Browsing Category
କନକ ଏକ୍ସକ୍ଲୁସିଭ୍
କୋରାପୁଟ ଜିଲ୍ଲାପାଳଙ୍କ ଜଣଶୁଣାଣିରେ ଉତ୍ତେଜନା । ରାସ୍ତା କାମକୁ ନେଇ ପାଟିତୁଣ୍ଡରେ ସମିତି ସଭ୍ୟଙ୍କୁ ସଭାରୁ ଧକ୍କା…
କନକ ବ୍ୟୁରୋ: ଜନଶୁଣାଣିରେ କଥା କଟାକଟି ପରେ ସମିତି ସଭ୍ୟଙ୍କୁ ପିଏସଓ ଲଗାଇ ସଭାରୁ ବାହାର କରିଦେଲେ ଜିଲ୍ଲାପାଳ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ପଞ୍ଜିକୃତ ଅଭିଯୋଗର କାର୍ଯ୍ୟକାରିତା ହେଉନଥିବା…
Read More...
Read More...
ବାଙ୍କୀରେ ହାତୀ ଉପଦ୍ରବ । ମହାନଦୀ ପାର ହୋଇ ଆସି ଫିସଲ କରୁଛନ୍ତି ନଷ୍ଟ । ଚିନ୍ତାରେ ଚାଷୀ ।
କନକ ବ୍ୟୁରୋ: ବାଙ୍କୀ ଭଗିପୁର ଅଞ୍ଚଳରେ ହାତୀ ଉପଦ୍ରବ । ବ୍ୟାପକ ପନିପରିବା ଫସଲ ନଷ୍ଟ କରୁଛନ୍ତି ହାତୀ ପଲ । ଗତକାଲି ବିଳମ୍ବିତ ରାତିରେ ଆଠଗଡ଼ ସୁକାଶନ ଜଙ୍ଗଲରୁ ଆସି ମହାନଦୀ ପାର ହୋଇ ଆସିଛନ୍ତି ହାତୀ ପଲ । ଏହା ପରେ ଭଗିପୁର ଅଂଚଳରେ ହୋଇଥିବା ଚାଷ ଜମିରେ ପଶି ପନିପରିବା ନଷ୍ଟ କରିଛନ୍ତି…
Read More...
Read More...
ହଳଦିଆ ଜଳପ୍ରପାତ: ଚାଇନାର ବୃହତ୍ତମ ଜଳପ୍ରପାତ ଉପରେ ଶୀତର ପ୍ରଭାବ : ପାଣି ହଳଦିଆରୁ ଧଳା ରଙ୍ଗ ହେଇଗଲା ।
ହୁକୋଉ ଜଳପ୍ରପାତ ବା ହଳଦିଆ ଜଳପ୍ରପାତ: ଚାଇନାର ହୁକୋଉ ଜଳପ୍ରପାତ ହେଉଛି ବିଶ୍ୱର ସବୁଠାରୁ ବଡ ହଳଦିଆ ଜଳପ୍ରପାତ । ଗୁଇଜୋ ପ୍ରଦେଶର ହୁଆଙ୍ଗଗୁଶୁ ଜଳପ୍ରପାତ ପରେ ଏହା ଚାଇନାରେ ଦ୍ୱିତୀୟ ବୃହତ୍ତମ ଜଳପ୍ରପାତ ଅଟେ । ପ୍ରବଳ ଥଣ୍ଡା ହେତୁ ଏହି ଜଳପ୍ରପାତର ପାଣି ସବୁ ବରଫ ପାଲଟି ଯାଇଛି ।…
Read More...
Read More...
କାମାକ୍ଷାନଗର ଆଳତୁମା ଗାଁ ଶ୍ମଶାନରେ ତନ୍ତ୍ର ସାଧନା ଅଭିଯୋଗ । ୬ ମାସ ତଳର ବୃଦ୍ଧାଙ୍କ ଶବ କାଢି ଖପୁରୀରେ ପୂଜାପାଠ…
କନକ ବ୍ୟୁରୋ: ୬ ମାସ ତଳେ ମୃତ୍ୟୁ ହୋଇଥିବା ବୃଦ୍ଧା ମହିଳାଙ୍କ ଗାତରେ ପୋତା ଯାଇଥିବା ମୁଣ୍ଡ ବାହାର କରାଯାଇ କେହି କରିଛି ପୂଜାର୍ଚ୍ଚନା । ଭୟଭୀତ ଅବସ୍ଥାରେ ଗ୍ରାମବାସୀ ଓ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ ।
ଗତ ଜୁନ ମାସ ୧୫…
Read More...
Read More...
କେଉଁଠି ବିକ୍ରି ହେଇଥିଲା ଦୁନିଆର ସବୁଠୁ ଦାମୀ ଜମି ? ମୋଗଲ ଏହାକୁ ବିକ୍ରି କରିଥିଲେ, ହିନ୍ଦୁ ସେଠ କିଣିଥିଲେ
ବିଶ୍ବରେ ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ପାଉଛି ସେହି ହାରରେ ଜମି ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ବିଶ୍ବ ଇତିହାସରେ ବିକ୍ରି ହୋଇଥିବା ସବୁଠାରୁ ଦାମୀ ଜମିର ମୂଲ୍ୟ କ’ଣ ଥିଲା ?
ଦୁନିଆରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହେଲାଣି ସେ ଦିନ ଏତେ ଆଉ ବେଶି ଦୂର ନୁହେଁ ଯେତେବେଳେ ମଣିଷମାନେ…
Read More...
Read More...
ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୦୨ ନୂଆ ପଜିଟିଭି ଚିହ୍ନଟ, ୫ଜଣଙ୍କ ମୃତ୍ୟୁ ।
କନକ ବ୍ୟୁରୋ: ଦେଶରେ ପୁଣି ଉପରମୁହାଁ କରୋନା ମିଟର । ଗତ ୨୪ଘଣ୍ଟାରେ ଦେଶରେ ୬୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୪ଶହ ୪୦ରେ ପହଂଚିଛି ।
Read More...
Read More...
କନ୍ଧମାଳରେ ପ୍ରବଳ ଜାଡ । ଜି.ଉଦୟଗିରି ଓ ଫୁଲବାଣୀରେ ହାଡଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଧନ ଜୀବନ, କାମକୁ ଯାଇ ନପାରି…
କନକ ବ୍ୟୁରୋ: ଗତ କିଛି ଦିନ ହେଲା ରାଜ୍ୟରେ ଶୀତ ପଡିଛି । ଗତ ୧୦ ତାରିଖରୁ କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି । ପାରଦ ତଳ ମୁହାଁ ହୋଇଛି । ଶୀତ ସହିତ ଘନ କୁହୁଡି ଯୋଗୁଁ ଜାଡ ମାଡରେ ଜିଲ୍ଲା ଥରହର ହେଉଛି । ବେଶ କିଛି ଦିନ ହେଲା ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ହିଁ ରହୁଛି…
Read More...
Read More...
ହସ୍ପିଟାଲରେ ଅପରେସନ କରୁଥିଲେ ଝିଅ, ବାପାଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ହେଲା ଘୋଷଣା । ତା ପରେ… ।
କନକ ବ୍ୟୁରୋ : ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ନାଁରେ ମୋହର ମାରିଛି ବିଜେପି । ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ପରିବାରବର୍ଗ ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । କାରଣ ମୁଖ୍ୟମନ୍ତ୍ରୀ ରେସରେ ଅନେକ ବଡ ବଡ ନାଁ ଥିଲେ ମଧ୍ୟ ମୋହନଙ୍କ ଉପରେ…
Read More...
Read More...
ରୁଷ-ୟୁକ୍ରେନ ଯୁଦ୍ଧରେ ଏତେ ସଂଖ୍ୟକ ନେପାଳୀ କିପରି ମଲେ ? ନେପାଳ ସରକାର ବର୍ତ୍ତମାନ କଣ ଚାହୁଁଛନ୍ତି ?
ରୁଷର ସେନାରେ କାର୍ଯ୍ୟ କରୁଥିବା ଛ’ ଜଣ ନେପାଳୀ ନାଗରିକ ୟୁକ୍ରେନ ସହିତ ଯୁଦ୍ଧରେ ନିହତ ହୋଇଛନ୍ତି । ନେପାଳ ସରକାର ଏହି ସୂଚନା ଦେଇଛନ୍ତି । ଏହା ସହିତ ନେପାଳର ନାଗରିକଙ୍କୁ ନିଜ ସେନାରେ ନିଯୁକ୍ତି ନକରିବାକୁ ସରକାର ରୁଷକୁ ଅନୁରୋଧ କରିଛନ୍ତି ।
ରୁଷ-ୟୁକ୍ରେନ ଯୁଦ୍ଧରେ ଅନେକ ଲୋକଙ୍କର…
Read More...
Read More...
ବର୍ଷା ଅଭାବରୁ ଉଜୁଡି ଗଲା ଚାଷ । ବର୍ଷକ ଦାନା ପାଇଁ ଘୋର ଚିନ୍ତାରେ ଗୁଣୁପୁର ଚାଷୀ ।
କନକ ବ୍ୟୁରୋ: ବର୍ଷା ଅଭାବରୁ ଉଜୁଡି ଗଲା ଚାଷ । ଚିନ୍ତାରେ ରାୟଗଡ଼ା ଗୁଣୁପୁର ଅଞ୍ଚଳର ଚାଷୀ । ଧାର କରଜ କରି ଚାଷୀ ହେକ୍ଟର ହେକ୍ଟର ଜମିରେ ଚାଷ କରିଥିଲା ଚାଷୀ । ଗୁଣୁପୁର ବ୍ଲକର ୩ ହଜାର ୫୯୭ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ହେଲେ ବର୍ଷା ନଥିବାରୁ ଧାନ ଗଛ ସବୁ ନଡା ପାଲଟି ଗଲାଣି ।…
Read More...
Read More...