Browsing Category

କନକ ଏକ୍ସକ୍ଲୁସିଭ୍

ଆଉ ମାତ୍ର ଅଳ୍ପ ସମୟ… ଶେଷ ପର୍ଯ୍ୟାୟରେ ଉଦ୍ଧାର କାମ । ବାକି ରହିଛି ୧୨ ମିଟର ଖନନ ।

କନକ ବ୍ୟୁରୋ: ଦିନ ଯେତେ ଯେତେ ଫର୍ଚ୍ଚା ହେଉଛି, ଉଦ୍ଧାରର ଆଶା ସେତେସେତେ ଉଜ୍ଜୀବିତ ହେଉଛି । ବୋଧହୁଏ ଭାରତର ଇତିହାସରେ ଏ ଟନେଲ ଟ୍ରାଜେଡି ସବୁଦିନ ମନେରହିବ । ଯେଉଁଠି ଶ୍ରମିକଙ୍କ ଉଦ୍ଧାର ପାଇଁ ରାତିଦିନ ଏକ କରିଦେଇଛନ୍ତି ଉଦ୍ଧାରକାରୀ ଦଳ । ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ…
Read More...

ହାଇକୋର୍ଟଙ୍କ ନିର୍ଦ୍ଦେଶ, ଆସନ୍ତାକାଲି ଠାରୁ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି । ଡିସେମ୍ବରରେ ହେବ ପରବର୍ତ୍ତୀ…

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ଆରମ୍ଭ ହେବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଏସଆଇକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୪ ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲା ଏଏସଆଇ । କିନ୍ତୁ ଏହାକୁ ଅଗ୍ରାହ୍ୟ…
Read More...

ବଡ଼ ଗାଡ଼ିର ବେପରୁଆ ଗାଡ଼ି ଚାଳନା ପାଇଁ ବର୍ଷିଲା ବିଜେପି । ପୂର୍ବତନ ମନ୍ତ୍ରୀଙ୍କ ପୁଅକୁ ଖସାଇଦେବାକୁ ପୋଲିସ ସବୁ…

କନକ ବ୍ୟୁରୋ : ବଡଗାଡିର ବେପରୁଆ ଗାଡି ଚାଳନାକୁ ନେଇ ତେଜିଲା ରାଜନୀତି । ରେଞ୍ଜରୋଭର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେଲାଣି । ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି । ଏପରି ସ୍ଥିତିରେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଘେରିଛି ଝାରସୁଗୁଡା ବିଜେପି । ଗାଡିଟି ଯେଉଁ କଂପାନୀ…
Read More...

‘ମୋ ମୋଟି ମୋ ଦେଶ’ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ଆଜି ଶୁଭାରମ୍ଭ । ଭୁବନେଶ୍ୱର ରେଳ ଷ୍ଟେସନରୁ ନୂଆଦିଲ୍ଲୀ…

କନକ ବ୍ୟୁରୋ: ଆଜି ଶୁଭାରମ୍ଭ ହେବ ‘ମୋ ମୋଟି ମୋ ଦେଶ’ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ୍ । ଭୁବନେଶ୍ୱର ରେଳ ଷ୍ଟେସନରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବେ । ‘ମୋ ମୋଟି ମୋ ଦେଶ’ ଅଭିଯାନରେ ଜଡ଼ିତ…
Read More...

ଦିନେ ଭାଇଠୁ ୫ହଜାର ଟଙ୍କା ଉଦ୍ଧାର ନେଇ ଆରମ୍ଭ କରିଥିଲେ ବିଜନେସ୍ । ଆଜି ୧୪ହଜାର କୋଟିର ମାଲିକ । କିଛି ନୂଆ କରି…

କନକ ବ୍ୟୁରୋ : ବ୍ୟବସାୟ କରି ମଣିଷ ଗରିବରୁ ଧନୀ ଓ ଧନୀରୁ ଗରିବ ହେବା କାହାଣୀ ଆମେ ଶୁଣିଛେ ଏବଂ ଦେଖିଛେ ମଧ୍ୟ । କିଏ ନିଜ ବପାଙ୍କ ଛୋଟ ବ୍ୟବସାୟକୁ ବଢାଇ ନୂଆ ପରିଚୟ ସୃଷ୍ଟି କରିଛି ତ ଆଉ କିଏ ନିଜେ ଏକ ଛୋଟ ବ୍ୟବସାୟ କରି ପରିଶ୍ରମ ବଳରେ ବଡ ହୋଇଥିବା କାହାଣୀ ଶୁଣିଛେ । ଠିକ୍ ସେହିଭଳି…
Read More...

ଉରୁଗୁଏର ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀ ଶେରିକା ଡି ଅର୍ମାସଙ୍କ ୨୬ ବର୍ଷ ବୟସରେ ମୃତ୍ୟୁ

ଉରୁଗୁଏରୁ ପ୍ରତିନିଧିତ୍ୱ କରୁଥିବା ଜଣେ ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀଙ୍କ କ୍ୟାନସରରେ ମୃତ୍ୟୁ । ମାତ୍ର ୨୬  ବର୍ଷ ବୟସରେ ଶେରିକା ଡି ଅର୍ମାସଙ୍କ ମୃତ୍ୟୁ ଘଟିଛି । ନ୍ୟୁୟର୍କ ପୋଷ୍ଟରେ ପ୍ରକାଶ ପାଇଥିବା ଖବର ଅନୁସାରେ ଗତ ୧୩ ଅକ୍ଟୋବରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ…
Read More...

୫ଜଣିଆ ଗ୍ୟାଙ୍ଗ ପାଇଁ ନାକେଦମ୍ ପୁଲିସ : ଏସକର୍ଟ ସର୍ଭିସ୍ ଆପ୍ ଖୋଲି କରୁଥିଲେ ଲୁଟ୍; ସମଲିଙ୍ଗୀ ଯୌନ ସମ୍ପର୍କ ରକ୍ଷା…

କନକ ବ୍ୟୁରୋ : ଭୁବନେଶ୍ୱରରେ ଲୁଟର ନୂଆ ଟ୍ରେଣ୍ଡ । ଏସକର୍ଟ ସର୍ଭିସ୍ ଆପ୍ ଖୋଲି କରୁଥିଲେ ଲୁଟ୍ । ସମଲିଙ୍ଗୀ ଯୌନ ସମ୍ପର୍କ ରକ୍ଷା ପାଇଁ ଆପ୍ ତିଆରି ହୋଇଥିଲା । ଜଣେ ଯୁବକଙ୍କୁ ଲୁଟିଛନ୍ତି ଲୁଟେରା । ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ଓ ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ଯୁବକଙ୍କ ଠାରୁ…
Read More...

‘ଏ ନିଷ୍ପାପ ଶିଶୁର କ’ଣ ଦୋଷ ଥିଲା’? କୁନି ଝିଅର ମୃତଦେହକୁ ଛାତିରେ ଚାପି ଧରି ବିକଳ ହେଉଛି ବାପା ।

କନକ ବ୍ୟୁରୋ: ପାଲେଷ୍ଟାଇନ୍ ଆତଙ୍କବାଦୀ ସଙ୍ଗଠନ ହମାସ୍ ଇସ୍ରାଏଲକୁ ଏଭଳି ଦୁଃଖ ଦେଇଛି ଯାହା ସାରା ବିଶ୍ୱକୁ ଦୋହଲାଇଦେଇଛି । ହମାସର ଆକ୍ରମଣରେ ଇସ୍ରାଏଲର ପାଖାପାଖି ୧୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଶହଶହ ଲୋକ ଗୁୁରୁତର ଆହତ ହୋଇଛନ୍ତି । ହମାସର ଆକ୍ରମଣର ତୁରନ୍ତ ପାଲଟା ଜବାବ ଦେଇଛି…
Read More...

ବରଗଡ଼ରେ ଆଇଟିର ବଡ଼ ଚଢ଼ାଉ : ଏକକାଳୀନ ୮୦ଟି ସ୍ଥାନରେ ଆଇଟି ରେଡ୍

କନକ ବ୍ୟୁରୋ : ବରଗଡ଼ରେ ବଡ଼ ଧରଣର ଆଇଟି ରେଡ଼ । ଟିକସ ଫାଙ୍କିବା ଅଭିଯୋଗରେ ଚାଟାର୍ଡ ଆକାଉଂଟାଟ ଓମ୍ ପନସାରୀଙ୍କ ଏକ ଫାର୍ମ ଓ ଘର ସମେତ ୮୦ଟି ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ । ବାଲଗୋପାଲ ଅଏଲ ମିଲରେ ପ୍ରଥମେ ରେଡ୍ କରିଥିଲା ଆୟକର ବିଭାଗ । ଏହା ପରେ ଅନ୍ୟ ସ୍ଥାନରେ ରେଡ଼ କରାଯାଇଛି ।…
Read More...

ଅତନୁ ସବ୍ୟସାଚୀଙ୍କୁ ଘେରିଗଲେ ବିଜୟ ଶଙ୍କରଙ୍କ ଲୋକ । ଜଗତସିଂହପୁର ତିର୍ତୋଲ ନିର୍ବାଚନ ମଣ୍ଡଳୀ ଯାଇ ହଟହଟା ହେଲେ…

କନକ ବ୍ୟୁରୋ : ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କୁ ଘେରିଲେ ବିଧାୟକ ବିଜୟ ଶଙ୍କରଙ୍କ ଲୋକ । ଜଗତସିଂହପୁର ଆସି ହଟ୍ଟହଟା ହେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ମନ୍ତ୍ରୀଙ୍କ ଗାଡି ଅଟକାଇ ତାଙ୍କୁ ଘେରିଯାଇଥିଲେ ବିଜେଡି କର୍ମୀ । ସ୍ଥାନୀୟ ତିର୍ତୋଲ ବିଧାୟକ ବିଜୟ ଶଙ୍କରଙ୍କୁ ଗସ୍ତ…
Read More...