ୍କ ପାଇଁ ପ୍ରଚାର କରୁଛନ୍ତି । ଏବେ ବେଣୁଧରଙ୍କ ପାଇଁ ପ୍ରଚାର କରିବାକୁ ଏକ ଅଟୋ ବାହାରିଛି । ଅଟୋରେ ଲାଗିଛି…

ବ୍ରହ୍ମଗିରିର ଅଭୟ ଜେନାଙ୍କୁ ଏୟାର ଆଂବୁଲାନ୍ସରେ ହାଇଦ୍ରାବାଦ ପହଁଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା : ବାଟ କଢାଇନେଲେ…

କନକ ବ୍ୟୁରୋ : ଗୁରୁତର ଅଭୟଙ୍କୁ ଭୁବନେଶ୍ୱରରୁ ହାଇଦ୍ରାବାଦ୍ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା ଏୟାର ଆଂବୁଲାନ୍ସର । ରାଜଧାନୀର ବିମାନ ବନ୍ଦରରେ ଏୟାର ଆଂବୁଲାନ୍ସ ପହଁଚିବା ମାତ୍ରେ, ନୟାପଲ୍ଲୀର ଘରୋଇ ଡାକ୍ତରଖାନାରୁ ଆଂବୁଲାନ୍ସ ଯୋଗେ ଗ୍ରୀନ୍ କରିଡରରେ ପହଁଚାଇ ଦିଆଯାଇଥିଲା ଏୟାରପୋର୍ଟ…

ନୂତନ ଜାତୀୟ ଶିକ୍ଷାନୀତି ଢାଞ୍ଚାରେ ହେବ ଜେଇଇ ମେନ୍ ପରୀକ୍ଷା । ଆଞ୍ଚଳିକ ଭାଷାକୁ ଗୁରୁତ୍ୱ

କନକ ବ୍ୟୁରୋ : ଇଂଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ଜେଇଇ ମେନ ପରୀକ୍ଷାରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବ । ଏହାର ଅର୍ଥ ଅଧିକ ଭାରତୀୟ ଆଞ୍ଚଳିକ ଭାଷାରେ ପରୀକ୍ଷା ଆୟୋଜନ କରାଯିବ । ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୱାଲ । ବିଦେଶରେ…

ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା : ଆଉ ୧୮ମୃତ ସହ ୧୨ ଶହ ଟପିଲା ସଂଖ୍ୟା

କନକ ବ୍ୟୁରୋ : ରାଜ୍ୟରେ ବୃଦ୍ଧି ପାଉଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଂଟାରେ ୧୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲାରୁ ୩, ଗଜପତି ଜିଲ୍ଲାରୁ ୩ ଜଣ, ମୟୂରଭଂଜ ଜିଲ୍ଲାରୁ ୨ ଜଣ, ଭୁବନେଶ୍ୱରୁ ୨ ଜଣ, ଯାଜପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।…

ବାଲେଶ୍ୱରରେ ବୟସ୍କ ବ୍ୟକ୍ତିଙ୍କ ଭୋଟ ସଂଗ୍ରହ ବେଳେ ଅନିୟମିତତା ଅଭିଯୋଗ : ସୁସ୍ଥ ଓ ସକ୍ଷମ ମହିଳାଙ୍କୁ ଭୁଲ ତଥ୍ୟ ଦେଇ…

କନକ ବ୍ୟୁରୋ : ଭୋଟ ସଂଗ୍ରହ ବେଳେ ଅନିୟମିତତା ଅଭିଯୋଗ । ପୁରୁଣା ବାଲେଶ୍ୱର ୧ ନମ୍ବର ୱାର୍ଡ଼ରେ ଉତ୍ତେଜନା । ଭୋଟ ସଂଗ୍ରହ ପାଇଁ ଆସିଥିବା ପ୍ରିଜାଇଡ଼ିଂ ଅଫିସରଙ୍କୁ ଅଟକ ରଖିଲେ ଗ୍ରାମବାସୀ । କରୋନା ସମୟରେ ପୋଷ୍ଟାଲ ବାଲଟର ନିୟମରେ ହୋଇଛି କିଛି ପରିବର୍ତ୍ତନ । କିଛି ନିଦ୍ଦିଷ୍ଟ ବର୍ଗର ଲୋକ…

ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ କରିଡର : ୭ମିନିଟରେ ରୋଗୀ ପହଁଚିଲା ବିମାନ ବନ୍ଦର; ଅଧିକ ଚିକିତ୍ସା ପାଇଁ ଏୟାର…

କନକ ବ୍ୟୁରୋ : ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ୍ କରିଡର । ମାତ୍ର ୭ ମିନିଟ୍ରେ ନୟାପଲ୍ଲୀର ଏକ ଘରୋଇ ଡାକ୍ତରଖାନାରୁ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲା ଆମ୍ବୁଲାନ୍ସ । ସେଠାରୁ ଏୟାର ଆଂବୁଲାନ୍ସ ଜରିଆରେ ରୋଗୀଙ୍କୁ ନିଆଯିବ ହାଇଦ୍ରାବାଦର କିମ୍ସ ହସ୍ପିଟାଲ । ଗ୍ରୀନ୍ କରିଡର ପାଇଁ…